Latest Odisha News

BREAKING NEWS

Browsing Category

ଫିଚର

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ବଢୁଛି ଜଳସ୍ତର

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ମଙ୍ଗଳବାର ଦିନ ଆଉ ୪ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା…

ପରମାଣୁ ବୋମାର ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ !

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେଉଥିବା ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କାଶ୍ମୀରକୁ ନେଇ ଆଲୋଚନା ହୋଇଛି । କାଶ୍ମୀର ମାମଲାରେ ଭାରତ ଓ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ତୃତୀୟ ରାଷ୍ଟ୍ର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୦୮-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୭ ରିଖ ମଙ୍ଗଳ ବାର ସିଂହ ୧୧ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବାଦଶି ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…

ବାମପନ୍ଥୀ ଉଗ୍ରବାଦ ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ ବାମପନ୍ଥୀ ଉଗ୍ରବାଦର ସ୍ଥିତିକୁ ନେଇ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ସମୀକ୍ଷା ବୈଠକର ଆୟୋଜନ କରିଛନ୍ତି । ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହ କହିଥିଲେ ଯେ ଗତ କିଛି ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦ ଦେଶର ସବୁଠୁ ବଡ଼ ଆଭ୍ୟନ୍ତରୀଣ…

ଫ୍ରାନ୍ସରେ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍, କାଶ୍ମୀର ମାମଲାରେ ମଧ୍ୟସ୍ଥତା ନ’କରିବାକୁ ଦେଲେ…

ବିୟରିଜ୍ (ଫ୍ରାନ୍ସ): ଆରମ୍ଭ ହେଲା ଜି-୭ ଶିଖର ସମ୍ମିଳନୀ । ଫ୍ରାନ୍ସର ବିୟରିଜଠାରେ ଅନୁଷ୍ଠିତ ହେଉଥିବା ଏହି ଶିଖର ସମ୍ମିଳନୀରେ ଭାରତର ଏକରକମ କୁଟନୈତିକ ବିଜୟ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଶିଖର ସମ୍ମିଳନୀ ବିଶ୍ୱର ଯେଉଁ ୭ଟି ଶକ୍ତିଶାଳୀ ଦେଶଗୁଡ଼ିକୁ ନେଇ ଅନୁଷ୍ଠିତ ହେଉଛି…

ଏଣିକି ଭୁବନେଶ୍ୱରରେ ଟ୍ରାଫିକ୍ ଜଗିବ ଡ୍ରୋନ୍ କ୍ୟାମେରା

ଭୁବନେଶ୍ୱର: ଦ୍ରୁତ ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ । ଏବେ ରାଜଧାନୀର ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜଗିବ ଡ୍ରୋନ୍ । ଏହାକୁ ‘ନୋ ଓଭର ଟେକିଂ’ ଜୋନ୍ ଭାବେ ଚିହ୍ନିତ କରାଯିବ ଏବଂ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ବ୍ୟବସ୍ଥାକୁ ମନିଟର୍ ଓ ପରିଚାଳନା କରାଯିବ…

ମାଓ ଅଧ୍ୟୁଷିତ ୨ଟି ଜିଲ୍ଲାରେ ବ୍ୟାଙ୍କିଂ ଓ ଟେଲିକମ୍ ସେବା ଦାବି କଲେ ନବୀନ

ଭୁବନେଶ୍ୱର: ଓଡିଶାର ମାଓ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କିଂ ଓ ଟେଲିକମ୍ ସେବା ଓ ରେଳ ସଂଯୋଗ ଭଳି ୩ଟି ଦାବି ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ମାଓ ମୁକାବିଲା ନେଇ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା…

ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ଆଣ୍ଟିଗୁଆ: ଆଇସିସି ଟେଷ୍ଟ ଚାମ୍ପିୟନସିପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ ବୋଲର୍ ଯଶପ୍ରୀତ ବୁମରା ଘାତକ ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେବା ଫଳରେ ଟିମ୍ ଇଣ୍ଡିଆ ଏହି ବୃହତ ବିଜୟ ହାସଲ କରିପାରିଛି । ସୋମବାର…

ରାଜନୀତିକୁ ପୁଣି ଫେରିବେ ‘ମୁନ୍ନା ଭାଇ’

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିକୁ କମବ୍ୟାକ୍ କରିପାରନ୍ତି । ଦଳ ସଂସ୍ଥାପକ ଓ କ୍ୟାବିନେଟ୍ ମନ୍ତ୍ରୀ ମହାଦେବ ଜାନକରଙ୍କ ଅନୁସାରେ ସଞ୍ଜୟ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ରାଷ୍ଟ୍ରୀୟ ସମାଜ ପାର୍ଟି (ଆରଏସପି)ରେ ସାମିଲ ହେବେ ।…

ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ଦେହାନ୍ତ

କଟକ: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶ୍ରୀ ପରିଜାଙ୍କୁ…