Latest Odisha News

BREAKING NEWS

Browsing Category

ଫିଚର

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: ବିଧାନସଭାର ଗୃହକାର୍ଯ୍ୟରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସମାଲୋଚନା କରିଛି କଂଗ୍ରେସ । ଗୃହରେ ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ନେଇ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆରୋପ କରିଛନ୍ତି ଯେ,…

ଚିଙ୍ଗୁଡି ପ୍ରୋସେସିଂ ୟୁନିଟରେ ଗ୍ୟାସ୍ ଲିକ୍ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଓଡିଶା ସରକାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅନ୍ତର୍ଗତ ଫାଲକନ୍ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ବୁଧବାର ଦିନ ହୋଇଥିବା ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ପ୍ରାପ୍ତ ସୂଚନାନୁଯାୟୀ ଫାଲକନ୍ ଚିଙ୍ଗୁଡି ଫ୍ୟାକ୍ଟ୍ରିର ପ୍ରୋସେସିଂ ୟୁନିଟରେ କୌଣସି…

ପିଇଓ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଜାରି ରହିଥିବା ବେଳେ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବିରୋଧିମାନେ ଗୁରୁବାର ଦିନ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି । ଆଜି ଗୃହ ଆରମ୍ଭ ହେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନକାଳ ଆରମ୍ଭ କରିଥିଲେ । ଏହାପରେ…

‘ଟାଇମ୍ ୧୦୦ ନେକ୍ସଟ୍’ ତାଲିକାରେ ଧାବିକା ଦୂତି ଚାନ୍ଦ

ନୂଆଦିଲ୍ଲୀ: ଟାଇମସ୍ ମାଗାଜିନ ପକ୍ଷରୁ ପ୍ରକାଶିତ ହୋଇଥିବା ପରବର୍ତ୍ତୀ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ତଥା ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ । ଏହି ତାଲିକା ‘ଟାଇମ ପତ୍ରିକା’ ପକ୍ଷରୁ ଆରମ୍ଭ କରାଯାଇଥିବା ବେଳେ ଏଥିରେ ୧୦୦ ଜଣ ଉଦୀୟମାନ…

ବାତ୍ୟା ‘ବୁଲବୁଲ୍’: ଓଡିଶା ଗସ୍ତରେ କେନ୍ଦ୍ରୀୟ ଟିମ୍, କରିବେ କ୍ଷୟକ୍ଷତିର ଅନୁଧ୍ୟାନ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବା ଲାଗି ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ । ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି…

ଆଜି ଶିଶୁ ଦିବସ; ଜାଣନ୍ତୁ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୩୦ ତମ ଜୟନ୍ତୀ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୧୧-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୧୯ ମସିହା ନଭେମ୍ବର  ତା ୧୪ ରିଖ ଗୁରୁବାର  ତୁଳା ୨୮ ଦିନ ମାର୍ଗଶିର   ମାସ କୃଷ୍ଣ   ପକ୍ଷ   ଦ୍ବିତୀୟା  ତିଥି  ରୋହିଣୀ  ନକ୍ଷତ୍ର ବୃଷ   …

ଓଡ଼ିଶା ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଗତ ହେଲା ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷରେ ଅତିରିକ୍ତ ବଜେଟ ଆଗତ ହୋଇଛି । ଶୀତକାଳୀନ ଅଧିବେଶନର…

ଆସନ୍ତାକାଲି ଏହିସବୁ ଗୁରୁତ୍ତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାର ରାୟ ପରେ ଗୁରୁବାର ଆଉ ୨ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବାକୁ ଯାଉଛନ୍ତି ସୁପ୍ରିମକୋର୍ଟ। ସାବରୀମାଲା ଏବଂ ରାଫେଲ ପ୍ରସଙ୍ଗରେ ଦାଖଲ ହୋଇଥିବା ଯାଚିକା ଉପରେ ଗୁରୁବାର ଦିନ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇବେ ବୋଲି ସୂଚନା…

ଆଉ ୨ ଦିନ ବଢିଲା ଐତିହାସିକ କଟକ ବାଲିଯାତ୍ରା !

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ। ଏହି ଅବସରରେ ଆଉ ୨ ଦିନ ଲାଗି ବାଲିଯାତ୍ରାକୁ ବୃଦ୍ଧି କରାଯାଇଥିବା ବେଳେ ଏହା ଏବେ ନଭେମ୍ବର ୨୧ ତାରିଖରେ ସମାପ୍ତ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୮ଦିନ ଧରି ଚାଲିବାକୁ…