Latest Odisha News

BREAKING NEWS

Browsing Category

ଫିଚର

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ୧୪ ଅକ୍ଟୋବରରେ ଖେଳାଯିବ: ରିପୋର୍ଟ

ମୁମ୍ବାଇ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏଥର ୧୫ ଅକ୍ଟୋବର ବଦଳରେ ୧୪ରେ ମ୍ୟାଚ ଖେଳାଯିବ । ଭେନ୍ୟୁରେ କୌଣସି ପରିବର୍ତନ କରାଯିବ ନାହିଁ । ନବରାତ୍ରୀ ଓ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖାଯାଇ…

ରିଲିଜ ହେଲା ବାବୁସାନଙ୍କ ଆଗାମୀ ଫିଲ୍ମ ‘ମାଲ୍ୟଗିରି’ର ପ୍ରଥମ ଝଲକ

ଭୁବନେଶ୍ୱର: ଫିଲ୍ମ 'ଦମନ' ର ଦମଦାର ସଫଳତା ପରେ ପୁଣି ଆଉ ଏକ ଫିଲ୍ମରେ ଧମାକା କରିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି। ଜୁନ ୩୦ ତାରିଖରେ ଅଭିନେତା ନିଜ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ବଡ଼ ଉପହାର। ନିଜର ଆଗାମୀ ଫିଲ୍ମ 'ମାଲ୍ୟଗିରି'ର ପ୍ରଥମ ଝଲକ ଗତକାଲି…

କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ଚାଲିଗଲା ପ୍ରସୂତିଙ୍କ ଜୀବନ

ଭୁବନଶ୍ୱର:ରାଜଧାନୀରେ ବଢୁଛି ଡେଙ୍ଗୁର ପ୍ରକୋପ । ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ…

ଷ୍ଟଂଟ ପାଇଁ ଲୋକପ୍ରିୟ ହୋଇଥିଲେ, ୬୮ ମହଲାରୁ ପଡି ଗଲା ଜୀବନ

ଭିକ୍ଟୋରିୟା: ରେମି ବ୍ଲୁୟୋସିଡିଙ୍କୁ କିଏ ବା ନ ଜାରେ । ଡେଭାର ଡେଭିଲ୍ସ ଷ୍ଟଂଟ ପାଇଁ ସେ ସାରା ବିଶ୍ୱରେ ପରିଚିତ ହୋଇ ପଡିଥିଲେ । ତେବେ ଏହି ଷ୍ଟଂଟ ଶେଷରେ ତାଙ୍କ ଜୀବନ ନେଇଛି । ୩୦ ବର୍ଷୀୟ ଏହି ଫ୍ରାନ୍ସିସ ଡେୟାରଡେଭିଲ ବ୍ୟକ୍ତି ଜଣଙ୍କ ହଂକଂର ଏକ ୬୮ ମହଲା ବିଲ୍ଡିଂରୁ ପଡି ମୃତ୍ୟୁବରଣ…

ଅଗଷ୍ଟ ୩ରେ ଲଞ୍ଚ ହେବ ‘ଏଥର’ର ନୂଆ ଇଲେକ୍ଟ୍ରିକ ସ୍କୁଟର: ଜାଣନ୍ତୁ କେତେ ଅଛି ଦାମ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ସ୍କୁଟର ସେଗମେଣ୍ଟରେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଓଲା ନିଜର ସବୁଠାରୁ ସୁଲଭ ମୂଲ୍ୟର ସ୍କୁଟରର ବଜାରପ୍ରବେଶ କରାଇଥିଲା । ଏବେ ଏଥର ଏନର୍ଜୀ ନିଜର ଇଲେକ୍ଟ୍ରି ସ୍କୁଟରର ବୁକିଂ ଆରମ୍ଭ କରି ଦେଇଛି । ଏହି ସ୍କୁଟର ଅଗଷ୍ଟ ୩ ତାରିଖରେ ଲଞ୍ଚ ହେବ ।…

ସମୁଦ୍ରର ରଙ୍ଗ ବଦଳି ସବୁଜ ହେଉଛି, ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ: ପରିବେଶକୁ ଧ୍ୱଂସ କରିବାରେ ମନୁଷ୍ୟ ମୂଖ୍ୟ ଭୂମିକା ଗ୍ରହଣ କରୁଛି । ତାପମାତ୍ରା ବୃଦ୍ଧି ପାଇବାଠାରୁ ଆରମ୍ଭ କରି ଅନେକ କିଛି ବ୍ୟତୀକ୍ରମ ଦେଖିବାକୁ ମିଳୁଛି । ଏବେ ସମୁଦ୍ରର ରଙ୍ଗ ବଦଳିବା ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ସମୁଦ୍ର ଏବେ ଧିରେ ନୀଳରୁ ସବୁଜ ହେଉଛି । ଏହାର…

ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ କରିବ କିଷାନ କଂଗ୍ରେସ

ଭୁବନେଶ୍ୱର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଚାଷ ଅତ୍ୟନ୍ତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏନେଇ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଦାବି କରିଛି କିଷାନ କଂଗ୍ରେସ। ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ…

ଭୁଶୁଡି ପଡିଲା ନିର୍ମାଣାଧୀନ କଲଭର୍ଟ: ୪ ଶିଶୁଙ୍କ ସମେତ ଚାଲିଗଲା ୫ଜଣଙ୍କ ଜୀବନ

ରାୟଗଡା:ଭୁଶୁଡି ପଡିଲା ନିର୍ମାଣାଧୀନ କଲର୍ଭଟ । ଚାଲିଗଲା ୫ ଜୀବନ  । ଏପରି ହୃଦୟ ବିଦାରକ ଘଟିଛି ରାୟଗଡା ଜିଲ୍ଲାରେ । ମୃତ ୫ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, କଲ୍ୟାଣସିଂହପୁର ଉପରସାଜା ନିକଟରେ ଏକ କଲଭର୍ଟର ନିର୍ମାଣ କାମ ଚାଲିଥିଲା । ଆଜି…

ବେଆଇନ ଟ୍ରେଡିଂ ଆପ୍‌ଠାରୁ ଦୂରେଇ ରହିବାକୁ ଓଡ଼ିଶା ପୋଲିସର ସଚେତନତା ଜାରି

ଭୁବନେଶ୍ୱର: ଲୋନ ଆପ୍ ଜରିଆରେ ଠକେଇ ହେବା ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର। ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଠକୁଛନ୍ତି ଅଦୃଶ୍ୟ ଲୁଟେରା। ଏଥିପ୍ରତି ସାବଧାନ ରହିବାକୁ ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି। ବେଆଇନ…

ଏକାଠି ବାଇକରେ ଆସୁଥିଲେ, ବଜ୍ରାଘାତରେ ଟଳିପଡ଼ିଲେ ବାପା-ପୁ୍ଅ

ଜଗତସିଂହପୁର : ବାପାଙ୍କୁ ଆଣିବାକୁ  ଯାଇଥିଲା ପୁଅ  । ବାଇକରେ ଏକାଠି ଫେରୁଥିଲେ ବାପ-ପୁଅ । ହେଲେ କିଏ ଜାଣିଥିଲା, ଏ ଯାତ୍ରା ଥିଲା ଉଭୟଙ୍କର ଶାେଷ ଯାତ୍ରା ଥିଲା ବୋଲି ? ଅଧାବାଟରେ ହେଲା ବଜ୍ରପାତ । ଅଧାବଟରେ ଟଳି ପଡିଲେ ବାପା-ପୁଅ । କେହି ଫେରିଲେନି ଘରକୁ । ସେହିଠାରେ ହିଁ ଚାଲିଗଲା…