Latest Odisha News

BREAKING NEWS

Browsing Category

ଫିଚର

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ

ଭୁବନେଶ୍ୱର : ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ହରିହର କରଣ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ସଦସ୍ୟ ପକ୍ଷରୁ…

ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହେଉଛି ବଜେଟ୍ ଅଧିବେଶନ । ଏହି ଅଧିବେଶନ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିବସରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ…

ରାଉରକେଲାରେ ସଡ଼କ ଦୁର୍ଘଟଣା, ୨ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବୈଦେହୀ ପେଟ୍ରୋଲ ପମ୍ପ ନିକଟରେ ରବିବାର ଦିନ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ରାସ୍ତାରେ ଦୁଇଜଣ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ସହିତ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଥିଲା ।…

ପୁରୀ ସମାବେଶରେ ନବୀନ ସରକାରଙ୍କୁ ବର୍ଷିଲେ ଅମିତ ଶାହ

ପୁରୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରବିବାର ଦିନ ପୁରୀ ଗସ୍ତରେ ଆସି ଜନସଭାରେ ନବୀନ ପଟ୍ଟନାୟକ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଏଠାରେ ସରକାର ଆଦିବାସୀ ତଥା ରାଜ୍ୟର ବିକାଶ ଲାଗି ଅବହେଳା କରୁଛନ୍ତି ଏବଂ ଏହି ସରକାର କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ…

ରାଇରଙ୍ଗପୁରରେ ୨୧ଟି ପ୍ରକଳ୍ପର ଉଦଘାଟନ କଲେ ନବୀନ

ରାଇରଙ୍ଗପୁର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରି ୨୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାବ୍ୟତୀତ ସେ ୧୫ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ଆରମ୍ଭ ହେଲା ‘ଏସବିଆଇ’ର ୨ୟ ସଂସ୍କରଣ ଗ୍ରୀନ ମାରାଥନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ନିରନ୍ତର ଜୀବିକା ପ୍ରୋତ୍ସହନ ନିମନ୍ତେ ଏହାର ବାର୍ଷିକ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ‘ଏସବିଆଇ ଗ୍ରୀନ ମାରାଥନ’ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମକୁ ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ ପ୍ରବୀଣ କାଲା ଓ ଏସ୍ବିଆଇ ଜେନରାଲ…

ନ୍ୟୁଜିଲାଣ୍ଡକୁ ୩୫ ରନରେ ପରାସ୍ତ କରି ଭାରତର ୪-୧ ରେ ସିରିଜ ବିଜୟ

ୱେଲିଂଟନ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିବା ପରେ ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୧ ବ୍ୟବଧାନରେ ଦିନିକିଆ ସିରିଜ ବିଜୟ ହାସଲ କରି ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି । Looks like the "JOSH" in the squad is "HIGH SIR" ?️ ? 'HOWS THE JOSH'…

ପଞ୍ଚମ ଦିନିକିଆ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ, ଭାରତର ୨୫୨ ରନ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ୫ମ ତଥା ଅନ୍ତିମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୨ ରନରେ ଅଲଆଉଟ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ୨୨ଟି ବଲରୁ ୫ଟି ବିଶାଳ ଛକା ସହିତ ୪୫ ରନ ଭାରତ ଏକ ଲଢୁଆ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଟସ…

ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ ସଚିବାଳୟଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ନିଷ୍ପତ୍ତି ଅନୁସାରେ ଓଡ଼ିଶା…

ପେନସନଭୋଗୀଙ୍କ ଶୀତକାଳନୀନ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଏନଏସଏପି ଓ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ସମସ୍ତ ପେନସନଭୋଗୀଙ୍କ ଲାଗି ଶୀତକାଳୀନ ଭତ୍ତା ବୃଦ୍ଧି କରିଛନ୍ତି । ଏହି ଭତ୍ତା ପୂର୍ବରୁ ଦିଆଯାଉଥିବା ୨୦୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୩୦୦ ଟଙ୍କା ଯୋଗାଇ ଦିଆଯିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ।…