Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ବୁଲବୁଲ୍: ସନ୍ଧ୍ୟା ପରଠାରୁ ପବନର ବେଗ ବଢିପାରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲୁବୁଲ୍ ଶୁକ୍ରବାର ଭୋର୍ ୫ଟା ସମୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାପରେ ଏହା କ୍ରମେ ଓଡ଼ିଶାର ନିକଟବର୍ତ୍ତୀ ହେଉଛି । ଏବେ ଏହା ପାରାଦୀପ ଉପକୂଳଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ଭାରତୀୟ…

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ବିଭୁପ୍ରସାଦ ରାଉତରାୟ

କଟକ: ବିଭୁପ୍ରସାଦ ରାଉତରାୟ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ହାଇକୋର୍ଟର ମୁଖ୍ୟ ବଚାରପତି ଚିଫ୍ ଜଷ୍ଟିସ କେ ଏସ୍ ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ…

ଭୁବନେଶ୍ୱର ବାଲିଯାତ୍ରା ପାଇଁ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଚଳିତବର୍ଷ ଭୁବନେଶ୍ବର ସହରଠାରୁ କିଛି ଦୂରରେ କୁଆଖାଇ ନଦୀ ପଠାରେ ଆୟୋଜିତ ହେଉଛି ବଳିଯାତ୍ରା । ନଭେମ୍ବର ୧୨ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଳା ଉପରେ ନଜର ରଖିବା ପାଇଁ ୬ଟି ୱାଚ ଟାୱାରର ବ୍ୟବସ୍ଥା କରାଯିବ ବୋଲି…

୮୩୦୦ କୋଟି ଟଙ୍କା ଅତିରିକ୍ତ ବଜେଟକୁ ମଞ୍ଜୁର କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ୮୩୦୦ କୋଟି ଟଙ୍କା ଅତିରିକ୍ତ ବଜେଟ୍ ମଞ୍ଜୁର କରାଯାଇଛି । ରାଜ୍ୟ ସଚିବାଳୟରେ ଶୀତକାଳୀନ ଅଧିବେଶନକୁ ଉଦଘାଟନ କରିବା ସହ ଅର୍ଥମନ୍ତ୍ରୀ…

ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ; ଜଣେ ଭାରତୀୟ ଯବାନ ସହିଦ

ପୁଞ୍ଚ: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା କେଜି ସେକ୍ଟରଠାରେ ଶୁକ୍ରବାର ସକାଳୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲଂଘନ କରାଯାଇ ଗୁଳି ଚଳାଇବା ସହ ସେଲିଙ୍ଗ ନିକ୍ଷେପ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ…

ବାତ୍ୟା ବୁଲବୁଲ୍: ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ସାମୁଦ୍ରିକ ଝଡ ବୁଲବୁଲ୍ ପ୍ରଭାବରେ ଉପକୂଳବର୍ତ୍ତି ୯ଟି ଜିଲ୍ଲାରେ ପବନ ଓ ବର୍ଷା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅତି ଭୟଙ୍କର ରୂପ ନେଉଛି ‘ବୁଲବୁଲ୍’, ଜାଣନ୍ତୁ କେଉଁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରୁଥିବା ବେଳେ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି । ଆଇଏମଡି ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ୍…

ବାତ୍ୟା ବୁଲବୁଲ୍: ଆଉ ଏକ ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁଲବୁଲ ପ୍ରଭାବରେ ଶୁକ୍ରବାର ଓ ଶନିବାର ଓଡ଼ିଶା ତଥା ପଶ୍ଚିମବଙ୍ଗରେ ହେବାକୁ ଥିବା ସମ୍ଭାବ୍ୟ ବର୍ଷା ତଥା ପବନକୁ ଲକ୍ଷ୍ୟ ରଖି ଶୁକ୍ରବାର ଦିନ ଓଡ଼ିଶାର ଆଉ ଏକ ଜିଲ୍ଲାର ସ୍କୁଲ ଗୁଡିକୁ ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିଛନ୍ତି। ଆଜି ଯାଜପୁର…

ପହିଲି ପଞ୍ଚୁକରେ ଲୋକାରଣ୍ୟ ଧବଳେଶ୍ବର ପୀଠ

କଟକ: ପବିତ୍ର କାର୍ତ୍ତିକମାସର ଶେଷ ପର୍ବ ପଞ୍ଚୁକର ଆଜି ପ୍ରଥମ ଦିନ । ଆଜିଠାରୁ ବାବା ଧବଳେଶ୍ବର ପୀଠରେ ଆରମ୍ଭ ହେଉଛି ବଡଓଷା ବ୍ରତ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । କାର୍ତ୍ତିକ ବ୍ରତ ତଥା ବଡଓଷା କରିଥିବା ଭକ୍ତ ମାନେ…

ବାତ୍ୟା ବୁଲବୁଲର ପ୍ରଭାବ; ସାମାନ୍ୟ ପବନ ସହିତ ବର୍ଷା ଆରମ୍ଭ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲର ପ୍ରଭାବ ଆଜି ଓଡ଼ିଶାରେ ଅନୁଭୂତ ହୋଇଛି । ଏହି ବାତ୍ୟା ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ଏହାର ପ୍ରଭାବ ଅନୁଭବ କରିହେଉଛି । ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲାର କେତେକ ଉପପୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହିତ…