Latest Odisha News

BREAKING NEWS

Browsing Category

ଫିଚର

ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ‘ଓଡିଶା ଲଳିତ କଳା ଏକାଡେମୀ’ ମୁଖ୍ୟ ଭାବେ ନିଯୁକ୍ତ

ଭୁବନେଶ୍ୱର : ଓଡିଶା ଲଳିତ କଳା ଏକାଡେମୀର ସଭାପତି ଭାବେ ନିଯୁକ୍ତି ପାଇଲେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ସୁଦର୍ଶନ ହେଉଛନ୍ତି ଜଣେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବାଲୁକା ଶିଳ୍ପୀ…

ସିଙ୍ଗାପୁରରେ ପ୍ରବାସୀ ଓଡିଆ ପାଳିଲେ ଗଣେଷ ପୂଜା

ସିଙ୍ଗାପୁର : ସୁଦୂର ସିଙ୍ଗାପୁରରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ମହାଆଡମ୍ବରରେ ପାଳିତ ହୋଇଛି ଗଣେଶ ପୂଜା । ସୂଚନା ଅନୁଯାୟୀ ସିଙ୍ଗାପୁରରେ ରହୁଥିବା ଓଡିଆ ସମାଜର ୧୫୦ରୁ ଅଧିକ ଶ୍ରଦ୍ଧାଳୁ କେଣ୍ଟ ଭାଲି ପରିସରରେ ଗଣେଷ ପୂଜା ପାଳନ କରିଥିଲେ । ଏଥିସହିତ ଶ୍ରଦ୍ଧାଳୁ ମାନେ ଏକ ଚିତ୍ତରେ…

ଜର୍ଜ ତିର୍କୀ ଓ ସୁଦର୍ଶନ ଦାସଙ୍କ କଂଗ୍ରେସରେ ଯୋଗଦାନ

ନୂଆଦିଲ୍ଲୀ: ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏବଂ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଏବଂ ଏହି ଆନ୍ଦୋଳନରେ ସାମିଲ ରହିଥିବା ୫ଜଣ ସଦସ୍ୟ କଂଗ୍ରେସରେ ଯୋଗଦାନ କରିଛନ୍ତି । ନୂଆଦିଲ୍ଲୀଠାରେ ଆଜି କଂଗ୍ରେସର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ…

ଜାମିନ ଖାରଜ ପରେ ଶିଳ୍ପପତି ମହିମା ମିଶ୍ରଙ୍କ କୋର୍ଟରେ ଆତ୍ମସମର୍ପଣ

ଜଗତସିଂହପୁର : ସୁପ୍ରିମକୋର୍ଟ ଦ୍ୱାରା ଜାମିନ ଖାରଜ ପରେ ଶିଳ୍ପପତି ମହିମା ମିଶ୍ର ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ କୁଜଙ୍ଗର ପ୍ରଥମ ଶ୍ରେଣୀ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି ମହିମାନନ୍ଦ ମିଶ୍ର । ସେ ସିୱେଜ ସିପିଙ୍ଗ କମ୍ପାନୀର ଜେନେରାଲ ମ୍ୟାନେଜର…

ଭିଜିଲାନ୍ସ ଜାଲରେ ଆଇଟିଡିଏ କନିଷ୍ଠ ଯନ୍ତ୍ରୀ

ରାୟଗଡା : ରାୟଗଡାର ଗୁଣୁପୁରସ୍ଥିତ ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଗଗନ ପତିଙ୍କ ଘରେ ଭିଜିଲାନ୍ସ ଆଜି ଚଢାଉ କରିଛି । ତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଅନ୍ୟପକ୍ଷରେ ସେମାନେ ଜେଇଙ୍କ ଗୁଣୁପୁର ଅଫିସ ଓ ମୁନିଗୁଡା…

ଏସିଆ କପ କ୍ରିକେଟ: ଆଜି ଭାରତ-ପାକିସ୍ତାନ ଟକ୍କର

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସହ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନର ଏହି ମହାମୁକାବିଲା ଉପରେ ସମସ୍ତଙ୍କର ନଜର ରହିଛି । ଅନ୍ୟପକ୍ଷରେ ଗତ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ…

ବିଧାନସଭା ମୁଲତବୀ ରହିଲା, ସମବାୟ ଦୁର୍ନୀତି ଓ ଓକିଲ ଆନ୍ଦୋଳନ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାରେ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ଆଜି ଗୃହରେ ବେଶ୍ ଉଷ୍ମତା ପରିଲକ୍ଷିତ ହୋଇଥିଲା । ବୁଧବାର ଦିନ ବିଧାନସଭାରେ ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟମାନେ ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ଓ କଟକରେ ଓକିଲଙ୍କ ଆନ୍ଦୋଳନ ନେଇ ବିଭିନ୍ନ…

ପ୍ରବଳରୁ ଅତି ପ୍ରବଳ ବର୍ଷା: ୨୦ ଓ ୨୧ରେ ପୁଣି ବର୍ଷିବ

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାଶ୍ୱର୍ବର୍ତ୍ତି ଅଞ୍ଚଳରେରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଫଳରେ ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୨ ଦିନ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…

ଆଇଏଏସ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବେ, ଯୋଗ ଦେଇ ପାରନ୍ତି ରାଜନୀତିରେ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଖୁବ ଶିଘ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ରୁ ସ୍ୱେଚ୍ଛାକୃତ ଅବସର ନେବେ । ସେଥିଲାଗି ସେ ଆବେଦନ କରିଛନ୍ତି । ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର୍ ଆଇଏଏସ ଅଫିସର ଅପରାଜିତା ଖୁବ ଶିଘ୍ର ସ୍ୱେଚ୍ଛାକୃତ ଅବସର ନେବା କଥା ‘…

ଥାନା ହାଜତରେ ଯୁବକଙ୍କୁ ମାଡ ମାରି ୨ ପୋଲିସ ଅଫିସର ନିଲମ୍ବିତ

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ମାଡ ମାରିବା ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସୂଚନା ଅନୁଯାୟୀ ଓଡିଶୋ ଗାଁର ଲିଙ୍ଗରାଜ ଦାସଙ୍କୁ ପୋଲିସ ଉଠାଇ ଆଣିଥିଲା । ପରବର୍ତ୍ତି ସମୟରେ ଥାନା ହାଜତରେ ତାଙ୍କୁ ନିସ୍ତୁକ ପିଟିଥିଲେ ।…