Latest Odisha News

BREAKING NEWS

Browsing Category

ଫିଚର

ଦ୍ୱିତୀୟ ପେସ ବୋଲର ଭାବେ ୬୦୦ ଟେଷ୍ଟ ୱିକେଟ ହାସଲ କଲେ ବ୍ରଡ

ଲଣ୍ଡନ: ଚଳିତ ଆଶେସ କ୍ରିକେଟ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ପେସ ବୋଲର ଷ୍ଟୁଆର୍ଟ ବ୍ରଡ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଦ୍ୱିତୀୟ ପେସ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ ହାସଲ କରିଛନ୍ତି । ୧୧୬ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଜେମ୍ସ…

ଏଠି ୨୪ ଘଣ୍ଟା ପାଇଁ ହୁଏ ବିବାହ, କାରଣ କ’ଣ ଜାଣନ୍ତୁ

ଚୀନ: କୁହାଯାଏ, ବିବାହ ହେଉଛି ସାତ ଜନ୍ମର ସମ୍ପର୍କ । ଥରେ ବିବାହ ବନ୍ଧନରେ ବାନ୍ଧିହେଲେ ସାରାଜୀବନ ସାଥୀ ହୋଇ ରହିବାର ଶପଥ ନିଅନ୍ତି ଦମ୍ପତ୍ତି । କିନ୍ତୁ ଚୀନ୍‌ରେ ମାତ୍ର କିଛି ଘଣ୍ଟା ପାଇଁ ହୁଏ ବିବାହ । ଏଥିଲାଗି ପୁରୁଷକୁ ଦେବାକୁ ପଡ଼େ ମୋଟା ଅଙ୍କର ଅର୍ଥ । ଏହାର କାରଣ ଜାଣିଲେ…

ଜଘନ୍ୟ ଅପରାଧରେ ସଂପୃକ୍ତ ବିଜେପି ନେତା ଅପରାଧ ସଂପର୍କରେ ପ୍ରବଚନ ଦେବା ବିଡ଼ମ୍ବନା: ବିଜେଡି

ଭୁବନେଶ୍ୱର: ହତ୍ୟା ମାମଲାଠୁ ଆରମ୍ଭ କରି ସବୁ ପ୍ରକାର ଗୋଲକ ଧନ୍ଦାରେ ସଂପୃକ୍ତ ଓଡ଼ିଶା ବିଜେପିର ଜଣେ କୁହାଳିଆ ନେତା କିଭଳି କଳଙ୍କିତ ଚରିତ୍ରର ବ୍ୟକ୍ତି, ତାହା ସମସ୍ତଙ୍କୁ ଜଣା । ରାଜ୍ୟ ବିଜେପିର ବଡ଼ବଡ଼ ପଦପଦବିରେ ବସିଥିବା ଏଭଳି ଅଭ୍ୟାସଗତ ଅପରାଧୀମାନେ ଅପରାଧ ସଂପର୍କରେ ପ୍ରବଚନ…

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୂରଲୀଧର ଅଗଷ୍ଟ ୭ରେ ଅବସର ଗ୍ରହଣ କରିବେ । ଜଷ୍ଟିସ୍ ଏସ୍ ମୂରଲୀଧରଙ୍କ ସ୍ଥାନରେ…

ସରକାରୀ ରେକର୍ଡ଼ରେ ରହିଛି ଏମିତି ୪ ଗାଁ, ଯେଉଁଠି ନାହାନ୍ତି ଲୋକେ

ହରିୟାଣା: ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜନସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି । କିନ୍ତୁ ଭାରତରେ ଏପରି ଗ୍ରାମ ରହିଛି ଯେଉଁଠି କୌଣସି ଲୋକ ବସବାସ କରନ୍ତି ନାହିଁ । ତାହା ପୁଣି ଗୋଟିଏ ନୁହେଁ ଚାରିଟି ଗାଁ ।…

ଏମର୍ଜିଂ ଏସିଆ କପ କ୍ରିକେଟ: ସାଇ ସୁଦର୍ଶନଙ୍କ ଶତକ, ପାକିସ୍ତାନ ଏ ବିପକ୍ଷରେ ଭାରତ ଏର ସହଜ ବିଜୟ

କଲମ୍ବୋ: ଚଳିତ ଏମର୍ଜିଂ ଏସିଆ କପ କ୍ରିକେଟରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ଭାରତ ଏ ୮ ୱିକେଟରେ ପାକିସ୍ତାନ ଏକୁ ପରାସ୍ତ କରିଛି । ଗ୍ରୁପ ବିର ଶୀର୍ଷ ସ୍ଥାନରେ ରହିଥିବା ଭାରତ ସେମିଫାଇନାଲରେ ବାଂଲାଦେଶ ଏକୁ ଭେଟିବ । ୨୧ରେ ୨ଟି ଯାକ ସେମିଫାଇନାଲ ମ୍ୟାଚ ଖେଳାଯିବ । ଦ୍ୱିତୀୟ ସେମିରେ…

ରେଳ ଧାରଣାରୁ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଧଉଳିପସି ନିକଟ ରେଳ ଧାରଣାରୁ ସ୍ୱାମୀ, ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ସନ୍ଦେହ କରାଯାଉଛି ଦମ୍ପତି କୌଣସି କାରଣରୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରି ଥାଇ ପାରନ୍ତି । ବୁଧବାର ସନ୍ଧ୍ୟାରେ ଧଉଳିପସି ଓ ଟମକା ରେଲୱେ ଷ୍ଟେସନ୍ ମଧ୍ୟରେ ଏହି ଘଟଣା…

ଏସିଆ କପ କ୍ରିକେଟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ:ପାକିସ୍ତାନ କ୍ରିକେଟ ବୋର୍ଡ ଓ ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ବୁଧବାର ଆଗାମୀ ଏସିଆ କପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୨ ସେପ୍ଟମ୍ବରରେ କାଣ୍ଡିରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । ୪ରେ ଏଠାରେ ନେପାଳକୁ ଭେଟିବ ଭାରତ । ଭାରତୀୟ ଟିମ…

୫ଟି ସ୍କୁଲ୍ ଛାତରୁ ପ୍ଲାଷ୍ଟର ଖସି ୩ ଶିକ୍ଷକଙ୍କ ଓ ଅନ୍ୟ ଜଣେ ଆହତ

ପୁରୀ: ୫ଟି ଅଧିନରେ ରୂପାନ୍ତିରତ ହୋଇଥିବା ସ୍କୁଲ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିବା ଫଳରେ ୪ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗର ତାଳଦା ଏଡ଼ବାଂଶ ପଢ଼ିଆରୀ ହାଇସ୍କୁଲରେ ଏହି ଅଘଟଣ ଘଟିଛି । ଷ୍ଟାଫ୍ କମନ ରୁମରେ ମିଟିଂ ଚାଲିଥିବା ବେଳେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିଥିଲା ।…

ମହିଳାଙ୍କ ଟାଟୁ ନିଶା: ପ୍ରତିଦିନ ଶୋଇବା ପୂର୍ବରୁ ତାଙ୍କ ଶରୀରରେ ପ୍ରେମିକ କରନ୍ତି ଟାଟୁ

ବ୍ରିଟେନ: ଆଜିକାଲି ଯୁବପୀଢିଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ପାଲଟି ଯାଇଛି । କିନ୍ତୁ ବିଟ୍ରେନର ଜଣେ ମହିଳାଙ୍କ ପାଇଁ ଟାଟୁ କରିବା ଏକ ପ୍ରକାରର ନିଶା ପାଲଟିଯାଇଛି । ସେ ଏତେଗୁଡ଼ିଏ ଟାଟୁ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଶହ ଶହ ଟାଟୁ ରହିଛି । ୪୬…