Latest Odisha News

BREAKING NEWS

Browsing Category

ଫିଚର

ବଢୁଛି ଇମିଟେସନ ଗହଣାର ଚାହିଦା

ଭୁବନେଶ୍ୱର: ସମୟ ଅନୁସାରେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ଦାମୀ ସୁନା ଗହଣା ପରିବର୍ତ୍ତେ ଇମିଟେସନ୍ ଗହଣାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା ଓ ଯୁବତୀମାନେ । ଦିନକୁଦିନ ବଢିବାରେ ଲାଗିଛି ଇମିଟେସନ୍ ଗହଣାର ଚାହିଦା । କାନଫୁଲ ଠାରୁ ଆରମ୍ଭ କରି, ହାର, ମୁଦି, ଚୁଡ଼ି,…

କଂଗ୍ରେସ ଛାଡିଲେ ‘ଭିମସାର୍’ ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର : ବୁର୍ଲା ସ୍ଥିତ ଭିମସାର୍ ମେଡିକାଲର ପୂର୍ବତନ ନିର୍ଦ୍ଦେଶକ ଡଃ ଅଶ୍ୱିନୀ ପୂଜାହାରୀ ସୋମବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ପୂଜାହାରୀ ନିଜ ଇସ୍ତଫା ପତ୍ର ସମ୍ବଲପୁର କଂଗ୍ରେସ ସଭାପତି ଏବଂ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର : ଦୀର୍ଘଦିନ ଧରି ଅସୁସ୍ଥ ରହି ଶ୍ରୀଜିଉ ଅଣସର ଘରେ ସେବା ପାଉଥିବାବେଳେ ଧିରେ ଧିରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହି ଅବସରରେ ଶ୍ରୀଜୀଉଙ୍କ ନିକଟରେ ଘଣା ଏବଂ ଖଳି ଲାଗି ହେବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଶ୍ରୀମନ୍ଦିରରେ…

ରାଜଧାନୀରେ ଛାତ୍ରୀ ଗର୍ଭବତୀ: ସିଡବ୍ଲ୍ୟୁସିର ପୋଲିସ ନିକଟରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ ଏସଟି ଓ ଏସସି ବିଭାଗ ଅଧିନରେ ଥିବା ଛାତ୍ରୀନିବାସରେ ରହୁଥିବା ୪ ଜଣ ଛାତ୍ରୀଙ୍କର ପରୀକ୍ଷା ହେବା ପରେ ଜଣେ ଛାତ୍ରୀ ବର୍ତ୍ତମାନ ଗର୍ଭବତୀ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ଡ଼େପୁଟି କମିଶନର ଅଫ ପୋଲିସ (ଡ଼ିସିପି)ଙ୍କ ନିକଟରେ ଖୋର୍ଦ୍ଧା…

ଜମ୍ମୁ କାଶ୍ମୀରରେ ଘାଟି ତଳକୁ ଖସି ପଡିଲା ବସ୍, ୩୩ ମୃତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ସିରଫବାରୀ ସ୍ଥିତ କେଶୱନ ନିକଟରେ ସୋମବାର ଦିନ ଏକ ଯାତ୍ରୀବାହୀ ବସ ଘାଟି ତଳକୁ ଖସି ପଡିବା ଫଳରେ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧-୦୭-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୧ ରିଖ ସୋମବାର ମିଥୁନ ୧୭ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଭାରତର ପ୍ରଥମ ପରାଜୟ, ଇଂଲଣ୍ଡ ୩୧ ରନରେ ଜିତିଲା ମ୍ୟାଚ୍

ବର୍ମିଂହାମ୍: ବିଶ୍ୱକପ କ୍ରିକେଟରେ ରବିବାର ଅନୁଷ୍ଠିତ ମହା ମୁକାବିଲାରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଇଂଲଣ୍ଡର ୩୩୭/୭ ଜବାବରେ ଭାରତ ମୋଟ ୫୦ ଓଭରରେ ୩୦୬/୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛି । ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମାଙ୍କ ପ୍ରଶଂସନୀୟ ୧୦୨ ରନ ଏବଂ କପ୍ତାନ ବିରାଟଙ୍କ…

ବଙ୍ଗୋପସାଗରରେ ଲଘୁଚାପ, ୪ ଦିନ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହାର ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହକୁ ଦୃଷ୍ଟିରେ ରଖି ପାଣିପାଗ…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତାପ୍ରକଟ କରିଛନ୍ତି । ମୋଦୀ ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବାପରେ ରବିବାର ଦିନ ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ…

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ…