Latest Odisha News

BREAKING NEWS

Browsing Category

ଫିଚର

ଫିଫା ବିଶ୍ୱକପ ଫୁଟବଲ୍ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗ ଷ୍ଟାଡ଼ିୟମରେ ହେବ ଭାରତ-କାତାର ମ୍ୟାଚ୍ !

ଭୁବନେଶ୍ୱର: ଦେଶର କ୍ରୀଡା ହବ୍ ଭାବେ ରାଜଧାନୀ ଭୁବନେଶ୍ୱର ମାନ୍ୟତା ଅର୍ଜନ କରିଥିବା ବେଳେ ଆସନ୍ତା ବର୍ଷ କଳିଙ୍ଗ ଷ୍ଟାଡିୟମରେ ଭାରତ-କାତାର ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଆହୁରି ମଧ୍ୟ ୨୦୨୦ରେ ଭାରତ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଆୟୋଜନ କରୁଛି । ଏହି ବିଶ୍ୱକପର ପ୍ରଥମ…

ବଲିଉଡର ଏହି ୪୭ ବର୍ଷୀୟ ନିର୍ଦ୍ଦେଶକ ସେୟାର କଲେ ୨୫ ବର୍ଷୀୟା ପ୍ରେମିକାଙ୍କ ଫଟୋ !

ମୁମ୍ବାଇ: ବଡ଼ ଅଜବ ଏଇ ବଲିଉଡର ଦୁନିଆ । ଯେଉଁଠି ନା ଅଛି ବୟସର କୌଣସି ପ୍ରତିବନ୍ଧକ ଆଉ ନା ରହିଛି କିଛି ଉଚ୍ଚ ନିଚ୍ଚର ଭେଦଭାବ । ଏଠାରେ ସମ୍ପର୍କରେ ବାନ୍ଧିହେବା ପାଇଁ ଆବଶ୍ୟକ କେବଳ ଗୋଟିଏ କ୍ଷଣର । ବିନା କୌଣସି ଚେତାବନୀରେ ଅମାନିଆ ହୃଦୟ ଆକର୍ଷିତ ହୋଇଯାଏ ସେହି ଲୋକ ପାଇଁ, ଯାହାକୁ '…

ଏଥର ଦୁର୍ଗାପୂଜାରେ ବାଜିବନି ଡିଜେ !

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ନଜରରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଓ ପୂଜା କମିଟି ସହ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକ ପରେ ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ…

ଖୁସିଖବର: ଖୁବଶିଘ୍ର ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଓ କୋଲକାତା ୨ଟି ନୂଆ ବିମାନ ଉଡ଼ିବ !

ଭୁବନେଶ୍ୱର: ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଖୁବଶୀଘ୍ର ବେଙ୍ଗାଲୁରୁ ଓ କୋଲକାତା ଅଭିମୁଖେ ୨ଟି ନୂଆ ବିମାନ ଉଡାଣ କରିବ । ରାଜ୍ୟ ସଚିବାଳୟରେ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଏନେଇ ଆଲୋଚନା ହୋଇଥିବା…

ଆଜିଠୁ ୧୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଆଗାମୀ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ…

ମାତ୍ର ୫୦୦ ଟଙ୍କାକୁ କମିଲା ହେଲମେଟ୍ ଫାଇନ୍; ଗୁଜୁରାଟ ସରକାରଙ୍କ ବଡ ନିଷ୍ପତ୍ତି

ଅହମ୍ମଦାବାଦ: ସାରା ଦେଶରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ ଟ୍ରାଫିକ୍ ଉଲଘଂନକାରୀଙ୍କୁ କଡାକଡି ଭାବେ ଫାଇନ୍ ଆଦାୟ କରାଯାଉଥିବା ବେଳେ ଗୁଜୁରାଟରେ ଟ୍ରାଫିକ୍ ଫାଇନରେ ପରିବର୍ତ୍ତନ କରିଛନ୍ତି ସରକାର । ଗାଡି ଚାଳକ ହେଲମେଟ୍ ଓ ସିଟ୍ ବେଲ୍ଟ ନପିନ୍ଧିଥିଲେ ସେମାନଙ୍କ ଠାରୁ ଏବେ ୫ଶହ ଟଙ୍କା…

ଗ୍ୟାଙ୍ଗଷ୍ଟର୍ ଟିଟୋର ଦୁର୍ଦ୍ଦାନ୍ତ ସହଯୋଗୀ ପୋଲିସ୍ ଏନକାଉଣ୍ଟରରେ ଆହତ

କଟକ: କଟକ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର୍ ଟିଟୋର ସହଯୋଗୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ନାମ ବୁଧିଆ ଦାସ ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ ପିସ୍ତଲ୍ ଓ ୨ଟି ଗୁଳି ଜବତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।…

ଖରିଫ୍ ଋତୁ ଧାନ ସଂଗ୍ରହ: ଚାଷୀଙ୍କ ଲାଗି ପଞ୍ଜିକରଣ ଅବଧି ବଢିଲା

ଭୁବନେଶ୍ୱର: ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଥିବା ଚାଷୀଙ୍କ ପଞ୍ଜିକରଣ ଅବଧିକୁ ମଙ୍ଗଳବାର ଦିନ ଓଡିଶା ସରକାର ସେପ୍ଟେମ୍ବର ୧୭ ଯାଏଁ ବୃଦ୍ଧି କରିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଚାଷୀମାନେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୦୯-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୧ ରିଖ ବୁଧବାର ସିଂହ ୨୬ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ…

‘ଆଲିବାବା’ ଅଧ୍ୟକ୍ଷ ପଦ ଛାଡିଲେ ଜ୍ୟାକ୍ ମା’ !

ବେଜିଂ: ବିଶ୍ୱର ସବୁଠୁ ବଡ ଇ-କମର୍ସ କମ୍ପାନୀ ‘ଆଲିବାବା’ ଗ୍ରୁପର ସ୍ଥାପନା କରିଥିବା ଜ୍ୟାକ୍ ମା’ ମଙ୍ଗଳବାର ଦିନ ଅଧ୍ୟକ୍ଷ ପଦରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଏବେ କମ୍ପାନୀ ଭାର୍ ଡାନିଏଲ୍ ଝାଗଂ ସମ୍ଭାଳିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ, ୫୫ ବର୍ଷୀୟ ଜ୍ୟାକ୍…