Latest Odisha News

BREAKING NEWS

Browsing Category

ଫିଚର

ବାହାଘରରେ ମିଳିଲା ଏମିତି ଉପହାର; ହସିହସି ବେଦମ ହେଲେ ବରକନ୍ୟା !

ଅନୁଗୁଳ: ଖାଦ୍ୟସାମଗ୍ରୀ ମଧ୍ୟରେ ଏବେ ପିଆଜର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ ଏବେ କିଛିକିଛି ସ୍ଥାନରେ ପିଆଜକୁ ଉପହାର ସ୍ୱରୂପ ପ୍ରଦାନ କରାଯାଉଥିବାର ନଜରକୁ ଆସୁଛି । ସେହିଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ଅନୁଗୁଳ ସହରରେ । ସହରର ଆଦିମାତା ନଗରରେ ସନ୍ତୋଷ ମହାପାତ୍ର ନାମକ ଜଣେ…

୨୩ ଲକ୍ଷ ଟଙ୍କାରେ ନିଲାମ ହେଲା ଏହି ଖେଳାଳିଙ୍କ ଜର୍ସି, ଜାଣନ୍ତୁ

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ଏକ ଜର୍ସି ୨୩ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।୧୯୭୧ରେ ଜେନେରିଆର ମାରାକାନା ଷ୍ଟାଡିୟମରେ ଖେଳା ଯାଇଥିବା ଯୁଗୋସଲୋଭିକିଆ ବିପକ୍ଷ ଅନ୍ତିମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଏହାକୁ ପିନ୍ଧିଥିଲେ । ଇଟାଲୀର ତୁରିନ ସହରରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ…

ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲେ ଆଉ ୨ ଜଣ ବ୍ୟକ୍ତି

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୁଣି ଦୁଇ ଜଣ ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଦମ୍ପତ୍ତି ଦ୍ୱୟ ରଞ୍ଜିତ ପରିଡା ଏବଂ ସୌମ୍ୟ ଶେଫାଳିକା ପରିଡା ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ । ପୋଲିସର…

ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି । ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରିଥିବା ସୂଚନା ମିଳିଛି । ଲୋକସଭାରେ ବିଲ୍ ପାସ ହେବା ପାଇଁ ଏନ୍‌ଡିଏ…

ସମସ୍ତ ଜନହିତକର ଯୋଜନାରେ ଆଧାର ଲିଙ୍କ୍ କରିବେ ଓଡିଶା ସରକାର !

ଭୁବନେଶ୍ୱର: ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ତଥା ଯୋଜନାର ପରିଚାଳନାକୁ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ପାଇଁ ଏବେ ଓଡିଶା ସରକାର ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି । ଏନେଇ ସ୍ୱତନ୍ତ୍ର ସଚିବ, ଅର୍ଥ, ପିକେ ବିଶ୍ୱାଳ, ଅତିରିକ୍ତ ମୁଖ୍ୟ ସଚିବ ଏବଂ ସମସ୍ତ…

ନ୍ୟାୟପାଳିକାକୁ ଏନକାଉଣ୍ଟର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ହାଇଦ୍ରାବାଦର ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତ ଗତ ୬ ତାରିଖରେ ପୋଲିସର ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି । ପୋଲିସର କହିବା ଅନୁସାରେ ଅଭିଯୁକ୍ତ ମାନଙ୍କୁ ଅପରାଧ ସ୍ଥଳୀକୁ ନେବା ସମୟରେ ସେମାନେ…

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ନିକଟ ଜ୍ୟୋତିପୁର ଅଞ୍ଚଳ ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସେମାନଙ୍କର ବୟସ ପାଖାପାଖି ୨୦ ବର୍ଷ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନାନୁଯାୟୀ ଗତକାଲି ଏକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୦୯-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୯ ରିଖ ସୋମବାର ବିଛା ୨୩ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର-:…

ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ: ଭାରତର କୋକିଲକଣ୍ଠି ତଥା ସ୍ୱର ସାମ୍ରାଗ୍ନୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରର ସୁଧାର ଆସିଥିବା ଜଣାପଡିଛି । नमस्कार.पिछले 28 दिनोंसे मैं ब्रीच कैंडी हॉस्पिटल में थी।…

ନବରଙ୍ଗପୁରର ଅକ୍ଷୟ; ଯିଏକି ଦୃଢ ଇଚ୍ଛାଶକ୍ତି ବଳରେ ହୋଇପାରିଛନ୍ତି ସ୍ୱାବଲମ୍ବୀ

ନବରଙ୍ଗପୁର: କଥାରେ ଅଛି, ଦୃଢ ଇଚ୍ଛା ଶକ୍ତି ତଥା ନିଜର ଆତ୍ମବଳ ଦ୍ୱାରା ଯେକୌଣସି କାର୍ଯ୍ୟ ସମ୍ଭବପର ହୋଇପାରିବ । ଏହି ଉକ୍ତିକୁ ଯଥାର୍ଥତା ପ୍ରଦାନ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି । ଯିଏକି ଦିବ୍ୟାଙ୍ଗ ହୋଇ ମଧ୍ୟ ଜଣେ ମେକାନିକ୍ ଭାବେ ଆତ୍ମନିର୍ଭରଶୀଳ…