Latest Odisha News

BREAKING NEWS

Browsing Category

ଫିଚର

ଦାବି ପୂରଣ ନହେଲେ ସମୂହ ଇସ୍ତଫା ପାଇଁ ଚେତାବନୀ ଦେଲେ ରାଜ୍ୟର ସରପଞ୍ଚ ସଂଘ

ଭୁବନେଶ୍ୱର: ୧୫ ଦଫା ଦାବି ପୂରଣ ପାଇଁ ଶନିବାର ରାଜ୍ୟବ୍ୟାପୀ ଶତାଧିକ ସରପଞ୍ଚ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତ୍ରିସ୍ତରୀୟ ପଚାଂୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ପ୍ରାବଧାନ ଅନୁଯାୟୀ ପୂର୍ଣ୍ଣ କ୍ଷମତା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ରାଜ୍ୟର ଅନେକ ସ୍ଥାନରୁ ସରପଞ୍ଚମାନେ ଭୁବନେଶ୍ୱରର…

ବାରଣାସୀରେ ଇଣ୍ଟନାଶନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; କହିଲେ, ଏହାର ଡିଜାଇନ ମହାଦେବଙ୍କ…

ବାରାଣାସୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଗସ୍ତରେ ଯାଇ ସେଠାରେ  ଇଣ୍ଟରନାଶନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବଡବଡ ନେତା ସାମିଲ ହୋଇଥିଲେ । ଏକ ସାଧାରଣ ସଭାକୁ ସମ୍ବୋଧିତ କରି…

ଆସୁଛି ଆଉ ଏକ ଲଘୁଚାପ; ପୁଣି ଭିଜିବ ଓଡ଼ିଶା  !

ଭୁବନେଶ୍ୱର:  ଆସୁଛି ପୁଣି ଏକ ଲଘୁଚାପ ।  ପୁଣି ଭିଜିବ ଓଡ଼ିଶା  ! ଆଣ୍ଡାମାନ ସାଗର ଏବଂ ଏହାର ଆାଖପାଖରେ ମାସର ଶେଷ ଆଡକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି   ଆଞ୍ଚଳିକ ପାଣିପାଗ ବିଭାଗ ଶନିବାର ଟୁଇଟ କରି…

ଦହିବରା ଖାଇବାର ଇଚ୍ଛା ଏକ ବଡ ବିପଦରୁ ବଞ୍ଚାଇ ଦେଲା

କଟକ: ଭଗବାନ ଯାହାକୁ ରଖିବେ ତାକୁ କିଏ ମାରିବ ? ଏହି କଥାର ସତ୍ୟତା ପୁଣି ଥରେ ପ୍ରମାଣିତ ହୋଇଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ । ୩/୪ ଦିନ ତଳେ କିଣିଥିଲେ ନୂଆ କାର । କାରରେ ବସି ତିନି ଜଣ ବ୍ୟକ୍ତି କଟକରୁ ବାଙ୍କି ଆସିଥିଲେ । ହେଲେ ସେମାନେ କାହିଁକି ଜାଣିବେ, ବାଟରେ ଏମିତି ଅଘଟଣ…

ଅପରାହ୍ନ ସୁଦ୍ଧା ଟୁଇନ ସିଟି ସମେତ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବର୍ତ୍ତମାନର ପାଣିପାଗ ସୂଚନା ଅନୁସାରେ, ଶନିବାର ଅପରାହ୍ନ  ସୁଦ୍ଧା ୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏ ନେଇ ବଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏଥିସହିତ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆସନ୍ତା ୩…

କମଳା ହାରିସ ଏବଂ ଋଷି ସୁନକଙ୍କ ପରେ ଆଉ ଜଣେ ଭାରତୀୟ ମୂଳ ରାଜନେତା: ସମ୍ଭାଳିବେ ସିଙ୍ଗାପୁର ରାଷ୍ଟ୍ରପତି ପଦ

ନୂଆଦିଲ୍ଲୀ: ସିଙ୍ଗପୁର ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଥର୍ମନ ଷଣମୁଗରତ୍ନମ  । ଥର୍ମନ ଷଣମୁଗରତ୍ନମଙ୍କର ଏହି ବିଜୟ  ଭାରତ ପାଇଁ ଏକ ଖୁସିର ଖବର । କାରଣ ଥର୍ମନ ଷଣମୁଗରତ୍ନମ  ମଧ୍ୟ ମୂଳ ଭାରତୀୟ । କମଲା ହାରିସ, ଋଷି ସୁନକଙ୍କ ପରେ ସେ ହେଉଛନ୍ତି ତୃତୀୟ ଭାରତୀ ବଂଶୋଦ୍ଭବ ଯାହାଙ୍କର…

ଧୋନୀଙ୍କ ବ୍ୟାଟିଂ ସ୍ଥାନକୁ ନେଇ ନିଜ ନିଜ ଷ୍ଟାଇଲରେ ଅନୁଭବ ବାଣ୍ଟିଲେ ଶ୍ରୀସନ୍ତ ଏବଂ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଭାରତକୁ ଦୁଇଥର ବିଶ୍ୱକପ ଜିତିବାରେ ତାଙ୍କର ରେକର୍ଡ ରହିଛି। ଏମଏସ ଧୋନିଙ୍କ କ୍ରିକେଟ କ୍ୟାରିଅରର ସମୟର ବିଭିନ୍ନ ଅନୁଭୂତି ତାଙ୍କ ସହଯୋଗୀ…

‘ଋଣ ଜାଲିଆତି ମାମଲା, ଖବରକାଗଜ ‘ସମ୍ବାଦ’ର ଅଧିକାରୀ ତଦନ୍ତରେ ସହଯୋଗ କରୁନି’

ଭୁବନେଶ୍ୱର: ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ପ୍ରେସ ରିଲିଜ ଜରିଆରେ କହିଛି ଯେ ଦୈନିକ ଖବରକାଗଜ 'ସମ୍ବାଦ'ର ଅଧିକାରୀ ଓ କର୍ମଚାରୀମାନେ ଋଣ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନାହାନ୍ତି। ଇଓଡବ୍ଲ୍ୟୁ କହୁଛି ଯେ 'ସମ୍ବାଦ'ର ଅଧିକାରୀମାନେ…

ଚାବି କେଉଁଠି ରଖିଛନ୍ତି, ଫିଲ୍ମର ନାମ ଭୁଲିଯାଉଛନ୍ତି କି? ଦେଶର ଯୁବ ବର୍ଗଙ୍କଠାରେ କାହିଁକି ଏହି ଲକ୍ଷଣ?

ନୂଆଦିଲ୍ଲୀ: ଆପଣ ବାରମ୍ବାର ସେହି ଲୋକମାନଙ୍କର ନାମ ଭୁଲି ଯାଉଛନ୍ତି କି ଯେଉଁମାନେ ଆପଣ ଭଲ ଭାବରେ ଜାଣନ୍ତି, କିମ୍ବା ଆପଣ ଆପଣଙ୍କ କାରର ଚାବି କେଉଁଠି ରଖିଥିଲେ, କିମ୍ବା ସେହି ଚଳଚ୍ଚିତ୍ରର ନାମ ଯାହା ଆପଣ କେବଳ ଦେଖିଥିଲେ? ଅନେକ ଲୋକ ଏହି ଭୁଲି ଯିବାକୁ ଡିମେନସିଆ ରୋଗର ପ୍ରାରମ୍ଭିକ…