Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଶୀଘ୍ର ସଂସଦରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଅଧ୍ୟାଦେଶ ସମ୍ପର୍କିତ ବିଲକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏବେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ଉପସ୍ଥାପନ କରି ପାରନ୍ତି । ଗତ ମେ ୧୯ରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ ।…

ଯୁବତୀଙ୍କ କେଶକୁ ଦେଖି ଯୁବକମାନେ ପାଗଳ : ଏହାକୁ ନେବାକୁ ଅଢେଇ କୋଟି ଟଙ୍କାର ଅଫର

ଆଜିକାଲି ନିଜକୁ ପରିଚିତ କରିବାକୁ ହେଲେ ସୋସିଆଲ ମିଡ଼ିଆ ହେଉଛି ସବୁଠୁ ସହଜ ମାଧ୍ୟମ । ଏଥିଲାଗି ଜଣେ ସହଜରେ ନିଜର ପ୍ରତିଭା ଦେଖାଇବା ସହ ଅଳ୍ପଦିନରେ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିପାରିବ । ବ୍ରିଷ୍ଟଲରେ ରହୁଥିବା ଜଣେ ଯୁବତୀ ନିଜର ଲମ୍ବା ଓ ଗହବା କେଶକୁ ସୋସିଆଲ ମିଡ଼ିଆରେ ସେୟାର କରି…

ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ବନ୍ଦ ରହିବ ହାଇକୋର୍ଟ ନିକଟରେ ଥିବା ଏସବୁ କାର୍ଯ୍ୟାଳୟ…

କଟକ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ବୁଧବାର ରାଷ୍ଟ୍ରପତି କଟକ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟରେ ରହିଥିବା କାର୍ଯ୍ୟାଳୟ, ବ୍ୟାଙ୍କ ଓ ଡାକଘର ବନ୍ଦ ରହିବ ।…

ବଢ଼ୁଛି ଚାଉଳ ଦାମ, ଉତ୍ପାଦନ ହ୍ରାସ ପଛର କାରଣ କଣ ?

ନୂଆଦିଲ୍ଲୀ: ଟମାଟୋ ପରେ ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି ଚାଉଳ । ବିଶ୍ୱରେ ଏବେ ଚାଉଳ ସଂକଟ ଦେଖା ଦେଇଛି । ଦୁନିଆ ବ୍ୟାପୀ ଚଳିତ ବର୍ଷ କମ୍ ଚାଉଳ ଉତ୍ପାଦିତ ହୋଇଥିବା ବେଳେ ଭାରତ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଫିଚ୍ ସଲ୍ୟୁସନର ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ କମିଛି ଚାଉଳର…

ଘରୋଇ ପିଚରେ ଭାରତୀୟ କ୍ରିକେଟ ଦଳ ଖେଳିବ ୧୬ ଆନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୩ ଓ ୨୪ରେ ଭାରତୀୟ ଦଳ ଘରୋଇ ପରିବେଶରେ ୧୬ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଏଥିରେ ୫ଟି ଟେଷ୍ଟ, ୩ ଦିନିକିଆ ଓ ୮ଟି ଟି୨୦ ମ୍ୟାଚ ଖେଳାଯିବ । ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ।…

୭ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି ମହିଳା, କ’ଣ ଫାଇଦା ମିଳୁଛି ଜାଣନ୍ତୁ

ଇଂଲଣ୍ଡ: ସକାଳେ ଓ ସନ୍ଧ୍ୟାରେ ଘାସ ଉପରେ ଖାଲି ପାଦରେ ଚାଲିବାକୁ ଡ଼ାକ୍ତରମାନେ ପରାମର୍ଶ ଦିଅନ୍ତି । ଏହାଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଏପରି ଜଣେ ମହିଳା ଅଛନ୍ତି, ଯିଏ ୭ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି । ଜୋତା ଏବଂ ଚପଲ ପିନ୍ଧିବା ବନ୍ଦ କରି ଦେବାରୁ ତାଙ୍କର କ’ଣ ସବୁ ଫାଇଦା…

ବୁଧବାର ନା ଗୁରୁବାର ବନକଲାଗି ନୀତି କେବେ ?

ପୁରୀ: ପ୍ରଶାସନ ନା ସେବାୟତ ? କାହା କଥାରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ? ସ୍ୱତଃ ଲିପି ଅନୁସାରେ ହେବ ନା ନାହିଁ । ଦୀର୍ଘ ୨୫ ଦିନ ଧରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇ ପାରନାହିଁ । ବନକଲାଗି ନୀତି ବୁଧବାର ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ହେଲେ ଗୁରୁବାର…

ହରିୟାଣାରେ ବିଜେପି ଉପରେ ଲାଗିଲା ବ୍ୟାନ!

ଭୁବନେଶ୍ୱର: ହରିୟାଣା ବିଜେପିରେ ବଡ଼ ବିଦ୍ରୋହ ଦେଖାଦେଇଛି। ନବମ ଶତାବ୍ଦୀର ଶାସକ ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ଦଳ ଭିତରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣ ପାଇଁ ବିଜେପିର ବହୁ ନେତା ଦଳରୁ ଇସ୍ତଫା ଦେଇଛନ୍ତି।…

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି। ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ…

୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ ହେଲେ ହରମନପ୍ରୀତ

ଦୁବାଇ: ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ମ୍ୟାଚରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ଭାରତୀୟ ମହିଳା ଟିମର ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମଙ୍ଗଳବାର ଆଇସିସି ଆଚରଣ ସଂହିତା ତାଙ୍କୁ ୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ କରିଛି…