Latest Odisha News

BREAKING NEWS

Browsing Category

ଫିଚର

ନିଲମ୍ବିତ ହେଲେ ୨ ନକଲି ଅଧ୍ୟାପକ: ଫେରାଇବେ ପାଇଥିବା ଟଙ୍କା

ବଲାଙ୍ଗିର: ନକଲି ଶିକ୍ଷକ ପରେ  ନକଲି ଅଧ୍ୟାପକ । ଦୀର୍ଘ ବର୍ଷ ହେଲା ପିଲାଙ୍କୁ ପଢାଉଥିଲେ ପାଠ । ବଲାଙ୍ଗୀରରୁ ଧରାପଡିଛନ୍ତି ୨ ନକଲି ଅଧ୍ୟାପକ । ଧରାପଡିବା ପରେ ଏବେ ଦୁଇ ନକଲି ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି ଦୁଇ ଅଧ୍ୟାପକ ହେଲେ ଯୋଗୀମୁଣ୍ଡା  ରାଜେନ୍ଦ୍ର ମେହର…

ବୁଦ୍ଧିମତୀ ଝିଅ ଡଗ ଡଗ କଷି ଦେଉଛି ଅଙ୍କ; ସୁପରକମ୍ପ୍ୟୁଟର ବି ହାର ମାନିବ

ନୂଆଦିଲ୍ଲୀ: ବୁଦ୍ଧିମତୀ ଝିଅ  । ଡଗ ଡଗ କଷି ଦେଉଛି ଅଙ୍କ । ଯେମିତି ବ୍ରେନ ନୁହେଁ ତ ସୁପର କମ୍ପ୍ୟୁଟର । କାଲକୁଲେଟର ବି ଫେଲ ମାରିଯିବ ଏହି କୁନି ଝିଅ ପାଖରେ । ଛୋଟ ଝିଅର ଏହି ଅଙ୍କର ହିସାବକିତାବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଛୋଟ ଝିଅଟି ବଡ ବଡ ସଂଖ୍ୟାର ମିଶାଣ ଫେଡାଣ…

ମାଛ ଜାଲରେ ପଡିଥିଲେ ଅଜଗର,ଗୋଧି: ୬ ଦିନ ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ

ବାଲେଶ୍ୱର:  ବର୍ଷା ଦିନେ ଗାଁ ପୋଖରୀ ଗୁଡ଼ିକ ବର୍ଷା ଜଳରେ ଭରି ରହିଥାଏ । ଗାଁ ଲୋକମାନେ ସାଧାରଣତଃ ନିଜ ପୋଖରିରେ ମାଛ ଚାଷ କରିଥାନ୍ତି । ଜଳ ସ୍ଥର ଉଛୁଳା ହେଲେ ପୋଖରୀରୁ ମାଛ ବାହାରି ଯାଆନ୍ତି । ମାଛକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ପୋଖରି ଚାରିପାଖେ ଜାଲ ବାଡ଼ ଘେରାଇ…

ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ ନିଜ ଘରେ ଅଛନ୍ତି

ବଲାଙ୍ଗିର: ହସପିଟାଲ ନୁହେଁ, ଘରେ ଅଛନ୍ତି ମହିଳା ଏସଆଇ । ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି । ସେ ତାଙ୍କ ପୈତୃକ ଘରେ ଅଛନ୍ତି । ଭବାନୀ ପାଟଣାସ୍ଥିତ ତାଙ୍କ ବାପାଙ୍କ ଘରେ ଅଛନ୍ତି ବୋଲି ଏସଆଇ କାଜଲଙ୍କ ବାପା ମାନଗୋବିନ୍ଦ…

ଚୀନ ପରୀକ୍ଷା କଲା ଶକ୍ତିଶାଳୀ କଏଲ ଗନ, ଚିନ୍ତାରେ ବିଶ୍ୱ

ବେଜିଂ: ଚୀନର ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ କଏଲ ଗନର ପରୀକ୍ଷଣ କରିଛି । ଏହି ଗନ ଏତେ ଶକ୍ତିଶାଳୀ ଯେ, ୩୫୪୦ କିଲୋମିଟର ପ୍ରତି ଘଂଟା ବେଗରେ ଏଥିରେ ଗୁଳି ଯାଇପାରିବ । ଏହା ଏତେ ମାତ୍ରାରେ ସଠିକ ଓ ବିନାଶକାରୀ ଅସ୍ତ୍ର ଯେ, ଏଥିରୁ ବର୍ତିବା ଏକ ପ୍ରକାର ଅସମ୍ଭବ ବୋଲି ବିବେଚନା…

ଏସିଆ କପ ୨୦୨୩: ଶ୍ରୀଲଙ୍କାର ୨ କ୍ରିକେଟର କରୋନା ସଂକ୍ରମିତ

କଲମ୍ବୋ: ଏସିଆ କପ କ୍ରିକେଟରେ କରୋନା ପାଦ ଥାପିଛି । ରିପୋର୍ଟ ମୁତାବକ ୨ଜଣ ଶ୍ରୀଲଙ୍କା କ୍ରିକେଟର କରୋନା ପଜିଟିଭ ଅଛନ୍ତି । ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବ । ଶ୍ରୀଲଙ୍କାରେ ୯ ଏବଂ ପାକିସ୍ତାନରେ ୪ଟି ମ୍ୟାଚ ଖେଳାଯିବ । କରୋନା ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ ଅଭିଷ୍କା…

ସମ୍ବଲପୁର ବିଶ୍ବବିଦ୍ୟାଳୟ: ପୁରୁଷ ସହକର୍ମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ପ୍ରଫେସର

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମହିଳା ଆସିଷ୍ଟାଣ୍ଟ ପ୍ରଫେସର ତାଙ୍କ ଜଣେ ପୁରୁଷ ସହକର୍ମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଶ୍ୱବିଦ୍ୟାଳୟର ସେହି ରାଜନୀତି ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଜଣେ…

ବରିଷ୍ଠ କଂଗ୍ରେସ ନେତ୍ରୀ ସଂଧ୍ୟା ମହାପାତ୍ରଙ୍କ ବିୟୋଗ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କର ଶନିବାର ଦିନ ରାଜଧାନୀସ୍ଥିତ ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ହୃଦଘାତରେ ଆକ୍ରାନ୍ତ…

ବିଜେଡି ନେତା କ୍ରୀତଦାସ ହୁଅ ନହେଲେ ଜେଲ୍‌ରେ ରୁହ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: କ୍ରୀତଦାସ ହୁଅ ନହେଲେ ଜେଲ୍‌ରେ ରୁହ। ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ହୋଇଥିବା ହାଇଡ୍ରାମାକୁ ନେଇ ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଗତକାଲି ଯାହା ହେଲା ତାହା…

ଏନଏଚଆଇକୁ ରାଜ୍ୟ ସରକାରଙ୍କ ନିବେଦନ, ଖୋର୍ଦ୍ଧା-ଚଣ୍ଡିଖୋଲ ମଧ୍ୟରେ ଥିବା ବ୍ଲାକସ୍ପଟର ମରାମତି ହେଉ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପାଇବା ସହିତ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଜାତୀୟ ରାଜପଥ କଡ଼ରେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ ଗୁଡ଼ିକୁ…