Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି

ଭୁବନେଶ୍ୱର: ଓଡିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ କରାଯାଉଥିବା ବେଳେ ଏହି ‘ମକର ପର୍ବ’ ସେଥିମଧ୍ୟରୁ ଅନ୍ୟତମ । ଯାହାକୁ ପ୍ରତିବର୍ଷ ଜାନୁଆରୀ ମାସରେ ପାଳନ କରାଯାଇଥାଏ । କୁହାଯାଏ, ଏହିଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ…

ଓଡ଼ିଶାରେ କିପରି ପାଳନ କରାଯାଏ ମକର ସଂକ୍ରାନ୍ତି…

ଭୁବନେଶ୍ୱର: ସଂସ୍କୃତିର ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ସେଥିରୁ ‘ମକର ସଂକ୍ରାନ୍ତି’ ଅନ୍ୟତମ। ଓଡିଶାର ସବୁଠାରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଗୃହର ଦେବାଦେବୀ ଓ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ବିଭିନ୍ନ ମନ୍ଦିରରେ ମକର ଚାଉଳ ପ୍ରଦାନ କରିବା ସହିତ ବିଶେଷ ନୀତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୦୧-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ମାସ ତା ୧୩ ରିଖ ସୋମବାର ଧନୁ ୨୯ ଦିନ ମାଘମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର…

ଦାରିଦ୍ରତାର ଚରମ ସୀମା: ଅର୍ଥାଭାବରୁ ଚୁଟି ବିକ୍ରି କରି ପିଲାଙ୍କୁ ଖାଇବାକୁ ଦେଲା ମା’

ଭୁବନେଶ୍ୱର: ଏହାକୁ ମାଆର ମମତା କୁହନ୍ତୁ କିମ୍ବା ଦଇବ ଯାତନା। ଟଙ୍କା ପଇସା ଅଭାବରୁ ପିଲାଙ୍କୁ ଖାଇବାକୁ ଦେଇପାରୁନଥିବା ବିଧବା ମା ନେଇଛି ଏଭଳି ଏକ ପଦକ୍ଷେପ ଯାହା ଜାଣିଲେ ଆପାଣଙ୍କ ଆଖି କୋଣରେ ଲୁହ ଜକେଇ ଆସିବ । ପିଲାଙ୍କ ମୁଂହରେ ଦାନ ଦେବା ପାଇଁ ନିଜ ମୁଣ୍ଡର ଚୁଟି କାଟି ବିକିଦେଲା ମାଆ…

ହରମନପ୍ରୀତଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ମହିଳା ଦଳ ଘୋଷିତ

ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ଋଚା ଘୋଷ ଏକମାତ୍ର ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ…

ଲୌରେସ କ୍ରୀଡା ପୁରସ୍କାର: ସର୍ଟ ଲିଷ୍ଟରେ ସ୍ଥାନ ପାଇଲେ ସଚିନ

ଭୁବନେଶ୍ୱର: ୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟ ହାସଲ କରିବା ପରେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ଖେଳାଳିମାନେ ମନାଉଥିବା ଉଲ୍ଲାସ ମୂହର୍ତ ଲୌରେସ କ୍ରୀଡା ପୁରସ୍କାର ଶର୍ଟ ଲିଷ୍ଟରେ ସ୍ଥାନ ପାଇଛି । ୨୦୨୦ରେ ଲୌରେସ ପୁରସ୍କାର ୨୦ ବର୍ଷ ପୂରଣ କରୁଛି । ସୂଚନାଯୋଗ୍ୟ, ୨୦ ବର୍ଷର…

‘ନାସା ଏଷ୍ଟ୍ରୋନେଟ ମିଶନ’: ଭାରତୀୟ ବଂଶୋଦ୍ଭବ ରାଜା ଚାରୀ ମନୋନୀତ

ଭୁବନେଶ୍ୱର: ନାସା ଆଗାମୀ ଏଷ୍ଟ୍ରୋନେଟ ମିଶନ ପାଇଁ ମହାକାଶଚାରୀଙ୍କ ନାମ ଘୋଷଣା କରିଛି । ଏଥିରେ ଭାରତୀୟ ବଂଶୋଦ୍ଭବ ରାଜା ଚେରୀ ସ୍ଥାନ ପାଇଛନ୍ତି । ସୁନୀତା ୱିଲିୟମ୍ସ ଓ କଳ୍ପନା ଚାୱଲାଙ୍କ ପରେ ସେ ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ୩ଟି ମିଶନ ପାଇଁ ସୁଯୋଗ ପାଇଛନ୍ତି । ୨୦୧୭ରେ ୧୮…

ଥରୁଛି ଓଡ଼ିଶା: ସୋନପୁରରେ ରେକର୍ଡ଼ ହେଲା ବର୍ଷର ସର୍ବନିମ୍ନ ତାପମାତ୍ରା (୪.୮)

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନ ଶୀତର ଚାଦର ତଳେ ରହିଛି । ଅନେକ ସ୍ଥାନରେ ପାରଦ ଖସୁଥିବା ବେଳେ ସୋନପୁର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୪.୮° ସେଲସିୟସ ରେକର୍ଡ଼ କରାଯାଇଛି । ଏହାଛଡା ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ଟି ସହର ରହିଛି । ଦାରିଙ୍ଗବାଡି (୭.୨), ଟିଟିଲାଗଡ଼ (୬.୫ ),…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ଗିରଫ ହେଲେ ୪ ନାବାଳକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଗତ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ରବିବାର ଦିନ ଆଉ ୪ ଜଣ ନାବାଳକଙ୍କୁ ଗିରଫ କରିଛି । ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ନିକଟରେ…

ପୂର୍ବତନ ଓଡିଶା ସାଂସଦଙ୍କ ପରଲୋକ

ଭୁବନେଶ୍ୱର: ସୁନ୍ଦରଗଡର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ମୋରିସ୍ କୁଜୁରଙ୍କର ରବିବାର ଦିନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ୧୯୮୪ ମସିହାରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ ଲୋକସଭା ଆସନରୁ…