Latest Odisha News

BREAKING NEWS

Browsing Category

ଫିଚର

କ୍ଷମା ମାଗିଲେ ପପୁ ପମପମ୍

ଭୁବନେଶ୍ୱର: ବହୁ ବିବାଦର ମଞ୍ଜ ପାଲଟିଛନ୍ତି ଓଲିଉଡ୍ କମେଡ଼ି କିଙ୍ଗ୍ ପପୁ ପମପମ୍ । କିଛିଦିନ ପୂର୍ବରୁ ରେଲୱେ ଷ୍ଟେସନରେ ଏକ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ବେସାହାରା ରାନୁ ମଣ୍ଡଳ ଇଣ୍ଟରନେଟରେ ଚର୍ଚ୍ଚିତ ହୋଇ ପଡ଼ିଥିଲେ । ମାତ୍ର ପପୁ ତାଙ୍କୁ ବି ଛାଡ଼ି ନଥିଲେ । ପପୁ ଦେହରେ ଶାଢୀ ପିନ୍ଧି…

ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଂଟ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ…

ପି ଚିଦାମ୍ବରମଙ୍କୁ ବୁଧବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ଇଡ଼ି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଅର୍ଥ ହେରଫେର ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚାଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିପାରିଛି । ଏହି ମାମଲାରେ ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଆସନ୍ତା ବୁଧବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ…

ସପ୍ତାହକ ମଧ୍ୟରେ ଘୋଷଣା ହେବ ଜଗା-କାଳିଆଙ୍କ ଓଡ଼ିଶା ଫେରିବା ତାରିଖ: ମନ୍ତ୍ରୀ

ଭୁବନେଶ୍ୱର: ପରିଶେଷରେ ଯାଆଁଳା ଶିଶୁ ଜଗା-କାଳିଆଙ୍କ ଓଡ଼ିଶା ଫେରିବା ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଏହି ଶିଶୁ ଦ୍ୱୟଙ୍କ ଓଡ଼ିଶା ଫେରିବା ତାରିଖ ଆସନ୍ତା ସପ୍ତାହକ ମଧ୍ୟରେ ଘୋଷଣା ହେବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଏସମ୍ପର୍କରେ…

ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ ‘ଫିରୋଜ ଶାହ କୋଟଲା’ ଷ୍ଟାଡିୟମ୍

ନୂଆଦିଲ୍ଲୀ: 'ଫିରୋଜ ଶାହ କୋଟଲା' ଷ୍ଟାଡିୟମ୍ ଏବେ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ । ଏନେଇ ମଙ୍ଗଳବାର ଦିନ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଏକ ବିଶାଳ…

ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ତଥା ମେଘନାଦ ପାଚେରୀରୁ ପ୍ରାୟ ୭୫ମି. ଯାଏଁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦାଏର ୨ଟି ମାମଲାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଖାରଜ କରିଛନ୍ତି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ୱେତକେନ୍ଦୁ ମିଶ୍ରଙ୍କ ଗଣମାଧ୍ୟମକୁ ସୂଚନା…

ବିଧାନସଭାରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ବେଳେ ଧରାପଡ଼ିଲେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ୩ ଜଣ ବିଧାୟକ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଡ଼ି ବିଧାନସଭା ଚାଲିଥିବା ବେଳେ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଧରାପଡ଼ିଛନ୍ତି ବୋଲି ଏସମ୍ପର୍କରେ ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ…

ପୁଣି ବିବାଦ ଘେରରେ ପପୁ ପମପମ୍ !

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ । ବିବାଦ ଯେପରି ତାଙ୍କ ପିଛା ଛାଡୁନି । ପୂର୍ବରୁ ନିଜର ଅପକମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଯେଉଁ ବିବାଦ ଉଠିଥିଲା, ସେଥିରୁ ପପୁ ମୁକୁଳିନଥିବା ବେଳେ ରାତାରାତି ସୋସିଆଲ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୪ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୪ଟି ଘଡଘଡି ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୪ ଜିଲ୍ଲାରେ ଦ୍ୱିପ୍ରହର ୨ଟା ୩୦ମି.…

ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ୭୫ମି. ଯାଏଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ଚାରିପାଖରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ନିର୍ମାଣ ଗୁଡିକୁ ଆଜି ସକାଳରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି…