Latest Odisha News

BREAKING NEWS

Browsing Category

ଫିଚର

ଏମିତି ଏକ ସ୍କୁଲ ଯେଉଁଠି ନଦୀରେ ପହଁରି ପାଠ ପଢେଇବାକୁ ଆସନ୍ତି ଶିକ୍ଷୟିତ୍ରୀ !

ଢେଙ୍କାନାଳ: ପ୍ରଚୁର ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍ ମାନିଥାଏ । ଏଇମିତି ଏକ ଉଦାହରଣ ପାଲଟିଛନ୍ତି ଢେଙ୍କାନାଳ ଜିଲ୍ଲାର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ସାମଲ । ଜିଲ୍ଲାର ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ରଥିପଲ୍ଲା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ୫୦ ବର୍ଷିୟା…

ବେଆଇନ କିଡ଼ନୀ ପ୍ରତ୍ୟାରୋପଣ ପ୍ରସଙ୍ଗ: ଲାଇସେନ୍ସ ରଦ୍ଦ ନେଇ ‘ଆପୋଲୋ ହସ୍ପିଟାଲ’କୁ ମିଳିଲା ୪ ସପ୍ତାହ ଆଶ୍ୱସ୍ତି

କଟକ/ଭୁବନେଶ୍ୱର: ରାଜଧାନୀରେ ଥିବା ଆପୋଲୋ ହସ୍ପିଟାଲରେ ବେଆଇନ ଭାବେ କିଡ଼ନୀ ପ୍ରତ୍ୟାରୋପଣ ହେଉଥିବା ଅଭିଯୋଗ ମାମଲାରେ ଜାତୀୟ ମାନବିକ ଅଧିକାର କମିଶନ (ଏନଏଚଆରସି) ହସ୍ପିଟାଲର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଏକ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ମାମଲାରେ ଓଡ଼ିଶା…

ଟୋକିଓ ଅଲିମ୍ପିକ୍ସ ଲାଗି ‘ମେଡ଼ିକାଲ୍ ଅଫିସର’ ଭାବେ ଓଡ଼ିଆ ଡ଼ାକ୍ତର ନିଯୁକ୍ତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ) ଓଡ଼ିଆ ଡ଼ାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଅଲିମ୍ପିକ୍ସ କ୍ରୀଡ଼ା ଲାଗି ‘ମେଡ଼ିକାଲ୍ ଅଫିସର’ ଭାବେ ନିଯୁକ୍ତ କରିଛନ୍ତି । ଏଫଆଇଏଚର ସଦ୍ୟତମ ସୂଚନାନୁଯାୟୀ, ଡ଼ାକ୍ତର ଶ୍ରୀ ନାୟକଙ୍କ…

ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ବଢିବ ସେନାର ଶକ୍ତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଜିଲ୍ଲା କୁର୍ନୁଲ ଫାୟାରିଂ ରେଞ୍ଜରୁ ବୁଧବାର ଦିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନବ ବିହିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ (ଏମପି-ଏଟିଜିଏମ୍)ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ସମ୍ପୂର୍ଣ୍ଣ ସ୍ୱଦେଶୀ…

ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା ସହ ବଜ୍ରପାତ

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୦୯-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୨ରିଖ ଗୁରୁବାର ସିଂହ ୨୭ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର…

‘ପିଓକେ’ରେ ଉଡ଼ିବ ତ୍ରିରଙ୍ଗା: କେନ୍ଦ୍ରମନ୍ତ୍ରୀଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ: ଧାରା ୩୭୦ ଜମ୍ମୁ ଓ କାଶ୍ମୀରରୁ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଭଲ ନିଦ ହେଉନାହିଁ । ଏହାର କାରଣ ମଧ୍ୟ ରହିଛି, ଭାରତ ଏବେ ପିଓକେ ଅଧିକାର କରିବା ନେଇ ଏକରକମ ରକ୍ତମୁଖା ହୋଇ ପଡ଼ିଛି । କାଶ୍ମୀରଘାଟିରୁ ବହୁ ପ୍ରତିକ୍ଷୀତ ୩୭୦ ଧାରା…

ବିରାଟ କୋହଲି କରିବେ ବଲିଉଡ ଏଣ୍ଟ୍ରି !

ମୁମ୍ବାଇ: ବଲିଉଡରେ ଏଣ୍ଟ୍ରି କରୁଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ! ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। କ'ଣ ଆଶ୍ଚର୍ଯ୍ୟ ହୋଇଗଲେକି ? ପଡିଆ ଛାଡି କାହିଁକି ବିରାଟ ବଲିଉଡରେ ପାଦ ଦେଲେ ଏଇ କଥା…

ଜାଣନ୍ତୁ, କିପରି ରକ୍ତରେ ଜୁଡୁବୁଡୁ ପୀଡ଼ିତଙ୍କୁ ଏସପି ସୌମ୍ୟା ମିଶ୍ର ରାସ୍ତାରୁ ହସ୍ପିଟାଲକୁ ନେଲେ…

ରାଉରକେଲା: ସୁନ୍ଦରଗଡ଼ ଏସପି ଆଇପିଏସ ସୌମ୍ୟା ମିଶ୍ରଙ୍କ ଏକ ପ୍ରଶଂସନୀୟ କାର୍ଯ୍ୟ ସମଗ୍ର ଜିଲ୍ଲାରେ ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି । ଏସପି ସୌମ୍ୟା ମିଶ୍ର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ନିଜ ଗାଡ଼ିରେ…

ଅସଜଡ଼ା ନିଷ୍ପତ୍ତି

ଅସଜଡ଼ା ନିଷ୍ପତ୍ତି ଜ୍ୟୋତିପ୍ରକାଶ ମହାପାତ୍ର ଅନେକ ନିଷ୍ପତ୍ତି ଏମିତି ନିଆଯାଇଛି । ଯାହା ସଂପର୍କରେ କେହି କେବେ ଭାବି ନାହାନ୍ତି । ଥରୁଟିଏ ଚିନ୍ତା କରି ନାହାନ୍ତି, ଏହାର ପରିଣାମ କଣ ହେବ । ବାସ୍‍, ନିଷ୍ପତ୍ତି ନେଇଗଲେ । ପରେ ପୁଣି ସେଠାରୁ ପଛକୁ ଫେରୁଛନ୍ତି ସରକାର । ଫଳରେ ଲୋକେ…