Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୦ ରିଖ  ମଙ୍ଗଳବାର ବିଛା  ୨୪ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ  ତ୍ରୟୋଦଶୀ  ଭୁକ୍ତ ଚତୁର୍ଦ୍ଦଶୀ ତିଥି   କୃତ୍ତିକା…

ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର’ ପ୍ରତିଷ୍ଠା ପ୍ରସଙ୍ଗ: ଆବଶ୍ୟକୀୟ ଜମି ନିମନ୍ତେ କେନ୍ଦ୍ରକୁ…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଜଧାନୀ ଦିଲ୍ଲୀଠାରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ସ୍ଥାପନ ଲାଗି ଆବଶ୍ୟକୀୟ ଜମି ଯୋଗାଇଦେବାକୁ କେନ୍ଦ୍ରକୁ ଏନେଇ ଏକ ପତ୍ର ଲେଖିଛନ୍ତି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏହି ପତ୍ରରେ…

ଓଡ଼ିଶା ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଭୟ

କଟକ/ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ସୋମବାର ଦିନ ଓଡ଼ିଶାର ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଭାବେ ଦାୟିିତ୍ୱ ଗ୍ରହଣ କରିବାକୁ ସୋମବାର ଦିନ ଅଭୟ ଭୁବନେଶ୍ୱରରେ ପହଞ୍ଚିଛିଥିଲେ । ସେ ହାଇଦ୍ରାବାଦସ୍ଥିତ…

ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଅଭିନେତା ଅମ୍ଳାନ

କଟକ: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ତଥା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରବିବାର ଦିନ ଅମ୍ଳାନଙ୍କ ନିର୍ବନ୍ଧ ଶେଷ ହୋଇଛି । ଅମ୍ଳାନଙ୍କ ଭାବି ପତ୍ନୀଙ୍କ ନାମ ହେଉଛି ଭୂମିକା । ସିନେ ଜଗତ ସହ କୌଣସି…

ଜିଏସଟି: ଅପ୍ରେଲ-ନଭେମ୍ବର ମଧ୍ୟରେ ବଜେଟ ଅନୁମାନ ଠାରୁ ୪୦ ପ୍ରତିଶତ କମ ସିଜିଏସଟି କଲେକ୍ସନ

ଭୁବନେଶ୍ୱର: ଏହି ବର୍ଷ ଅପ୍ରେଲ ରୁ ନଭେମ୍ବର ମଧ୍ୟରେ ସେଣ୍ଟ୍ରାଲ ଜିଏସଟି କଲେକ୍ସନ ବଜେଟ ଅନୁମାନ ଠାରୁ ୪୦ପ୍ରତିଶତ କମ | ସଂସଦରେ ଆଗତ ତଥ୍ୟ ଅନୁଯାୟୀ ଏହା ୪୦ପ୍ରତିଶତ କମ ରହିଛି | ବିତ୍ତ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ , ଏହି…

ବ୍ୟଞ୍ଜନ ଦ୍ୱାଦଶୀ : ଗୌର ବିହାରରେ ମହାପ୍ରଭୁଙ୍କୁ ଲାଗିହେଲା ୬ ଶହରୁ ଅଧିକ ପ୍ରକାର ବ୍ୟଞ୍ଜନ

ପୁରୀ: ଗୋଟିଏ କି ଦୁଇ ପ୍ରକାର ନୁହେଁ ଭଳିକି ଭଳି ୬ ଶହରୁ ଉଦ୍ଧ୍ୱର୍ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଳିଆପଣ୍ଡା ସ୍ଥିତ ଗୌର ବିହାର ବା ମାତାମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀ…

ବାଲ୍ୟବିବାହ ରୋକିବାକୁ ଅଭିନବ ପଦକ୍ଷେପ; ସୂଚନା ଦେଲେ ମିଳିବ ପୁରସ୍କାର !

ବ୍ରହ୍ମପୁର: ବାଲ୍ୟବିବାହ ରୋକିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନେଇଛି ଏକ ଅଭିନବ ପଦକ୍ଷେପ । ବାଲ୍ୟବିବାହ ହେଉଥିବା ସୂଚନାଦେଲେ, ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ୫୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଜଣେ ଜିଲ୍ଲା…

ମରାମତି କାର୍ଯ୍ୟ ପାଇଁ ଆସନ୍ତା ଦୁଇଦିନ ଆପଣଙ୍କ ସହରରେ ଏହି ସମୟରେ ବନ୍ଦ ରହିବ ବିଦ୍ୟୁତ ସେବା !

ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଆସନ୍ତା ମଙ୍ଗଳବାର ଓ ବୁଧବାର ଦିନ ଏସିସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା ହୋଇଛି । ମଙ୍ଗଳବାର (୧୦.୧୨.୧୯) ଭୁବନେଶ୍ୱର ସହରାଞ୍ଚଳ ମଞ୍ଚେଶ୍ୱର: ସକାଳ ୭ ଟାରୁ ୧୦ ଟା କଳ୍ପନା-୧: ସକାଳ ୧୦ ଟାରୁ ୪ଟା…

ସଂସଦରେ ନାଗରିକତା ସଂଶୋଧନ ବିଲ ଉପରେ ଭୋଟିଂ; ସମର୍ଥନରେ ୨୯୩ ଭୋଟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଦିନ ସଂସଦରେ ନାଗରିକତା ସଂଶୋଧନ ବିଲ ଆଗତ କରିଛନ୍ତି । ଏହି ବିଲ୍ ସପକ୍ଷରେ ୨୯୩ଟି ଭୋଟ ମିଳିଥିବା ବେଳେ ବିରୋଧରେ ୮୨ଟି ଭୋଟ ମିଳିଛି। ଫଳରେ ନାଗରିକତା (ସଂଶୋଧନ) ବିଲ୍ ପ୍ରଥମ ପାହାଚ ଅତିକ୍ରମ କରିଥିବା କୁହାଯାଇଛି । ଏହି…

ଜାଣନ୍ତୁ ଫିନଲାଣ୍ଡର ମହିଳା ପ୍ରଧାନମନ୍ତ୍ରୀ ସନା ମାରିନଙ୍କୁ, ତାଙ୍କ ନାମରେ ରହିଛି କେଉଁ ରେକର୍ଡ…

ଫିନଲାଣ୍ଡର ଡେମୋକ୍ରାଟିକ ପାର୍ଟି ରବିବାର ଦିନ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଚୟନ କରିଛି । ଫିନଲାଣ୍ଡର ପୂର୍ବତନ ପରିବହନ ମନ୍ତ୍ରୀ ୩୪ ବର୍ଷୀୟା ସନା ମାରିନ ବର୍ତ୍ତମାନ ବିଶ୍ଵର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ,…