Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ‘ଡ୍ରାଇଭିଂ ଲର୍ଣ୍ଣର୍ ଲାଇସେନ୍ସ’ ଅନଲାଇନରେ ପାଇପାରିବେ…

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ ପ୍ରଣୟନ ହେବାପରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ପ୍ରବଳ ଜନଗହଳି ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆରଟିଓ-୧ ସୋମବାର ଦିନ ଏନେଇ ସମସ୍ତ ଦରଖାସ୍ତ ଗୁଡ଼ିକ ଅନଲାଇନ ମାଧ୍ୟମରେ ଯୋଗାଇଦେବାକୁ ଘୋଷଣା…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଓଢ଼ଣୀ ଷଷ୍ଠୀ ନୀତି; ମହାପ୍ରଭୁଙ୍କ ଶୀତବସ୍ତ୍ର ପରିଧାନକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଶୀତ ହୁଏ । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ମାର୍ଗଶୀର ମାସ ଶୁକ୍ଲପକ୍ଷ ଷଷ୍ଠୀରେ ଓଢ଼ଣୀ ପର୍ବ ପାଳିତ ହୁଏ । ଓଢ଼ଣୀ ଷଷ୍ଠୀ ବା ଘୋଡ ଲାଗି ଭାବେ ଏହା ପରିଚିତ । ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକ ଏହି ଘୋଡ ପ୍ରସ୍ତୁତ…

କଟକ, ଭୁବନେଶ୍ୱର ଓ ପୁରୀର କେଉଁ ସବୁ ଅଞ୍ଚଳରେ ଆସନ୍ତାକାଲି ବନ୍ଦ ରହିବ ବିଦ୍ୟୁତ ସେବା,ଜାଣନ୍ତୁ

ଭୁବନେଶ୍ୱର: ମରାମତି ଜନିତ କାର୍ଯ୍ୟ ପାଇଁ କଟକ, ଭୁବନେଶ୍ୱର ଓ ପୁରୀର ଏହିସବୁ ସ୍ଥାନରେ ମଙ୍ଗଳବାର ଦିନ ବିଦ୍ୟୁତ ସରବରାହ ବନ୍ଦ ରହିବ। ଭୁବନେଶ୍ୱର-ଅର୍ବାନ ଲକ୍ଷ୍ମୀସାଗର ଭିଲେଜ ଓ ଝାରପଡ଼ା- ସକାଳ ୯ ଟାରୁ ଅପରାହ୍ନ ୨ ଟା କଟକ-ଅର୍ବାନ ହରିପୁର,ପିଠାପୁର, ଦୋଳମୁଣ୍ଡେଇ- ଦିନ ୧୦ଟାରୁ…

ଫଡନାଭିସ୍ ତିନି ଦିନର ମୁଖ୍ୟମନ୍ତ୍ରୀ ହେବା ପଛର ପ୍ରକୃତ କାରଣ…

ମହାରାଷ୍ଟ୍ର: ନିଜ ସପକ୍ଷରେ ବହୁମତ ନାହିଁ ବୋଲି ଜାଣିବା ସତ୍ତେ୍ୱ ଦେବେନ୍ଦ୍ର ଫଡନାଭିସ ଏନସିପି ନେତା ଅଜିତ ପୱାରଙ୍କ ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ । ମାତ୍ର ତିନିଦିନ ପାଇଁ ତିଷ୍ଠି ଥିବା ଏହି ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଆଗରୁ ଇସ୍ତଫା ଦେଇଥିଲେ…

ଏମିତି ହେବ ନବୀନଙ୍କ ସ୍ୱପ୍ନର ଶ୍ରୀକ୍ଷେତ୍ର…

ପୁରୀ/ଭୁବନେଶ୍ୱର: ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀକ୍ଷେତ୍ର ପୁରୀ ହେଉଛି ସଂସ୍କୃତି ସମ୍ପନ୍ନ ଓଡ଼ିଶାର ଆତ୍ମା । ଏହି ପରିପ୍ରେକ୍ଷୀରେ ନବୀନ ଏକ କ୍ଷୁଦ୍ର ଭିଡ଼ିଓକୁ ଟ୍ୱିଟ୍…

ଦର ବୃଦ୍ଧିକୁ ବିରୋଧ କରି ରାଜଧାନୀରେ କମ୍ ଦରରେ କଂଗ୍ରେସର ପିଆଜ ବିକ୍ରି

ଭୁବନେଶ୍ଵର: ରାଜଧାନୀରେ ପିଆଜ ଦର ୪୦ ଟଙ୍କା । ନାଇଁ ଆଜ୍ଞା କୌଣସି ଦୋକାନରେ ନୁହେଁ। କଂଗ୍ରେସ ପକ୍ଷରୁ ରାଜଧାନୀରେ ପିଆଜ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରାଯାଇଛି। ପିଆଜ ଦର ବୃଦ୍ଧି ପାଇ ଅନେକ ସ୍ଥାନରେ ଏହା ୧୦୦ ଟଙ୍କା ଛୁଇଁଛି। ରାଜଧାନୀ ବଜାରରେ ମଧ୍ୟ ପିଆଜ ଦର ୧୦୦ ଟଙ୍କାରେ…

ଆସନ୍ତାକାଲି ଠାରୁ ଏହିସବୁ କମ୍ପାନୀର କଲ ଦର ହେବ ମହଙ୍ଗା

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ଡିସେମ୍ବର ୩ ତାରିଖରୁ ମୋବାଇଲ କଲ୍ ପାଇଁ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ, ଏୟାରଟେଲ, ଭୋଡାଫୋନ ଆଇଡିଆ ଭଳି ଟେଲିକମ୍‌ କମ୍ପାନୀ ମଙ୍ଗଳବାରଠାରୁ ସେମାନଙ୍କର ଟାରିଫ ପ୍ଲାନରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି ।…

ବଳାତ୍କାର ମାମଲାରେ କଠୋର ଦଣ୍ଡବିଧାନ ଲାଗି ସରକାର ପ୍ରସ୍ତୁତ: ରାଜନାଥ ସିଂ

ନୂଆଦିଲ୍ଲୀ: ବଳାତ୍କାରୀଙ୍କ ପାଇଁ ଆସିବ କଠୋର ଦଣ୍ଡବିଧାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଲୋକସଭାରେ ଏହା ପ୍ରକାଶ କରିଛନ୍ତି । ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ । ଏଥିପାଇଁ ସମସ୍ତ ସାଂସଦଙ୍କ…

ଆସନ୍ତୁ, ପବିତ୍ର ପୁରୀ ଶ୍ରୀକ୍ଷେତ୍ରରେ କରିବା ତୀର୍ଥ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାପନ କରନ୍ତ୍ି ବିଶ୍ୱ ନିୟନ୍ତାର ଶ୍ରଷ୍ଠା ପ୍ରଭୂ ଶ୍ରୀ ଜଗନ୍ନାଥ । ପୁରୀର ଭୌଗଳିକ ସ୍ଥିତି ଓ ଐତିହ୍ୟ ଏତେ ଶକ୍ତିଶାଳୀ ଯେ, ଏଥିପାଇଁ ଦେଶ ବିଦେଶରୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । ତେବେ ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇବା ପାଇଁ ଓ ପାପମୁକ୍ତ ହେବା…

‘ହେଲମେଟ୍ ପିନ୍ଧିବିନି କି ଫାଇନ୍ ଦେବିନି’: ଟ୍ରାଫିକ୍ ନିୟମ ଉଲଂଘନକାରୀ

କଟକ: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଣେ ମହିଳା ଟ୍ରାଫିକ୍ ନିୟମ ଭାଙ୍ଗିବା ସହ ସେ ବାବଦୀୟ ଜୋରିମାନା ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି । ଆହୁରି ମଧ୍ୟ “ମୁଁ ହେଲମେଟ୍ ପିନ୍ଧିବିନି ମି…