Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ସ୍ତ୍ରୀ’ଙ୍କୁ ଦୁଷ୍କର୍ମ ଉଦ୍ୟମ କରି ସ୍ୱାମୀ ଓ ନାବାଳକ ପୁଅକୁ ପିଟିଲେ ୩ ଦୁର୍ବୃତ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପଟ ଗ୍ରାମରେ କିଛି ଦୁବୃର୍ତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ସ୍ୱାମୀ ଓ ନାବାଳକ ପୁଅଙ୍କୁ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି ।…

ଭକ୍ତ ଦାସିଆ ବାଉରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ରହି ଭକ୍ତମାନଙ୍କୁ ବିଭିନ୍ନ ରୂପରେ ତଥା ପରିସ୍ଥିତିରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଦୁଃଖ ଯାତନା ତଥା ଯନ୍ତ୍ରଣାସିକ୍ତ ମନ ହୃଦୟରେ ଦେଖାଦେଇଥିବା ବିପଦକୁ ଟାଳି ଦେବାକୁ ସ୍ୱୟଂ ଭଗବାନ ସହଯୋଗ କରିଛନ୍ତି । ଭକ୍ତ ହୃଦୟରେ ଥିବା…

ପୁଣେରେ କାନ୍ଥ ଭୁଷୁଡି ୧୫ ମୃତ

ପୁଣେ : ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ କୋନ୍ଧୱା ନିକଟବର୍ତ୍ତୀ ଏକ ରେସିଡେନସିଆଲ୍ କମ୍ପେ୍ଲକ୍ସର କାନ୍ଥ ଧସିଯିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଏକ ବିସ୍ମୟକର ଘଟଣା

ମୋର ଲେଖକ ଜୀବନର ଏକ ବିସ୍ମୟକର ଘଟଣା ଶାନ୍ତନୁ କୁମାର ଆଚାର୍ଯ୍ୟ ୧୯୭୭ର ଘଟଣା । ସେତେବେଳେ ମୁଁ ମୋ ଉପନ୍ୟାସ ଶକୁନ୍ତଳା ଲେଖାରେ ନିମଜ୍ଜିତ । ଚାକିରିରୁ ଲମ୍ବା ଛୁଟିନେଇ ଘରେ ରହି ମୁଁ ଦିନକୁ ପ୍ରାୟ ବାର ତେରଘଣ୍ଟା ପଢ଼ିବା ଓ ଲେଖିବାରେ ନିୟୋଜିତ କରିଥାଏ । ସେତେବେଳେ ସକାଳ ଓଳିଟା ଯାଏ…

ଦକ୍ଷିଣ ଆଫ୍ରିକାଠୁ ୯ ୱିକେଟରେ ପରାସ୍ତ ହେଲା ଶ୍ରୀଲଙ୍କା

ଲଣ୍ଡନ: ଅଧିନାୟକ ଫାପ୍ ଡ୍ୟୁପ୍ଲେସିସଙ୍କ ପ୍ରଶଂସନୀୟ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଶୁକ୍ରବାର ଖେଳାଯାଇଥିବା ମ୍ୟାଚଟି ଶ୍ରୀଲଙ୍କା ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଦଳର ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଆଫ୍ରିକୀୟ…

ବିଧାନସଭାରେ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ: ୧ଲକ୍ଷ ୩୯ହଜାର କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବଜେଟ୍ ଉପସ୍ଥାପନା କରିଛନ୍ତି । ଦୁଇ ଭାଗରେ ବଜେଟ ଉପସ୍ଥାପନ କରାଯାଇଛି । ପ୍ରଥମେ କୃଷି ପରେ ଅନ୍ୟାନ୍ୟ କ୍ଷେତ୍ର…

ବିଧାନସଭାରେ ଉପସ୍ଥାପିତ ହେଲା କୃଷି ବଜେଟ୍, କାଳିଆ ଯୋଜନା ଲାଗି ୫୬୧୧ କୋଟି ବ୍ୟୟବରାଦ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଛି । ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ମୋଟ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ବ୍ୟହବରାଟ ହୋଇଥିବା ବେଳେ କାଳିଆ ଯୋଜନାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ…

ସେ ଅକୁହା କାହାଣୀସବୁକୁ ଲେଖିବ କିଏ?

ସେ ଅକୁହା କାହାଣୀସବୁକୁ ଲେଖିବ କିଏ? କେଦାର ମିଶ୍ର ସେ ମୁହଁଟି ମୋ ଆଖିରୁ ଯାଉନାହିଁ। ଯେତେଥର ଆଖି ବନ୍ଦ କରୁଛି ସେ ରକ୍ତାକ୍ତ ମୁହଁ ମୋତେ ବିଚଳିତ କରୁଛି। ସେ ସତସତିକା ମୁହଁକୁ ମୁଁ ପ୍ରତ୍ୟକ୍ଷ ଭାବରେ ଦେଖିନି। ଦେଖିଛି ଗୋଟେ ଫଟୋଗ୍ରାଫରେ। କଟକରୁ ଭୁବନେଶ୍ୱର ଫେରୁଥିବାବେଳେ ସେ…

ରାଜ୍ୟସଭା ଉପନିର୍ବାଚନ: ଅମର, ସସ୍ମିତ ଓ ଅଶ୍ୱିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ଓଡିଶାରୁ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଶୁକ୍ରବାର ଦିନ ଏହି ୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ…

ରଥଯାତ୍ରା, ବାହୁଡା ଓ ସୁନାବେଶ ବେଳେ ଆଦାୟ ହେବନି ଟୋଲ୍ ଗେଟ୍ ଫି’

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବାହୁଡା ଓ ସୁନାବେଶ ବେଳେ ପୁରୀକୁ ଆସିବାକୁ ଥିବା କୌଣସି ଯାନବାହନ ଠାରୁ ଟୋଲ୍ ଗେଟ୍ ଫି’ ଆଦାୟ କରାଯିବ ନାହିଁ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ…