Latest Odisha News

BREAKING NEWS

Browsing Category

ଫିଚର

ବାହାନଗା ଟ୍ରେନ ଦୁର୍ଘଟଣା: ଆଉ ଦୁଇ ଅଧିକାରୀଙ୍କୁ ଚନ୍ଦକା ଥାନାରେ ସିବିଆଇର ଜେରା

ବାଲେଶ୍ୱର: ବାହାନଗା ଷ୍ଟେସନରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ମାମଲାରେ ସୋମବାର ସିବିଆଇ ଭାରତୀୟ ରେଳବାଇର ଆଉ ଦୁଇ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି। ନାମ ଉଲ୍ଲେଖ ନଥିବା ଏହି ଦୁଇ କର୍ମଚାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନାରେ ଡକାଇ ସିବିଆଇ ଅଧିକାରୀଙ୍କ ଏକ ଟିମ୍…

ବାପା ପରେ ଏବେ ପୁଅ ସହ ଖେଳିବେ କୋହଲି

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ଭାରତ ପକ୍ଷରୁ ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବାପା ଜ୍ୟେଫ ମାର୍ଶ ଏବଂ ପରେ ପୁଅ ଶନ ମାର୍ଶଙ୍କ ସହ ଖେଳିଥିଲେ । ଏବେ କୋହଲି ଏହି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି । ୩୪ ବର୍ଷୀୟ…

ଜମି ବିବାଦରୁ ତୁମୁଳକାଣ୍ଡ, ସାନ ଭାଇ ଓ ପୁତୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ । ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ମଧୁ ବିଶ୍ୱାଳ। ହତ୍ୟାକାରୀ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ପାଇକ ବୋଲି…

ନୋଏଡାରୁ ୩.୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ଓଡ଼ିଆ

ନୂଆଦିଲ୍ଲୀ: ସୋମବାର ନୋଏଡ଼ାରେ ସାଢ଼େ ୩ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଓଡ଼ିଶାର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶରୁ ଏହି ଗଞ୍ଜେଇ ରାଜଧାନୀ ଦିଲ୍ଲୀକୁ ଚାଲାଣ ହେଉଥିଲା। ଇନ୍ଦ୍ରଜିତ ସେନାପତି ନାମକ ବ୍ୟକ୍ତିଙ୍କ ସହ ତାଙ୍କ ସହଯୋଗୀ ପଶ୍ଚିମବଙ୍ଗର ପରିତୋଷଙ୍କୁ…

ବାହୁବଳୀ, ଆରଆରଆରଠାରୁ ଆହୁରି ଭବ୍ୟ ହେବ ରାଜମୌଲୀଙ୍କ ପରବର୍ତୀ ଫିଲ୍ମ

ମାଡ୍ରାସ: ଲୋକପ୍ରିୟ ଫିଲ୍ମ ନିର୍ମାତା ଏସଏସ ରାଜମୌଲୀ ଓ ମହେଶ ବାବୁଙ୍କ ଆଗାମୀ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ଏବେଠାରୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଲାଣି । ସ୍କ୍ରିପ୍ଟ ରାଇଟର କେଭି ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି ଏହି ପ୍ରୋଜେକ୍ଟ ବାହୁବଳୀ ଓ ଆରଆରଆରଠାରୁ ଆହୁରି ଭବ୍ୟ ହେବ ।…

ଆବୁଧାବୀରେ ପ୍ରତିଷ୍ଠା ହେବ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ

ନୂଆଦିଲ୍ଲୀ: ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ । ସୋମବାର ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ…

‘୧୨ ବର୍ଷରେ ଓଡ଼ିଶାର ଚାଷୀଙ୍କଠୁ ଅନେକ ଜମି କିିଣି ନେଇଛନ୍ତି ଦକ୍ଷିଣ ଭାରତର କଣ୍ଟ୍ରାକ୍ଟର’

ଭଦ୍ରକ: ରାଜ୍ୟ ସରକାର ଦକ୍ଷିଣ ଭାରତର କମ୍ପାନୀକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଆଉ ଏହି କମ୍ପାନୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଜମି କିଣି ନେଇଛନ୍ତି। ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଚାନ୍ଦବାଲିରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଉଦବୋଧନ ଦେବା ବେଳେ ସେ…

ୱିମ୍ବେଲଡନ: ତୃତୀୟ ରାଉଣ୍ଡରେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ୪୩ ବର୍ଷୀୟ ରୋହନ ବୋପାନ୍ନା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁରୁଷ ଡବଲ୍ସରେ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସୋମବାର ଦ୍ୱିତୀୟ ରାଉଣ୍ଡରେ ସେମାନେ ବ୍ରିଟେନର ୱାଇଲ୍ଡ…

ଏମିତି ହୋଟେଲ: ଯେଉଁଠି ଥାଳିରେ ନୁହେଁ , ମହିଳାଙ୍କ ଉଲଗ୍ନ ଶରୀର ଉପରେ ପରଷା ଯାଏ ଖାଦ୍ୟ

ଜାପାନ: ସାଧାରଣତଃ ଆମେ କଦଳୀ ପତ୍ରଠାରୁ ଆରମ୍ଭ କରି ମାଟିପାତ୍ର,ଷ୍ଟିଲ, ପିତଳ ପାତ୍ରରେ ଖାଦ୍ୟ ଖାଇଥାଉ । କିନ୍ତୁ ବିଭିନ୍ନ ହୋଟେଲରେ ଖାଦ୍ୟ ପରଷିବାର ଶୈଳୀ ପୁରା ଭିନ୍ନ ହୋଇଥାଏ । ଯାହାର ପରଷିବା ଶୈଳୀ ଯେତେ ଆକର୍ଷଣୀୟ ହୁଏ ସେଠାରେ ଲୋକଙ୍କ ଭିଡ଼ ଜମିଥାଏ । କିନ୍ତୁ ଜାପାନରେ ଏମିତି ହୋଟେଲ…

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ

ମାଲକାନଗିରି : ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ବିଏସ୍ଏଫ୍ ଯବାନମାନେ ଗୋମଫାକୋଣ୍ଡା ସଂରକ୍ଷିତ ଜଙ୍ଗଲର ସାଧାରଣ ଅଞ୍ଚଳରେ…