Latest Odisha News

BREAKING NEWS

Browsing Category

ଫିଚର

ରାହୁଲଙ୍କୁ କହୁଥିଲେ, ଏବେ ମୋଦି ନିଜେ ସେୟା କଲେ!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ଦେଶରେ ଏବେ ପ୍ରତିବର୍ଷ ନୂଆ ଆଇଆଇଟି ଓ ଆଇଆଇଏମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ କହିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ମୋଦି ଆମେରିକାରେ ଏ କଥା କହିଥିଲେ ମଧ୍ୟ ଗତ…

ସିଭିଲ୍ ସର୍ଭିସେସ୍ ୨୦୨୧ ରେଜଲ୍ଟ ଉପରୁ ଅନ୍ତରୀଣ ରହିତାଦେଶ ହଟାଇଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସେସ୍ ରେଜଲ୍ଟ ପ୍ରକାଶନ ଉପରେ ହାଇକୋର୍ଟ ଲଗାଇଥିବା ଅନ୍ତରୀଣ ରହିତାଦେଶ ହଟାଇ ନେଇଛନ୍ତି । ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (OPSC)ର ପିଟିସନର ଶୁଣାଣି କରି ଓସିଏସ୍ ରେଜଲ୍ଟ ଉପରେ ଥିବା ରହିତାଦେଶକୁ କୋର୍ଟ ହଟାଇ ଦେଇଛନ୍ତି । ଜଷ୍ଟିସ୍ ଆଦିତ୍ୟ କୁମାର…

ଘାରିଲା ହାରିବା ଭୟ, ରାଜସ୍ଥାନରୁ ‘ଇଣ୍ଡିଆ’ କୁ ଗାଳି କଲେ ମୋଦି!

ଭୁବନେଶ୍ୱର: ରାଜସ୍ଥାନରୁ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନର ଶିକାର ଠାରେ ପିଏମ କିଷାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେଥିରେ ମୋଦି ସିଧାସଳଖ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି।…

ମସ୍ତିଷ୍କ ପଢ଼ି ପାରୁଥିବା ନ୍ୟୁରୋଟେକ୍ନୋଲୋଜି ଡିଭାଇସ ସାଜିପାରେ ମାରାତ୍ମକ

ନୂଆଦିଲ୍ଲୀ: ବିଜ୍ଞାନର ଅଗ୍ରଗତି ହେବା ଭଲ କଥା । ମାତ୍ର ତାହା ଯଦି ମନୁଷ୍ୟର ବିନାଶ ପାଇଁ କାର୍ଯ୍ୟ କରେ ତାହାକୁ ଆମେ କଣ କହିବା ? ଅତ୍ୟାଧୂନିକ ଜ୍ଞାନକୌଶଳର ବଶୀଭୂତ ହୋଇ ଆମେ ନିଜେ ନିଜର ସମସ୍ତ ପ୍ରାଇଭେଟ ତଥ୍ୟ ଉଜାଗର କରିବାରେ ଲାଗିଛି । ଏହା କେତେ ଯେ, ଭୟଙ୍କର ତାହା ଅନୁମାନ କରି…

ଭାରତୀୟ ଫୁଟବଲ ଟିମର ଏସିଆନ ଗେମ୍ସ ଓ ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ଏସିଆନ ଗେମ୍ସ ଓ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଏସିଆନ ଗେମ୍ସରେ ଭାରତ ଗ୍ରୁପ ଏରେ ଚୀନ, ବାଂଲାଦେଶ ଓ ମ୍ୟାନମାର ସହ ରହିଛି । ଯାହାକି ଅପେକ୍ଷାକୃତ ସହଜ ଡ୍ର ଭାବେ ବିବେଚନା କରାଯାଉଛି । ସେହିପରି ବିଶ୍ୱକପ…

ଆୟଠୁ ଅଧିକ ୩୧୩ ପ୍ରତିଶତ ସମ୍ପତ୍ତି, ଗିରଫ ହେଲେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଠାରୁ ଆୟଠୁ ୩୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଗିରଫ କରିଛି । ଠାବ ସମ୍ପତ୍ତି ମଧ୍ୟରେ ଗୋଟିଏ ରାଜକୀୟ ୩ ମହଲା କୋଠା ସହ ୨ଟି ପ୍ଲଟ୍, ୧.୫୪ କୋଟିର ଜମା, ୨.୬୫…

ଥରୁଛି ପୁରୀ; ଗୁଳିମାଡର ୨୪ ଘଣ୍ଟା ନ ପୂରୁଣୁ ବୋମାମାଡ

ପୁରୀ: ଅପରାଧୀଙ୍କ ଚରାଭୂଇଁ ପାଲଟିଲାଣି ପୁରୀ । ଗତକାଲି ସନ୍ଧ୍ୟାରେ ଗୁଳିମାଡ ପରେ ଆଜି ପୁଣି ହୋଇଛି ପୁରୀରେ ବୋମାମାଡ। ଗତକାଲି ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ଗୁଳିମାଡର ୨୪ ଘଣ୍ଟା ନ ପୂରୁଣୁ ପୁଣି ବୋମାମାଡ ହୋଇଛି  ସଦର ମୁକୁନ୍ଦ ମିଶ୍ର ନଗରରେ । ଆଜି  ଅପରାହ୍ନ ୩ଟାରେ …

ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭର୍ତ୍ସନା କଲେ, କାର୍ଯ୍ୟକାଳ ବଢ଼ାଇଲେ । ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରି କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ସଞ୍ଜୟ କୁମାର ମିଶ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ଭାବେ ସେପ୍ଟେମ୍ବର ୧୫ ଯାଏ ରହିବ…

ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ଓଏସଏସସି ପ୍ରଶ୍ନପତ୍ର; ପର୍ଦ୍ଦାଫଶ କଲେ ଏସପି

ଭୁବନେଶ୍ୱର: କେଉଁଠୁ ଲିକ ହେଲା ପ୍ରଶ୍ନପତ୍ର ? କେମିତି ଲିକ ହେଲା ? ସାମ୍ନାକୁ ଆସିଲା ରହସ୍ୟ । ଆଉ କେଉଁଠୁ ନୁହେଁ, ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ପ୍ରଶ୍ନପତ୍ର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଓଏସଏସସି ଜେଇ ସିଭିଲ ମେନ ପ୍ରଶ୍ନପତ୍ର ଲିକ ମାମଲାରେ…

କଥାରେ କଥାରେ ହୃଦୟ ଜିତିଲେ ରାଷ୍ଟ୍ରପତି..ଓଡ଼ିଆ ଖାଦ୍ୟ ଖାଇଲେ, ଓଡ଼ିଶା ଶାଢୀ କିଣି ନେଲେ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ   ‘ଡିଭାଇନ୍ ଲାଇଫ୍’ କାର‌୍ୟ୍ୟକ୍ରମରେ ଯୋଗ ଦେଇ ବେଶ ଭାବବିହ୍ୱଳ ହୋଇ ପଡିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୀବନର ବାସ୍ତବ ତତ୍ତ୍ୱକୁ ବୁଝାଉ ବୁଝାଉ ମରମ କଥା କହି ଦେଇଥିଲେ । ରାଷ୍ଟ୍ରପତି…