Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ଚାଞ୍ଚଲ୍ୟ: ହତ୍ୟା ପରେ ପେଟିରୁ ମିିଳିଲା ମୃତଦେହ

ଭୁବନେଶ୍ୱର: ପୋଲିସ ରବିବାର ସକାଳେ ନୟାପଲ୍ଲୀର ଏକ କୃଷି ଫାର୍ମରୁ ମୃତଦେହ ଜବତ କରିବା ପରେ ଏହା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । କେହି ଦୁର୍ବୃତ୍ତ ବ୍ୟକ୍ତି ଜଣକଙ୍କୁ ହତ୍ୟା କରିବା ପରେ ଫାର୍ମର ଘଞ୍ଚ ବୁଦାମୁଳେ ଫିଙ୍ଗି ଦେଇ ଚାଲି ଯାଇଛି । ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳର…

ଭୁବନେଶ୍ୱର ସମେତ ରାଜ୍ୟର ଏହିସବୁ ସ୍ଥାନରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ରାତି ୮ଟା ୩୦ମି.…

ନିର୍ଭୀକ ପାଲା ଗାୟନାଚାର୍ଯ୍ୟ: ଗାୟକ ରତ୍ନ ନରୋତ୍ତମ ମହାପାତ୍ର

ଭୁବନେଶ୍ୱର: ସଂଭ୍ରାନ୍ତ ପରିବାରରେ ଜନ୍ମ, ଉଚ୍ଚ ଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ସେ ବାଛିନେଲେ କଳାକାରର ଜୀବନ । ସାହିତ୍ୟ ସାଧନାର ରାସ୍ତା ବାଛିନେଲେ । ଜଣେ ନିର୍ଭୀକ ପାଲା ଗାୟକ ଭାବେ ସାରା ଓଡିଶାରେ ପରିଚିତ ସେହି ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଗାୟକ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଦିତ୍ୟ ବିର୍ଲା ଗ୍ରୁପର ୫୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ଆଦିତ୍ୟ ବିର୍ଲା ଗ୍ରୁପ’ ପକ୍ଷରୁ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ହିଣ୍ଡଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତିଶ ପାଲ ଓ ଏସେଲ୍ ମାଇନିଂ…

ଓଡିଶାରେ କଳ୍ପନାଙ୍କ ମରଶରୀର, ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର ରବିବାର ଦିନ ଭୁବନେଶ୍ୱରରେ ପହଞ୍ଚିଛି । ନୂଆଦିଲ୍ଲୀରୁ ଦିଲ୍ଲୀ-ଭୁବନେଶ୍ୱର ଏୟାର ଇଣ୍ଡିଆ ବିମାନ ଯୋଗେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା । କଳ୍ପନାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରାଜ୍ୟ କ୍ରୀଡା…

ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଜାରି, ଆହୁରି ବୃଦ୍ଧିପାଇବ ତାପମାତ୍ରା

ଭୁବନେଶ୍ୱର: ଏବେ ରାଜ୍ୟର ଅଧିକାଂଶ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଭୀଷଣ ଗ୍ରୀଷ୍ମ ଲହରୀ ପ୍ରକୋପ ଚାଲିଥିବା ବେଳେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରୀରୁ ଜଣାପଡ଼ିଛି ।…

ବିଶ୍ୱକପ କ୍ରିକେଟ: ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

କାର୍ଡ଼ିଫ: ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ କ୍ୟାପଟେନ ୱିଲିୟମସନ ଟସରେ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡର ଶକ୍ତିଶାଳୀ ପେସ୍…

ଜୁନ୍ ୩ରେ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ଚଳିତ ବର୍ଷ ଜୁନ୍ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ଦିନ ୧୨ଟା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଦ୍ୱାରା…

ମୌସୁମୀ ବିଳମ୍ବ ସତ୍ୱେ ଏବର୍ଷ ସ୍ୱାଭାବିକ ବୃଷ୍ଟିପାତ ହେବା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ଚଳନରେ ବିଳମ୍ବ ଘଟିଥିଲେ ମଧ୍ୟ ସାରା ଦେଶରେ ସ୍ୱାଭାବିକ ଭାବେ ମୌସୁମୀ ରହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ସୂଚନା ଦେଇଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ଏକ ସୂଚନା ଅନୁସାରେ, ଏଥର ମୌସୁମୀ…

କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣା: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

ବ୍ରହ୍ମପୁର : ବ୍ରହ୍ମପୁରରେ ଶୁକ୍ରବାର ରାତିରେ ଘଟିଥିବା ପୋଲିସର ଏନକାଉଣ୍ଟରରେ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଆହତ ଅପରାଧୀ ଦ୍ୱୟ ଗଣେଶ ନାୟକ ଓ ହୃଷି ପାତ୍ର ବୋଲି ଜଣାପଡିଛି । ପରେ ଆହତମାନଙ୍କୁ ଚିକିତ୍ସା…