Latest Odisha News

BREAKING NEWS

Browsing Category

ଫିଚର

ଅଶାନ୍ତ ବିଶ୍ୱକୁ ଶାନ୍ତିର ମାର୍ଗ ଦେଖାଇ ପାରିବ ସ୍ୱାମୀ ବିବେକାନନ୍ଦଙ୍କ ଏହି ୧୦ଟି ବିଚାର…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ହେଉଛନ୍ତିି ଆଧୁନିକ ମାନବ ତଥା ଯୁବ ସମାଜର ଆଦର୍ଶ ପ୍ରତିନିଧି। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସେମାନଙ୍କୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା ଚେଷ୍ଟିତ ରହୁଥିଲେ। ତେଣୁ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମଦିନକୁ…

ଜାତୀୟ ଯୁବ ଦିବସ ଅବସରରେ ଯାଜପୁରରେ ରାଜ୍ୟସ୍ତରୀୟ ମିନି ମାରାଥନ

ଯାଜପୁର: ଆଜି ହେଉଛି ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ତିଥି। ଦେଶବ୍ୟାପୀ ଏହାକୁ ଯୁବ ଦିବସ ରୂପେ ପାଳନ କରାଯାଏ । ଦେଶକୁ ଆଗକୁ ଆଗେଇ ନେବାରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୁବକମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆଜି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୨-୧-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୧ ରିଖ ରବିବାର ଧନୁ ୨୮ଦିନ ମାଘ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର  ଘାତ ବାର: ମେଷ ରାଶିର ଆଜି: ଭେଜି…

ବ୍ୟାଙ୍କରେ ଟଙ୍କା ଜମା କରିବା ହୋଇଯିବ ସହଜ: ଯେକୌଣସି ଏଟିଏମ ମାଧ୍ୟମରେ ଜମା କରିପାରିବେ ଟଙ୍କା

ଭୁବନେଶ୍ୱର: ଯଦି କୌଣସି ଏଟିଏମ ରେ ଜମା କଲେ ଟଙ୍କା ନିଜ ଆକାଉଣ୍ଟ ରେ ଜମା ହୋଇଯିବ ତାହାଲେ କେମିତି ଲାଗିବ ? କଥାଟା ଶୁଣିବାକୁ ଅଜବ ଲାଗିଲେ ବି ସତ ହେବାକୁ ଯାଉଛି । କେନ୍ଦ୍ର ସରକାର ଏହି ପ୍ଲାନ ଉପରେ କାମ କରୁଛି ଯାହା ଦ୍ୱାରା ଏଥିରୁ ବଡ଼ ବ୍ୟାଙ୍କର ଏଟିଏମ ସବୁକୁ ଯୋଡିଦିଆଯିବ । ଯୋଜନା…

ପୁଅରୁ ଝିଅ ପାଲଟିଥିବା ଏହିସବୁ କଳାକାରଙ୍କ ସମ୍ପର୍କରେ ଜାଣନ୍ତୁ…

ମୁମ୍ବାଇ: ଜୀବନରେ ଅନେକ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ । ଏହା ମଧ୍ୟରୁ ଏପରି କିଛି ଘଟଣା ଅଛି ଯାହା ଆମ ମନକୁ ଦ୍ୱନ୍ଦ୍ୱରେ ପକାଏ ଯେ, ଏକା କ’ଣ ସତରେ ସମ୍ଭବ ? ତା’ ମଧ୍ୟରୁ ଯୁବକ ଯୁବତୀରେ ପରିଣତ ହେବା ଅନ୍ୟତମ । ଆସନ୍ତୁ ଜାଣିବା କିଛି ସେଲିବ୍ରେଟିଙ୍କ ସମ୍ପର୍କରେ ଯେଉଁମାନେ…

ସୁଟିଂ ସେଟରେ ଗୁରୁତର ଆହତ ହେଲେ ଅଭିନେତା ଶାହିଦ କପୁର..

ମୁମ୍ବାଇ:ସୁଟିଂ ସମୟରେ ଗୁରୁତରଭାବେ ଆହତ ହୋଇଛନ୍ତି ବଲିଉଡ ଅଭେନେତା ଶାହିଦ କପୁର । ମିଳିଥିବା ସୂଚନା ଅନୁସାରେ, ଚଣ୍ଡୀଗଡରେ ଜର୍ସି ଫିଲ୍ମ ସୁଟିଂ ସମୟରେ ଏକ ବଲ୍ ତାଙ୍କ ମୁହଁରେ ବାଜିଥିଲା । ଏଥିରେ ତାଙ୍କ ଓଠ ଫାଟିଯିବା ସହ ମୁହଁ ମଧ୍ୟ ଫୁଲି ଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ…

ପାଞ୍ଚ ଟ୍ରିଲିୟନ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ‘ପୂର୍ବୋଦୟ’: ଧର୍ମେନ୍ଦ୍ର ପ୍ରଧାନ

କୋଲକାତା/ଭୁବନେଶ୍ୱର: କୋଲକାତା ଠାରେ ସମନ୍ୱିତ ଇସ୍ପାତ ହବ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭକରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଲକାତା ଠାରେ ସେ ଏହାର ଶୁଭାରମ୍ଭ କରିଛନ୍ତି…

ପ୍ରେମରେ ବିଫଳତା: ଆତ୍ମହତ୍ୟା କରିବା ଆଗରୁ ଯୁବକ କଲେ ଭିଡ଼ିଓ ରେକର୍ଡ଼ିଂ

କଟକ: ପ୍ରେମରେ ଅନ୍ଧ ହୋଇ କଟକର ଜଣେ ଯୁବକ ଶନିବାର ଦିନ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମାତୃଭବନ ନିକଟସ୍ଥ ରେଳ ଧାରଣା ନିକଟରୁ ଶନିବାର ଦିନ ଯୁବକଙ୍କ ମୃତ ଦେହ ପୋଲିସ୍ ଉଦ୍ଧାର କରିଛି । ମୃତ ଯୁବକଙ୍କ ନାମ ମନୋଜ ସ୍ବାଇଁ ଏବଂ ତାଙ୍କ ଘର ନିଆଳି…

ଜନ୍ମଦିନରେ ଜାଣନ୍ତୁ ରାହୁଲ ଦ୍ରାବିଡ଼ଙ୍କ ସମ୍ପର୍କରେ ୧୦ଟି ଅଜଣା କଥା…

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ଼ଙ୍କର ଆଜି ହେଉଛି ଜନ୍ମଦିନ । କୌଣସି କ୍ଷେତ୍ରରେ ଯଦି କେହି ଭଲ ପ୍ରଦର୍ଶନ କରିଥାନ୍ତି ତେବେ ତାଙ୍କର ଆଗାମୀ ପିଢ଼ି ଙ୍କୁ ମଧ୍ୟ ତାଙ୍କ ର ଉଦାହରଣ ଦିଆ ଯାଇଥାଏ I ତେବେ ଆଜି ଆମେ ଭାରତୀୟ…

କ୍ଷମା ଭିକ୍ଷା କରି ମହୋଦଧିରେ ବୁଡ଼ ପକାଇଲେ ବରଗଡର କଂସ ମହାରାଜା !

ଭୁବନେଶ୍ୱର: ଗତକାଲି ଠାରୁ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ଉତ୍ସବମୁଖର ହୋଇଉଠିଥିବା ବରଗଡ ସହର ନୀରବ ହୋଇଯାଇଛି । ତେବେ ଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଶନିବାର ଦିନ ମହୋଦଧିରେ ବୁଡ଼ ପକାଇ ପାପ ଧୋଇବା ପାଇଁ ପୁରୀ ପହଁଚିଛନ୍ତି…