Latest Odisha News

BREAKING NEWS

Browsing Category

ଫିଚର

ବନ୍ୟାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ; ବିଧାନସଭା, ସୁପ୍ରିମକୋର୍ଟ ନିକଟରେ ପହଞ୍ଚିଲାଣି ପାଣି

ନୂଆଦିଲ୍ଲୀ:ଭୟଙ୍କର ହେଉଛି ଯମୁନା । ଯମୁନା ନଦୀର ବନ୍ୟାପାଣିରେ ଯେମିତି ସାରା ଦିଲ୍ଲୀ ଭାସୁଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପାଣି । ଲାଲକିଲ୍ଲା, ରାଜଘାଟରେ ବି ପାଣି । ଦିଲ୍ଲୀ ବିଧାନସଭା ନିକଟରୁ ମାତ୍ର ୩୫୦ ମିଟର ଦୂରରେ ନଦୀ ଜଳ ପହଞ୍ଚି ସାରିଛି । ଏପରିକି ସୁପ୍ରିମକୋର୍ଟ ନିକଟରେ…

ପିଏମ ଆବାସ ବଣ୍ଟନରେ ଅନିୟମିତତା: ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ଆମରଣ ଅନଶନ

ସୁବର୍ଣ୍ଣପୁର: ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା, ସିଂହାରୀ ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଗତ ୧୧…

ବାହାନଗା ଟ୍ରେନ ଟ୍ରାଜେଡି: ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଜେରା ଜୋରଦାର କରିଛି ସିବିଆଇ । ୩ ଜଣ କର୍ମଚାରୀଙ୍କୁ ଗିରଫ କରି ଦୁଇ ଦୁଇଥର ରିମାଣ୍ଡରେ ନେଇ ଘନଘନ ଜେରା କରୁଛି ସିବିଆଇ । ଏବେ  ଆହୁରି ୧୦ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ସେମାନେ ହାଜର ହୋଇ ନିଜର ପକ୍ଷ ରଖିବେ ।…

ମିଳିଲା ନିଖୋଜ ଛାତ୍ର ଯୋଗେଶଙ୍କ ସନ୍ଧାନ, ୯ ଦିନ ପରେ ପୁରୀରୁ ହେଲେ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ମୈତ୍ରୀ ବିହାରରୁ ୧୬ ବର୍ଷର ପିଲା ନିଖୋଜ ଘଟଣା। ମିଳିଲା ନିଖୋଜ ଛାତ୍ର ଯୋଗେଶ ବାଲାଜୀ ଲିଙ୍ଗାଡ଼ିଙ୍କ ସନ୍ଧାନ। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରେସନ ଦ୍ୱାରା ପୁରୀ ଜିଲ୍ଲା ଜେନାପୁର ଅଞ୍ଚଳରୁ ଦଶମ ଶ୍ରେଣୀ ଛାତ୍ର ଯୋଗେଶଙ୍କୁ ଉଦ୍ଧାର କଲା ମୈତ୍ରୀ ବିହାର ପୋଲିସ।…

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ବାଘ, ଘଡିଆଳ ଦେଇ ଆଣିବେ ଗିବନ ଓ ଚିତାବିରାଡ଼ି

ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଆସିବେ ଗିବନ ଓ ଚିତାବିରାଡି । ବାଘ ଓ ଘଡିଆଳ ବଦଳରେ ଆସିବେ ଏହି ଗିବନ ଓ ଚିତାବିରାଡି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାମ ୨ଟି ହୁଲକ ଗିବନ ଓ ଦୁଇଟି ଚିତାବିରାଡି ଆଣିବ । ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗର…

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତ ମାସ ମାଲକାନଗିରି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ କଂଗ୍ରେସ କର୍ମୀ। ଜୁଲାଇ ୧୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୧୪ ତାରିଖ ଦିନ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା…

ନିର୍ବାଚନ ପୂର୍ବରୁ ନିଜର କ୍ଷମତା ହସ୍ତାନ୍ତର କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖୁବ୍ ଶୀଘ୍ର ପାକିସ୍ତାନ ଶାସନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜର କାର୍ଯ୍ୟଭାର ଅନ୍ୟ ସଦସ୍ୟଙ୍କୁ ଦେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଶେହବାଜ ସରିଫଙ୍କ ଏହି…

ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦ ଲେଜିଅନ୍ ଅଫ୍ ଅନର୍' ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନ…

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ: ଜାଣନ୍ତୁ ଏହାର ଫାଇଦା

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ।…

ଆଜି ଚନ୍ଦ୍ର ପୃଷ୍ଠକୁ ଉଡ଼ାଣ ଭରିବ ଚନ୍ଦ୍ରଯାନ-୩

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆଜି ଦିନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି। ଚନ୍ଦ୍ରଯାନ-୩ ଉତକ୍ଷେପଣର ପ୍ରାୟ ମାସକ ପରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବ। ଲ୍ୟାଣ୍ଡର ବିକ୍ରମ ଓ…