Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଆ ଝିଅ ଓଁ ନାରାୟଣୀ ହେଲେ ନାସା ବୈଜ୍ଞାନିକ

ଭୁବନେଶ୍ୱର: ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା (ନାସା)ର ବୈଜ୍ଞାନିକ ହୋଇ ନିଜ ପିଲାଦିନର ସ୍ବପ୍ନ ପୂରଣ କରିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ହାଟସାହିର ଝିଅ ନାରାୟଣୀ ଏବେ ଆମେରିକାରେ ବାପା ବିରଞ୍ଚି ନାରାୟଣ ଓ ମାଆ ଗୀତାଞ୍ଜଳିଙ୍କ ସହ…

ଶୀତ ଦିନରେ ଏହିପରି ନିଅନ୍ତୁ ତ୍ୱଚାର ଯତ୍ନ…

ଭୁବନେଶ୍ୱର: ଶୀତ ଦିନ ଆସିବା ମାତ୍ରେ ଆମ ତ୍‌ବଚା ଶୁଷ୍କ ହୋଇ ରୁକ୍ଷ ଦେଖାଯାଏ । ତ୍ୱଚାକୁ ସତେଜ ରଖିବା ପାଇଁ ଶୀତ ଦିନେ ଏହିପରି ନିଅନ୍ତୁ ନିଜ ତ୍ୱଚାର ଯତ୍ନ... କେବଳ ଉଷୁମ ପାଣିରେ ଗାଧୋଇବା ଓ ମଇଶ୍ଚରାଇଜର ଲଗାଇବା ଦ୍ୱାରା ତ୍ୱଚାର କେୟାର ହୁଏ ନାହିଁ । ନିଜ ତ୍ୱଚାକୁ ସତେଜ ରଖିବାକୁ…

ମୋବାଇଲରୁ ପରାମର୍ଶ ନେଇ ବଲାଙ୍ଗୀରର ଏହି ଚାଷୀ କିପରି ଅଧିକ ଅମଳ କରି ଭଲ ଉପାର୍ଜନ କଲେ, ଜାଣନ୍ତୁ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମର ଦିଲ୍ଲେଶ୍ୱର ସାହୁ ଏବେ ଜଣେ ସଫଳ ଚାଷୀ । ଦିଲ୍ଲେଶ୍ୱରଙ୍କର ୯ ଏକ ଚାଷଜମି ଅଛି । ସେ ତାଙ୍କର ତିନି ଏକର ଚାଷଜମିରେ ଧାନ ଚାଷ କରି ଅବଶିଷ୍ଟ ଜମିରେ ପରିବା ଚାଷ କରିଥାଆନ୍ତି । “ଆମ ପରିବାର କହିଲେ ସମୁଦାୟ…

ନ୍ୟୁୟର୍କ ମେଟ୍ରୋପଲିଟାନ ‘ମ୍ୟୁଜିୟମ୍ ଅଫ୍ ଆର୍ଟ ବୋର୍ଡ’ରେ ସାମିଲ ହେଲେ ନୀତା ଅମ୍ବାନି

ଭୁବନେଶ୍ୱର: ଭାରତର କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବାରୁ ଫିଲାନଥ୍ରୋପିଷ୍ଟ (ଦାତବ୍ୟ କର୍ମୀ), ଶିକ୍ଷାଦ୍ୟୋଗୀ ତଥା ମହିଳା ଉଦ୍ୟୋଗୀ ନୀତା ଅମ୍ବାନିଙ୍କୁ ନ୍ୟୁୟର୍କ ସ୍ଥିତ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ (ଦି ମେଟ୍)ର…

ଏହିସବୁ ଅଞ୍ଚଳରେ ଆସନ୍ତାକାଲି ବନ୍ଦ ରହିବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର) ପୁରୀ, କଟକ, ଭୁବନେଶ୍ୱର, କେନ୍ଦ୍ରାପଡା ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଏହିସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖିବା ନେଇ ଘୋଷଣା କରିଛି ସେସୁ । କେଉଁ ଅଞ୍ଚଳରେ କେଉଁ ସମୟରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ... ୧.ଭୁବନେଶ୍ୱରର…

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ପଚାରିଲେ “ସାର୍ ! ଆପଣ ଖୁସି ତ?”, ଉତ୍ତରରେ ନବୀନ କ’ଣ କହିଲେ ଜାଣନ୍ତୁ…

ଭୁବନେଶ୍ୱର: ଆଜି ଥିଲା ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଏହି ପ୍ରଥମ ଦିନ ଗୃହ ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ କଥାଛଳରେ “ସାର୍ ! ଆପଣ ଖୁସି ତ?”…

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ପୁଣି ଗିରଫ

କଟକ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ବୁଧବାର ଦିନ କଟକଠାରେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଛି । ମିଳିଥିବା ସୂଚନାନୁଯାୟୀ, ରାଜା ଆଚାର୍ଯ୍ୟ ମାଲଗୋଦାମ ପୋଲିସ ଦ୍ୱାରା ଗିରଫ ହୋଇଛି । କୋର୍ଟଙ୍କ ଆଦେଶ ଅବମାନନା କରିଥିବା ଯୋଗୁଁ ପୂର୍ବ ୱାରେଣ୍ଟଯୋଗୁଁ ଗିରଫ ହୋଇଥିବା…

ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ‘ସୂଚନା ଅଧିକାର ଆଇନ’ ପରିସରଭୁକ୍ତ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଅଧିକାର (ଆରଟିଆଇ) ଆଇନର ପରିସର ଭୁକ୍ତ ବୋଲି ବୁଧବାର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏହାଏକ ସର୍ବସାଧାରଣ ପ୍ରତିଷ୍ଠାନ । ସ୍ୱଚ୍ଛତା, ନ୍ୟାୟିକ ସ୍ୱାଧିନତାର ପରିପନ୍ଥୀ ନୁହେଁ ବୋଲି ସୁପ୍ରିମକୋର୍ଟ…

କାଳିଆ ଯୋଜନାରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନାରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି ବୁଧବାର ଦିନ ଓଡ଼ିଶା ବିଧାନସଭାରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ପ୍ରଦାନ କରିଛନ୍ତି । କଂଗ୍ରେସ ସଦସ୍ୟ ତାରା ବାହିନୀପତି, ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ର ଏବଂ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର…

ଦ୍ଵିତୀୟଥର ପାଇଁ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ରୀତା ସାହୁ

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଟାର୍ଗେଟରେ ରହିଥିବା ବିଜେପୁରର ନବ ବିଧାୟିକା ରୀତା ସାହୁ ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିବା ରୀତା ସାହୁଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଶପଥ ପାଠ କରାଇଛନ୍ତି।…