Latest Odisha News

BREAKING NEWS

Browsing Category

ଫିଚର

ନାଲକୋ ଜିତିଲା ‘ସପ୍ତମ ରୋଟାରୀ ଭୁବନେଶ୍ୱର କର୍ପୋରେଟ୍ କୁଇଜ’ ପ୍ରତିଯୋଗିତା

ଭୁବନେଶ୍ୱର: ନାଲକୋ ଜିତିଲା ‘ସପ୍ତମ ରୋଟାରୀ ଭୁବନେଶ୍ୱର କର୍ପୋରେଟ୍ କୁଇଜ’ ପ୍ରତିଯୋଗିତାରେ ଚମ୍ପିଆନ ଆଖ୍ୟା ଅର୍ଜନ କରିପାରିଛି । ଏହି ପ୍ରତିଯୋଗିତାର ବିଜେତା ଦଳ ହିସାବରେ ଟ୍ରଫି ସହିତ ୩୦,୦୦୦ ଟଙ୍କାର ପୁରସ୍କାର ରାଶି ହାସଲ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ‘ଇଫକୋ’ ଓ ‘ଏସଟିପିଆଇ’…

ଗଣିତ ଓଏମଆର ସିଟ୍ ଗାଏବ ଘଟଣା, ୪ଜଣଙ୍କ ବିରୋଧରେ ମାମଲା ରୁଜୁ

କଟକ : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକସ୍ଥିତ ଏସଏସଡି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ୍ ଗାଏବ ଘଟଣାର ଗୋଟିଏ ଦିନ ପରେ ବୋର୍ଡର ନିର୍ଦ୍ଦେଶକ୍ରମେ ପରୀକ୍ଷା କେନ୍ଦ୍ରର ୪ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଡଃ…

ଭୁବନେଶ୍ୱର: ସହିଦନଗର ଥାନାରେ ପଶି ଅଭିଯୁକ୍ତ ଓ ପୋଲିସଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ସହିଦନଗର ଥାନା ଭିତରେ ପଶି ରବିବାର ରାତିରେ ଯେଉଁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହିତ ପୋଲିସ ଉପରେ ଆକ୍ରମଣ କରିଥିଲେ ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ କମିଶନରେଟ ପୋଲିସ ଧରିବାକୁ ତନାଘନା ଉଦ୍ୟମ ଜାରି ରଖିଛି । ଥାନା ରିପୋର୍ଟରେ କୁହାଯାଇଛି ଯେ, ରବିବାର…

ମାସୁଦ୍ ଅଜହର ଜୀବିତ, ଆର୍ମି ହସ୍ପିଟାଲରୁ ସ୍ଥାନାନ୍ତର କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତର ମୋଷ୍ଟ ୱାଣ୍ଟେଣ୍ଟ୍ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ଜୀବିତ ବୋଲି ଜିଓ ଉର୍ଦ୍ଦୂ ନ୍ୟୁଜ ଚ୍ୟାନେଲର ଏକ ରିପୋର୍ଟରୁ ଜଣାପଡିଛି । ଆତଙ୍କବାଦୀ ମସୁଦ ଅଜହର ମୃତ ବୋଲି ରବିବାର ଦିନ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ମସୁଦ…

ଆଜି ସନ୍ଧ୍ୟାରେ ବିଜେପିରେ ଯୋଗଦେବେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ଦିନ ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ନୂଆଦିଲ୍ଲୀଠାରେ ଯୋଗ ଦେବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ଉପସ୍ଥିତିରେ ବୈଜୟନ୍ତ ପଣ୍ଡା…

ଝାରସୁଗୁଡା ଭ୍ୟାନ୍-ଟ୍ରକ୍ ମର୍ମନ୍ତୁଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ସମ୍ବଲପୁର : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ଓଏସଏପି) ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବିପ୍ରବ ସାହୁ ଏବଂ ସେ ଗଜପତି ଜିଲ୍ଲାର ବାସିନ୍ଦା ବୋଲି…

‘ଗିନିଜ୍ ବିଶ୍ୱ ରେକର୍ଡ଼ସ’ରେ ସ୍ଥାନ ପାଇଲା ପ୍ରୟାଗରାଜ କୁମ୍ଭମେଳା…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳା ତିନୋଟି କ୍ଷେତ୍ରରେ ୨୦୧୯ ମସିହା ଗିନିଜ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି । ଏଥିମଧ୍ୟରେ ରହିଛି ସର୍ବବୃହତ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଯୋଜନା, ମୋ ସହରକୁ ରଙ୍ଗେଇବା କାର୍ଯ୍ୟକ୍ରମ…

ପବିତ୍ର ମହାଶିବରାତ୍ରୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରୀ । ଏହି ଅବସରରେ ସାରା ରାଜ୍ୟରେ ଶିବ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇପଡିଛି । ବିଶେଷକରି ଆଜି ଶୈବପୀଠ ଗୁଡିକରେ ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଶ୍ରଦ୍ଧାଳୁମାନେ ଉପବାସ ରହି ମହାଦେବଙ୍କୁ ଆରାଧନା କରିବା ସହ…

ଓଡିଶାର ପ୍ରମୁଖ ଶୈବପୀଠରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ପବିତ୍ର ମହାଶିବରାତ୍ରୀ ଲାଗି ସୋମବାର ଦିନ ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗିଛି । ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ, ଲିଙ୍ଗରାଜ, ପଞ୍ଚଲିଙ୍ଗେଶ୍ୱର ଏବଂ ବେଦବ୍ୟାସ ପରି ପ୍ରମୁଖ…

ସୋମବାର ଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ସୋମବାର ଦିନ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ସମସ୍ତ ପ୍ରସିଦ୍ଧ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି । ଦେବ ଦେବ ମହାଦେବଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥିଲାଗି ରାଜ୍ୟର ବଡ଼ ଶୈବପୀଠ ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ସରିବା…