Latest Odisha News

BREAKING NEWS

Browsing Category

ଫିଚର

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶୁକ୍ରବାର ଦିନ ଆଉ ୩ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସକାଳ ୬ଟା…

ବାଲେଶ୍ୱର ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ନୋଡାଲ୍ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବନ୍ଦ ହୋଇ ରହିବା ଘଟଣାରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ସୂଚନାଯୋଗ୍ୟ,  ପାଠପଢା ସରିବା ପରେ…

ଇଡ଼କଲ୍ ଅଡ଼ିଟୋରିୟମରେ ଦିଲ୍ଲୀପ ଶତପଥୀଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ରାଜଧାନୀସ୍ଥିତ ଇଡ଼କଲ୍ ଅଡ଼ିଟୋରିୟମଠାରେ ଗୁରୁବାର ଦିନ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତଃ ଦିଲ୍ଲୀପ ଶତପଥୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଓଡ଼ିଶାର ରାଜନେତା, ପ୍ରଶାସକ, ସାମ୍ବାଦି ତଥା ଅନେକ ଶିକ୍ଷାବିତ । ଇଡ଼କଲ୍ ଅଡ଼ିଟୋରିୟମରେ ଆଜିର ବାତାବରଣ ପ୍ରକୃତରେ ଥିଲା ବେଶ୍…

ମମତାଙ୍କ ମୁଣ୍ଡ ଫଟାଇଥିବା ଲାଲୁ ୨୯ ବର୍ଷ ପରେ ନିର୍ଦ୍ଦୋଶରେ ଖଲାସ

କୋଲକାତା: ନିର୍ଦ୍ଦୋଶରେ ଖଲାସ ହେଲେ ଲାଲୁ! ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ପଶ୍ଚିମବଙ୍ଗର ଅଲ୍ଲୀପୁର କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ଅଭିଯୁକ୍ତ ଲାଲୁ ଆଲମକୁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୯ ବର୍ଷ ତଳେ ତଥା ୧୯୯୦ ମସିହା ଅଗଷ୍ଟ ୧୬ ତାରିଖରେ ମମତାଙ୍କ…

ଦୋହା ବିଶ୍ୱ ଚାମ୍ପିୟନସିପ: ଦୂତୀ ଭାଗନେବା ନେଇ ସ୍ପଷ୍ଟ କଲା ‘ଏଏଫଆଇ’

ଭୁବନେଶ୍ୱର: ବହୁ ଦ୍ୱଦ୍ୱ ଓ ଆଶଙ୍କା ମଧ୍ୟରେ ଥିବା ଓଡ଼ିଆ ସ୍ପି୍ରଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କ ଦୋହା ବିଶ୍ୱ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ନିଷ୍ପତ୍ତି ଆଜି ଚୂଡ଼ାନ୍ତ କରିଛି ଆଥଲେଟିକ୍ସ ପେଡେ଼ରେସନ ଅଫ ଇଣ୍ଡିଆ (ଏଏଫଆଇ) । ଦୌଡ଼ରାଣୀ ଦୂତି ଚାନ୍ଦ ଦୋହା ବିଶ୍ୱ ଚାମ୍ପିୟନସିପରେ ଭାଗ…

‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଞ୍ଚି ଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି…

ଝାରସୁଗୁଡା ହସ୍ପିଟାଲରେ ମୃତବ୍ୟକ୍ତିଙ୍କୁ ସାଲାଇନ୍ ଲଗାଇବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ରେ ଜଣେ ମୃତ ବ୍ୟକ୍ତିଙ୍କୁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ଏପରିକି ଏହି ଘଟଣା…

ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଗୁରୁବାର ଦିନ ୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଚଳିତ ଆର୍ଥିକ ବର୍ଷରେ ପଞ୍ଚମ ଥର ପାଇଁ ସୁଧହାର ହ୍ରାସ କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଥିବା ଘୋଷଣା କରିଛି । ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ…

ଓଡ଼ିଶା କଂଗ୍ରେସରେ ଖୋଲାଖୋଲି ବିଦ୍ରୋହ: ଦଳ ବିକ୍ରି ହୋଇଯାଇଥିବା ନେଇ ନିରଞ୍ଜନଙ୍କୁ ଆକ୍ଷେପ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ଦଳରେ ଏବେ ଖୋଲାଖୋଲି ବିଦ୍ରୋହ ଦେଖାଯାଇଛି । ଦଳମଧ୍ୟରେ ରହିଥିବା ଅନ୍ତନ୍ଦ୍ୱନ୍ଦ୍ୱ ଏବେ ଚରମସୀମାରେ । ଦଳର ଛାତ୍ର କଂଗ୍ରେସ ୱିଙ୍ଗ୍ (ଏନଏସୟୁଆଇ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କୁ ଦଳର ଅବକ୍ଷୟ ପାଇଁ ଆକ୍ଷେପ…