Latest Odisha News

BREAKING NEWS

Browsing Category

ଖାଦ୍ୟ

ମାଛ ଖାଇଲେ କେଉଁସବୁ ଫାଇଦା ହୋଇଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପାଟିରେ ଟିକେ ଆଇଁଷ ନବାଜିଲେ ବହୁ ଲୋକଙ୍କର ଭାତ ଉଠେନି। ବିଶେଷକରି ଉପକୂଳ ଓଡ଼ିଶାର ପ୍ରତିଟି ଘରେ ସପ୍ତାହରେ ଅତି କମରେ ଚାରିଦିନ ଆମିଷ ହୋଇଥାଏ। ତେବେ ମାଂସ ବା ଅଣ୍ଡା ଅପେକ୍ଷା ମାଛ ଅନେକଙ୍କର ପ୍ରିୟ ଖାଦ୍ୟ! ସୁଲଭ ହୋଇଥିବାରୁ ଧନୀଠୁ ଗରିବ ଯାଏ ସମସ୍ତଙ୍କ ପାଇଁ ମାଛ ଏକ ପ୍ରିୟ ଆଇଟମ।…

ଜାଣନ୍ତୁ, ଗୁଜୁରାତିରେ ରହିଛି କେଉଁସବୁ ଔଷଧୀୟ ଗୁଣ…

ଭୁବନେଶ୍ୱର : ସାଧାରଣତଃ ଆମେ ଗୁଜୁରାତିକୁ ଖାଦ୍ୟର ସ୍ୱାଦ ବଢାଇବା ତଥା ସୁଗନ୍ଧିତ କରିବାକୁ ବ୍ୟବହାର କରିଥାଉ । ଏପରିକି ମାଉଥ୍ ଫ୍ରେସନର ଭାବେ ମଧ୍ୟ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଗୁଜୁରାତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ । ଜାଣନ୍ତୁ, ଏହାର ଔଷଧୀୟ ଗୁଣ…

ପଟାଟୋ ଲଲିପପ୍

ପଟାଟୋ ଲଲିପପ୍ ଆବଶ୍ୟକ ଆଳୁ, ମଇଦା, ପିଆଜ, ଧନିଆ ପତ୍ର, ନାଲି ଲଙ୍କାଗୁଣ୍ଡ, ଅଦା-ରସୁଣ ବଟା, ଆମଚୁର, ଧନିଆ ପାଉଡ଼ର, ଗରମ ମସଲା ଓ ପାଉଁରୁଟି ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ଗୋଟିଏ ପାତ୍ରରେ ୩ଟା ସିଝା ଆଳୁ ଚକଟି ଦିଅନ୍ତୁ । ସେଥିରେ ଛୋଟ ଚାମଚ ଅଦା-ରସୁଣ ବଟା, ଟିକ୍ଟିକ୍ କଟା…

ମଧୁମେହରୁ ଉପଶମ ଲାଗି ଖାଆନ୍ତୁ ଏହିସବୁ ଫଳ…

ଭୁବନେଶ୍ୱର: ଆଜିକାଲି ଘରେ ଘରେ ଡ଼ାଇବେଟିସ୍ ବା ମଧୁମେହ ରୋଗୀ ପୀଡ଼ିତ ଅଛନ୍ତି । ସାଧାରଣତଃ ଅନେକ ଖାଦ୍ୟର କଟକଣାକୁ ମାନି ନ’ଥାଆନ୍ତି ମଧୁମେହ ରୋଗୀ । ଏପରି ଅନେକ ଫଳ ରହିଛି ଯାହାକୁ ଦୈନିକ ଖାଇଲେ ମଧୁମେହ ରୋଗୀଙ୍କର କୌଣସି ଅସୁବିଧା ହୋଇ ନଥାଏ । ଅଙ୍ଗୁର – ମଧୁମେହ ରୋଗୀଙ୍କ ପାଇଁ ଆଉ…

ମାର୍ଚ୍ଚ ୨୦ ଆଜି ‘ବିଶ୍ୱ ପଖାଳ ଦିବସ’: ଦେଶ-ବିଦେଶରେ ଜାକଜମକରେ ପାଳିତ

ଭୁବନେଶ୍ୱର: ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥାଆନ୍ତି ଓଡ଼ିଆମାନେ । କେବଳ ଯେ, ଏହି ପଖାଳ ଦିବସ ଓଡ଼ିଶାର ସଦହଦ ମଧ୍ୟରେ ସୀମିତ ତାହାନୁହେଁ, ପଖାଳର ଚମତ୍କାରୀତା ଏବେ ବିଶ୍ୱବ୍ୟାପୀ ପ୍ରସାରରିତ ହୋଇସାରିଲାଣି । ଏବେ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହି ପଖାଳ ଦିବସ…

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ…

ବଜେଟ୍ ୨୦୧୯: ପ୍ରତିବର୍ଷ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୬,୦୦୦ ଟଙ୍କା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ କୃଷକଙ୍କୁ ଚାଷକାର୍ଯ୍ୟରେ ସହାୟତା ପ୍ରଦାନ କରିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଶୁକ୍ରବାର ଦିନ ବଜେଟରେ ଚାଷୀ ମାନଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛନ୍ତି । Presenting Budget 2019 in Lok Sabha. Watch…

ଡାଇବେଟିସରେ ପୀଡିତ କି? ଉପଶମ ଲାଗି ଖାଆନ୍ତୁ ଏହିସବୁ ଫଳ…

ଭୁବନେଶ୍ୱର : ଯେଉଁମାନେ ମଧୁମେହ ତଥା ଡାଇବେଟିସ୍ ରୋଗରେ ପୀଡ଼ିତ , ଅନେକ ସମୟରେ ସେମାନେ ଫଳ ଖାଇବେ କି ନାହିଁ ସେନେଇ ଚିନ୍ତାରେ ପଡିଥାନ୍ତି । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଏସବୁ ସତ୍ୱେ ଫଳକୁ ସୀମିତ ମାତ୍ରାରେ ସେବନ କରିଲେ ଶରୀର ଉପରେ କୌଣସି ହାନିକାରକ…

‘କାଳିଆ ଯୋଜନା’ରେ ଚାଷୀମାନେ ସବୁଜ ଫର୍ମର ଜେରକ୍ସ ମଧ୍ୟ ବ୍ୟବହାର କରିପାରିବେ

ଭୁବନେଶ୍ୱର: କାଳିଆ ଯୋଜନାର ଚିଠା ତାଲିକାରେ ନିଜ ନାମ ସଂଯୋଗ କରିବା ପାଇଁ ସବୁଜ ଫର୍ମ ମାଗଣାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ । ସବୁଜ ଫର୍ମ ପାଇବାକୁ କୌଣସି ମଧ୍ୟସ୍ଥିଙ୍କ ସାହାଯ୍ୟ ନ ନେବାକୁ କିମ୍ବା କୌଣସି ଅର୍ଥ ନଦେବା ପାଇଁ କୃଷକମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।…

କାଳିଆ ଯୋଜନା: ସମ୍ବଲପୁରୀ ଓ ଦେଶିଆ ଭାଷାରେ ଗ୍ରାମାଞ୍ଚଳର ଚାଷୀଙ୍କ ମଧ୍ୟରେ ସଚେତନତା

ଭୁବନେଶ୍ୱର: କୌଣସି ଯୋଜନାର ସଫଳ ରୂପାୟନ ପାଇଁ ସୂଚନା, ଶିକ୍ଷା ଓ ପ୍ରସାର ଇତ୍ୟାଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ବିଶେଷକରି ଚାଷୀମାନଙ୍କ ମଧ୍ୟରେ କାଳିଆ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପରିବା ପାଇଁ ଜିଙ୍ଗଲସ୍ ଏବଂ ଭିଡ଼ିଓ ଇତ୍ୟାଦି ଆକାଶବାଣୀ କେନ୍ଦ୍ର, ଟେଲିଭିଜନ, ଭ୍ରାମ୍ୟମାଣ…