Latest Odisha News

BREAKING NEWS

Browsing Category

ଫିଚର

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ନବୀନଙ୍କ ସମ୍ପର୍କୀୟ ଭାଇ

କଟକ: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇ ଦିଲ୍ଲୀପ ପଟ୍ଟନାୟକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ଆବେଦନ କରିଥିବା ଜଣାଯାଇଛି । ୭୬  ବର୍ଷିୟ ଦିଲୀପ ଓଡିଶାର ମଧୁବାବୁ ପେନସନ…

ବଜ୍ରପାତରୁ ୧୬ ଛାତ୍ରଛାତ୍ରୀ ଅସୁସ୍ଥ, ଦୁଇ ଗୁରୁତର କେନ୍ଦ୍ରାପଡା ହସ୍ପିଟାଲକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ବଜ୍ରପାତ ଘଟି ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଦୁଇ ଛାତ୍ରୀ ଅମୃତା ପଣ୍ଡା ଓ ଆଦ୍ୟାଶା ଲକ୍ଷ୍ମୀ ସାମଲଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…

ଦେଶର ପ୍ରଥମ ହେରିଟେଜ୍ ପରିବହନ ସଂଗ୍ରହାଳୟ : ଯେଉଁଠି ଅଛି ୧୮୩ ବର୍ଷ ପୁରୁଣା ପାଲ୍‌କି

ହରିୟାଣା: ନୁହୁ ଜିଲା ହରିୟାଣାର ପଛୁଆ ଜିଲ୍ଲାମାନଙ୍କ ମଧ୍ୟରେ ଗଣନା କରାଯାଏ । କିନ୍ତୁ ଏଠାରେ ରହିଛି ଦେଶର ଏକମାତ୍ର ହେରିଟେଜ୍ ପରିବହନ ସଂଗ୍ରହାଳୟ । ଏହି ପରିବହନ ସଂଗ୍ରହାଳୟ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଐତିହ୍ୟ ପରିବହନ ସଂଗ୍ରହାଳୟର ବିଶେଷ କଥା…

ନ୍ୟୁଜ କ୍ଲିକ ବିରୋଧରେ ଆକ୍ସନ ନେଲେ ଏଲୋନ ମସ୍କ

ନୂଆଦିଲ୍ଲୀ: ବିବାଦୀୟ ନ୍ୟୁଜ ଓ୍ବେବ ପୋର୍ଟାଲ ନ୍ୟୁଜ କ୍ଲିକର ଟ୍ବିଟର ଆକାଉଣ୍ଟ ନିଲମ୍ବନ ହେଲା। ଆଜି ଅପରାହ୍ନରୁ ସଂପୃକ୍ତ ସଂସ୍ଥାର ଟ୍ବିଟର ଆକାଉଣ୍ଟ ସସପେଣ୍ଡ ବା ନିଲମ୍ବିତ ହୋଇଥିବା ଦେଖିବାକୁ ମିଳିଛି।ମିଡିଆ କମ୍ପାନିର ଆକାଉଣ୍ଟରେ ଏବେ ଲେଖା ହୋଇଛି, ଆକାଉଣ୍ଟ ସସପେଣ୍ଡ। ଏଲନ…

ସୋସିଆଲ ମିଡିଆରୁ ହେଉଥିବା ଆୟର ସତ୍ୟତା ନାହିଁ : କୋହଲି

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ସୋସିଆଲ ମିଡିଆରେ ହେଉଥିବା ଆୟ ସମ୍ପର୍କରେ ନିକଟରେ ଖବର ପ୍ରକାଶ ପାଇଥିଲା । ହୁପର ଏଚକ୍ୟୁ ୨୦୨୩ ଇନଷ୍ଟାଗ୍ରାମ ପକ୍ଷରୁ ଧନୀ ତାଲିକା ପ୍ରକାଶ ପାଇଥିଲା । ଏଥିରେ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ୧୧.୪୫ କୋଟି ଆୟ କରୁଛନ୍ତି…

ବିଜେପି ସରକାର ୫୦ ପ୍ରତିଶତ କମିଶନ ନେଉଛି କହିଲେ ପ୍ରିୟଙ୍କା, ଚେତାବନୀ ଦେଲା ଶାସକ ଦଳ

ଭୋପାଳ: ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟିର ନେତାମାନେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ…

ୱାୟନାଡ ଗଲେ, ମଣିପୁର କଥା କହିଲେ, ଛାଡିବେନି ରାହୁଲ!

ଭୁବନେଶ୍ୱର: ଲୋକସଭା ସଦସ୍ୟ ପଦ ଫେରି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ୱାୟନାଡ଼ ଗସ୍ତ କରିଛନ୍ତି। ସଦସ୍ୟ ପଦ ଫେରିପାଇବା ପରେ ପ୍ରଥମେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ନିଜର ଉଗ୍ର ରୁପ ଦେଖାଇ ରାହୁଲ ଚର୍ଚ୍ଚାକୁ ଆସିଥିଲେ।…

ଯେଭଳି ମନ୍ତବ୍ୟ ପାଇଁ ରାହୁଲଙ୍କ ପଦ ନେଇଥିଲ, ସେଭଳି ମନ୍ତବ୍ୟ ପାଇଁ ସଞ୍ଜୟଙ୍କ ପଦ ନିଅ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ଟିପ୍ପଣୀ ପାଇଁ ଯଦି ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ନିଆଯାଇପାରିଲା ତାହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ବିଜେପି ସାଂସଦ ବନ୍ଦୀ ସଞ୍ଜୟ କୁମାରଙ୍କ ସଦସ୍ୟ ପଦ କାହିଁକି ନିଆଯିବ ନାହିଁ ବୋଲି ପ୍ରଶ୍ନ…

ବାଚସ୍ପତିଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସାଂସଦ ଅଧୀର ରଞ୍ଜନ !

ନୂଆଦିଲ୍ଲୀ: ଲୋକସଭାରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଆଳର ଆଶ୍ରୟ ନେଇ ବିରୋଧୀଙ୍କ ସ୍ୱରକୁ କଣ୍ଠରୋଧ କରିବା ପାଇଁ ଶାସକ ଦଳ ବିଜେପି ଏକ ସୁଚିନ୍ତିତ ରଣନୀତି ତିଆରି କରିଛି। ଅଧୀର ରଞ୍ଜନ…

ଜି-୨୦ ଦୁର୍ନୀତି ନିରୋଧୀ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା- ଦୁର୍ନୀତିର ସର୍ବୋଚ୍ଚ ପ୍ରଭାବ ଗରିବ ଓ ଅବହେଳିତ…

ନୂଆଦିଲ୍ଲୀ: ଦୁର୍ନୀତିର ସର୍ବୋଚ୍ଚ ପ୍ରଭାବ ଗରିବ ଓ ଅବହେଳିତ ଲୋକମାନେ ବହନ କରୁଛନ୍ତି  । ଦୁର୍ନୀତି ସମ୍ବଳର ଉପଯୋଗକୁ ପ୍ରଭାବିତ କରେ । ବଜାରକୁ ଅବ୍ୟବସ୍ଥିତ କରେ  ।  ସେବା ପ୍ରଦାନକୁ ପ୍ରଭାବିତ କରେ ଏବଂ ଶେଷରେ ଲୋକଙ୍କ ଜୀବନର ଗୁଣବତ୍ତାକୁ ହ୍ରାସ କରିଥାଏ । ଜି-୨୦ ଦୁର୍ନୀତି ନିରୋଧୀ…