Latest Odisha News

BREAKING NEWS

Browsing Category

ଫିଚର

ଗଡ଼ିଲା ‘କାଳିଆ ରଥ’, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷକ ସଶକ୍ତିକରଣ ନିମନ୍ତେ ଓଡ଼ିଶାର ଅଗ୍ରଣୀ ଯୋଜନା ନେଇ କୃଷକମାନଙ୍କ ମଧ୍ୟରେ ସଚେତନତା ଲାଗି ଆଜିଠୁ ଗଡ଼ିଲା ‘କାଳିଆ ରଥ’ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ୨୦ଟି ‘କାଳିଆ ରଥ’ ପରିକ୍ରମାର ଶୁଭାରମ୍ଭ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କ ନ’ଖୋଲି ବାହାର କରାଗଲା ଟ୍ୟୁମର

ଭୁବନେଶ୍ୱର: ଏକ ବିରଳ ଅସ୍ତ୍ରୋପଚାର ଯୋଗେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ‘ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ’ରେ ଅପସାରଣ କରାଯାଇଛି । ମସ୍ତିଷ୍କକୁ ନ’ଖୋଲି ନାକର ରନ୍ଧ୍ର ବାଟ ଦେଇ ଏହି ସଫଳ ତଥା ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି । ମିଳିଥିବା…

ରାଜଧାନୀ ୮ ନଂ ୟୁନିଟ୍ ଏନଏଚଏମ ଅଫିସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀ ୮ ନଂ ୟୁନିଟସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) କାର୍ଯ୍ୟାଳୟର ୨ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଶନିବାର ଦିନ ଏହା ରାଜଧାନୀର ୨ୟ ଅଗ୍ନିକାଣ୍ଡ ଘଟଣା । ଆଜି ଦିବସର ଆରମ୍ଭରେ ଗଜପତି ନଗରରେ ଥିବା ଆପୋଲୋ ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଯାଇଥିଲା ।…

ଆଲବମ୍ ଅଭିନେତ୍ରୀ ସିମରନଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଗହୀରମଥା ନିକଟସ୍ଥ ମହାନଦୀ ସେତୁ ଉପରେ ଜାନୁଆରୀ ୩ ତାରିଖରେ ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତଦେହ ଉଦ୍ଧାର ଘଟଣାରେ ତାଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । ଏନେଇ ସିବିଆଇ ଦଦନ୍ତ କରିବାକୁ ଶନିବାର ଦିନ ପରିବାର ସଦସ୍ୟମାନେ ଝାରସୁଗୁଡ଼ା…

ଋଷି କୁମାର ଶୁକ୍ଳା ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ଡ଼ିଜିପି ଋଷି କୁମାର ଶୁକ୍ଳା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ୧୯୮୪ ମସିହା ବ୍ୟାଚ୍ ର ଆଇପିଏସ ଅଧିକାରୀ ଆସନ୍ତା ୨ ବର୍ଷ ଲାଗି ନିଯୁକ୍ତ ହୋଇଛନ୍ତି ।…

ରାଜଧାନୀରେ ୩୬ ଗ୍ରାମ ବ୍ରାଉନସୁଗାର ସହ ମହିଳା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସନ୍ତୋଷୀ ବିହାର ଅଞ୍ଚଳରେ କ୍ୱିକ୍ ଆକ୍ସନ ଟିମ (କ୍ୟୁଏଟି) ଏବଂ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢଉରେ ୩୬ ଗ୍ରାମ ବ୍ରାଉନସୁଗାର ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଗିରଫ ମହିଳା ଜଣକ ହେଲେ ରୁକସାନା ବେଗମ୍ (୩୪) ଓରଫ ଜେମା ।…

ସ୍ୟାଟ୍ ପକ୍ଷରୁ ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ ପରୱାନା

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) ପକ୍ଷରୁ ରାଜ୍ୟ ଜଳ ସମ୍ପଦ ବିଭାଗର ସଚିବ ପ୍ରଦୀପ ଜେନା ଏବଂ କ୍ଷୁଦ୍ର ଜଳସେଚନର ମୁଖ୍ୟଯନ୍ତ୍ରୀ ସରୋଜ ପଟ୍ଟନାୟକଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି । ସ୍ୟାଟ ଖଣ୍ଡପୀଠ ପକ୍ଷରୁ ଏହି ଶୁଣାଣି କରାଯାଇ ଏହି ଦୁଇ ବରିଷ୍ଠ…

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଓଡ଼ିଶା ରାଜ୍ୟ କ୍ୟାବିନେଟର ଏକ ମନ୍ତ୍ରୀସ୍ତରୀୟ ବୈଠକ ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହେବା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ସଚିବାଳୟଠାରେ ରାଜ୍ୟ…

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀ ସ୍ଥାନାନ୍ତରୀତ

ଭୁବନେଶ୍ୱର: ରାଜଧାନୀ ଗଜପତି ନଗରସ୍ଥିତ ଆପୋଲୋ ହସ୍ପିଟାଲରେ ଶନିବାର ସକାଳେ ୫ମ ମହଲାରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ସମସ୍ତ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ଶନିବାର ଦିନ ପ୍ରାୟ ୧୧ଟା ସମୟରେ ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଥିବାର…

ପୁରୀରେ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡର ବେଲେଶ୍ୱର ପାଟଣା ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆହତ ସାମ୍ବାଦିକଙ୍କ ନାମ ବିକ୍ରମ ଆଚାର‌୍ୟ୍ୟ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ବେଲେଶ୍ୱର ପାଟଣା ଛକରେ ଘଟିଥିବା ଏକ ମର୍ମନ୍ତୁଦ ସଡକ…