Latest Odisha News

BREAKING NEWS

Browsing Category

ଫିଚର

ମଦୁଆ ବରକୁ ଦେଖି ବିବାହ ବେଦୀ ଛାଡ଼ିଲେ କନ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିବାହ ବେଦୀରେ ବର ମଦ୍ୟପାନ କରିଥିବା ଜାଣିବା ପରେ କନ୍ୟା ବେଦୀ ଛାଡ଼ି ବିବାହ କରିବାକୁ ମନା କରିଦେଇଛନ୍ତି । ମମତା ଭୋଇ ନାମ୍ନୀ ଜନୈକା ଯୁବତୀଙ୍କ ଏହି ସାହସିକ ପଦକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନ ତାଙ୍କୁ ସମ୍ବର୍ଦ୍ଦିତ…

କେନ୍ଦ୍ର ବଜେଟ୍ ଆଣିଦେଇପାରେ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର !

ନୂଆଦିଲ୍ଲୀ: ଅଗାମୀ ବାର୍ଷିକ ବଜେଟ ଆଣି ଦେଇପାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସିର ଖବର । ସପ୍ତମ ବେତନ କମିଶନରେ ଆଦୌ ସନ୍ତୁଷ୍ଟ ନଥିବା କର୍ମଚାରୀ ସରକାର ସେମାନଙ୍କୁ ଠକୁଥିବା ଭଳି ଅନୁଭବ କରୁଛନ୍ତି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ବେତନ ହାରରେ ସେମାନେ…

ନାଇଜେରିଆରୁ ଉଦ୍ଧାର ହେଲେ ୫ ଭାରତୀୟ, ଜଣେ ଓଡିଆ ସାମିଲ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୧୯ ତାରିଖରେ ନାଇଜେରିଆର ବନି ଦ୍ୱୀପପୁଞ୍ଜରୁ ଅପହୃତ ହୋଇଥିବା ଜଣେ ଓଡିଆ ନାବିକଙ୍କ ସହ ୫ ଜଣ ଭାରତୀୟଙ୍କୁ ଶନିବାର ଦିନ ଉଦ୍ଧାର କରାଯାଇଛି। ଏନେଇ ଟ୍ୱିଟ୍ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।…

ଜୁଲାଇରେ ନିଲାମ ହେବ ରାଜ୍ୟର ୧୦ଟି ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଜୁଲାଇ ମାସରେ ରାଜ୍ୟରେ ପାଖାପାଖି ୫ରୁ ୧୦ଟି ଖଣି ନିଲାମ ହେବ ବୋଲି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଶନିବାର ଦିନ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, ୨୦୨୦ ମସିହା…

ଓଡ଼ିଶା ଆସୁଛନ୍ତି ଜଗା-କାଳିଆ, ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ ଖୁବଶୀଘ୍ର ଓଡିଶା ପ୍ରତ୍ୟାବର୍ତ୍ତନ କରିବେ । ଏଥିସହିତ ସେମାନଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ । ଗଣମାଧ୍ୟମକୁ ସୂଚନା ଦେଇ ଏନଏଚଏମ୍ ଏମଡି ଶାଳିନୀ ପଣ୍ଡିତ କହିଛନ୍ତି,…

ଘରର ଅଶାନ୍ତି ଦୂର କରେ ଚାନ୍ଦୀ ହାତୀ

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ପାଦ ଦେଇ ମଧ୍ୟ ଆଜିବି ବିଭିନ୍ନ ବର୍ଗର ଲୋକେ ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଗୃହ ନିର୍ମାଣ କରୁଛନ୍ତି । ଆମ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରର ମାନ୍ୟତା ଖୁବ୍ ଅଧିକ। । ବାସ୍ତୁବିତ୍ ପଣ୍ଡିତ ପ୍ରଫୁଲ୍ଲ ଭଟ୍ଟଙ୍କ କହିବାନୁସାରେ ବାସ୍ତୁଶାସ୍ତ୍ରରେ ହାତୀର…

ବିଷ୍ଣୁ ସେଠୀ ବିଧାନସଭା ବିରୋଧୀ ଦଳ ଉପନେତା ଭାବେ ନିଯୁକ୍ତ

ଭୁବନେଶ୍ୱର: ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଓଡ଼ିଶା ବିଧାନସଭା ବିରୋଧୀ ଦଳ ଉପନେତା ଭାବେ ନିଯୁକ୍ତ ହୋଇଥିବା ନେଇ ଶନିବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ଏହାବ୍ୟତୀତ, ବିଧାନସଭାରେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ବିଜେପି ମୁଖ୍ୟ ସଚେତକ ଭାବେ ନିଯୁକ୍ତ…

ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ-ଆଫଗାନିସ୍ତାନ ମୁକାବିଲା

ଲଣ୍ଡନ: ବିଶ୍ୱକପର ପ୍ରତିଟି ମ୍ୟାଚ ଏବେ ବେଶ୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବାର ଲକ୍ଷ୍ୟ କରାଯାଉଛି । ସେମିଫାଇନାଲରେ ଅଷ୍ଟ୍ରେଲିଆ ନିଜ ସ୍ଥାନ ସୁରକ୍ଷିତ କରିସାରିଥିବା ବେଳେ ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସୁବିଧାଜନକ ସ୍ଥିତିରେ ରହିଛନ୍ତି । ତେବେ ପାକିସ୍ତାନ ସେମିଫାଇନାଲ୍ ଯିବାକୁ ଏବେ…

ଓଡିଆ ଆଇପିଏସ୍ ଅଫିସର ହେଲେ ତାମିଲନାଡୁ ଡିଜିପି

ଭୁବନେଶ୍ୱର : ଓଡିଆ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀ ଶନିବାର ଦିନ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସେ ତାମିଲନାଡୁ କ୍ୟାଡରର (୧୯୮୫ ବ୍ୟାଚ୍) ଆଇପିଏସ୍ ଅଧିକାରୀ । ଶ୍ରୀଯୁକ୍ତ ତ୍ରିପାଠୀ ପୂର୍ବରୁ ଚେନ୍ନାଇର ପୋଲିସ କମିଶନର ଭାବେ ମଧ୍ୟ ଦାୟିତ୍ୱ…

ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ମ୍ୟାଟ୍ରିକ୍ ସାର୍ଟିଫିକେଟ୍

କଟକ : ଆସନ୍ତା ଜୁନ୍ ୩୦ ଓ ଜୁଲାଇ ୧ତାରିଖ ମଧ୍ୟରେ ରାଜ୍ୟରେ ମ୍ୟାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟକୁ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟକୁ ପଠାଯିବ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ବିଏସଇ ସଚିବ ରାମାଶିଷ ହାଜରା ଗଣମାଧ୍ୟମକୁ…