Latest Odisha News

BREAKING NEWS

Browsing Category

ଫିଚର

ଉତ୍ତର ଭାରତରେ ଜଳ ପ୍ରଳୟ, ଭାସୁଛି ଦିଲ୍ଲୀରୁ କାଶ୍ମୀର

ନୂଆଦିଲ୍ଲୀ : ଉତ୍ତର ଭାରତରେ ତାଣ୍ଡବ ରଚୁଛି ଜଳ ପ୍ରଳୟ । ଦିଲ୍ଲୀ ରୁ କାଶ୍ମୀର ସବୁଠି ଜଳ ହିଁ ଜଳ । ସତେ ଯେମିତି ପାଣିରେ ବୁଡ଼ି ରହିଛି ଉତ୍ତର ଭାରତର ଅନେକ ସ୍ଥାନ । କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ।…

ସଡ଼କ ଦୁର୍ଘଟଣାରେ ଡିଭିଏଫ୍ ଯବାନ ମୃତ

ମାଲକାନଗିରି: ୨ଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ଚମ୍ପାଖାରି ନିକଟରେ ଗତ ରାତିରେ ଯବାନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅନ୍ୟ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ…

ପଞ୍ଚାୟତ ଭୋଟ ବେଳେ ହିଂସାକାଣ୍ଡ: ପଶ୍ଚିମବଙ୍ଗରେ ଆଜି ସାନି ମତଦାନ

କୋଲକାତା: ପଶ୍ଚିମବଙ୍ଗରେ ହିଂସା ପ୍ରଭାବିତ ସ୍ଥାନରେ ସୋମବାର ସକାଳ ୭ଟାରୁ ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ ଆରମ୍ଭ କରିଛନ୍ତି। ହିଂସା କାରଣରୁ ମତଦାନ ରଦ୍ଦ କରାଯାଇଥିବା ବୁଥ ଗୁଡିକରେ ଆଜି ପୁଣି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି।…

ଆଜିଠୁ ଦୁଇଦିନିଆ ଅନୁଗୁଳ ଗସ୍ତରେ ୫-ଟି ସଚିବ

ଅନୁଗୁଳ: ଆଜିଠୁ (ସୋମବାର) ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ଗସ୍ତ ଅବସରରେ ଜିଲ୍ଲାର ୫ ଟି ବିଧାନସଭା କ୍ଷେତ୍ରରେ ୨୦ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଆଜି ସକାଳ ୯ଟା ବେଳେ ପାଣ୍ଡିଆନ ହେଲିକପ୍ଟରରେ ଆସି ଗୋପାଳପ୍ରସାଦସ୍ଥିତ…

ସରକାରୀ ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଗୋଦାମରେ ଥିବା ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନାନୁସାରେ ମହିନ୍ଦ୍ରା ସୋ’ରୁମ ପଛ ସେକ୍ଟର-ଏ ରେ ଥିବା ଓଡ଼ିଶା ରାଜ୍ୟ…

ସିଧା ଲାଠି ଆକୃତିର ଚକାରେ ଗଢୁଛି ସାଇକେଲ

ନ୍ୟୁୟର୍କ: ସେ କାର ହେଉ କିମ୍ବା ବାଇକ୍‌, ବସ କିମ୍ବା ଟ୍ରକ୍‌, ଏରୋପ୍ଲେନ ବା ଟ୍ରେନ ପ୍ରତ୍ୟେକ ଯାନର ଚକା ଗୋଲାକାର ହୋଇଥାଏ । ଏହା ଉପରେ ଭାରୀ ଓଜନ ନେଇ ଯାଆସ କରିହୁଏ । କିନ୍ତୁ ଆପଣ କେବେ ଚକ ବିନା ସାଇକେଲ ଦେଖିଛନ୍ତି କି? ଆଜିକାଲି ଇଞ୍ଜିନିୟରମାନେ ଅନନ୍ୟ ଚିନ୍ତାଧାରା ଆଣୁଛନ୍ତି,…

ଡ଼େଲିଭରି ବୟଙ୍କଠାରୁ ପାର୍ସଲ ନେଲା ଶିମ୍ପାଞ୍ଜି , ଦେଲା ଟଙ୍କା

ୠଷ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଗଭୀର । ଯଦିଓ ପଶୁମାନେ ମଣିଷର ଶବ୍ଦ ବୁଝିପାରନ୍ତି ନାହିଁ, କିନ୍ତୁ ମଣିଷ ସେମାନଙ୍କୁ ଏପରି ପ୍ରଶିକ୍ଷଣ ଦେଇଥାନ୍ତି ଯେ ପଶୁମାନେ ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବେ କରିପାରନ୍ତି । ଏବେ ଏକ ଭାଇରାଲ୍ ଭିଡିଓରେ ଏହି ତାଲିମର ଏକ ଅନନ୍ୟ ଉଦାହରଣ…

ୟୁ ଟ୍ୟୁବରେ ଲିକ ହେଲା ଆଦିପୁରୁଷ, ୨.୩ ମିଲିୟନ ଲୋକ ଦେଖି ସାରିଲେଣି

ମୁମ୍ବାଇ: ବକ୍ସ ଅଫିସରେ ପ୍ରଭାସ, କୃତି ସେନନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଆଶାନୁରୂପ ବ୍ୟବସାୟ କରିପାରି ନାହିଁ । ମହାକାବ୍ୟ ରାମାୟଣ ଉପରେ ଆଧରିତ ଏହି ଫିଲ୍ମକୁ ମେକର୍ସ ପକ୍ଷରୁ ଯେଉଁ ଭଳି ଭାବେ ପରିବେଷଣ କରାଯାଇଥିଲା ତାହା ଦର୍ଶକଙ୍କୁ ପସନ୍ଦ ଆସି ନ ଥିଲା । ଏବେ ପାଇରସୀ ୱେବସାଇଟ…

ମୂଷାର ମୃତ୍ୟୁ ପରେ ଅସ୍ଥି ଧରି ବିଶ୍ୱ ଭ୍ରମଣରେ ବାହାରିଲେ ମହିଳା

ବ୍ରିଟେନ: ନିଃସର୍ତ୍ତ ଭାବେ ପରସ୍ପରକୁ ଭଲ ପାଇବା ଏମିତି ଏକ ସମ୍ପର୍କ ଯାହାକୁ ସାରା ଜୀବନ କେହି ବି ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହଁନ୍ତି । ନିଜ ପ୍ରିୟ ସମ୍ପର୍କୀୟଙ୍କୁ ଭଲ ପାଇବା ଓ ସେମାନଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଘଟଣାର ଅନେକ ଉଦାହରଣ ରହିଛି । କେବଳ ମଣିଷ ମଣିଷ…

ଆଶେସ ସିରିଜ: ଅଷ୍ଟ୍ରେଲିଆକୁ ହରାଇଲା ଇଂଲଣ୍ଡ

ଲିଡ୍ସ: ଏଠାରେ ଅନୁଷ୍ଠିତ ଆଶେସ କ୍ରିକେଟ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡ ୩ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଠ ସିରିଜ ୨-୧ ସ୍ଥିତିକୁ ଆସିଛି । ସିରିଜ ଏବେ ରୋମାଂଚକ ସ୍ଥିତିରେ ପଂହଚିଛି । ଅଷ୍ଟ୍ରେଲିଆ ପ୍ରଥମ ୨ଟି ଟେଷ୍ଟରେ ବିଜୟ ହାସଲ କରିଥିଲା । ୨୫୧…