Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ନବୀନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣ ଯୋଗୁଁ ସାରା ବିଶ୍ୱରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ ରାଜ୍ୟରେ ତୁରନ୍ତ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । କରୋନା ସଙ୍କଟ…

ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ କି ? ଜାଣନ୍ତୁ ଆପଣଙ୍କ ଶରୀରରେ କରୋନାର ପ୍ରଭାବ

ନୂଆଦିଲ୍ଲୀ: ଗତ କିଛି ମାସରେ କରୋନାଭାଇରସ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ସବୁଠାରୁ ଅଧିକ ଚିନ୍ତାଜନକ କାରଣ ହେଉଛି ବରିଷ୍ଠ ନାଗରିକମାନେ କରୋନାର ଅଧିକ ଶିକାର ହେଉଛନ୍ତି । ଆମେରିକୀୟ ବୈଜ୍ଞାନିକମାନେ ଚୀନ ଓ ଅନ୍ୟ ଦେଶରେ କରୋନାଭାଇରସ ଦ୍ୱାରା ମୃତ୍ୟୁ ହୋଇଥିବା ବୟସ୍କ…

ଟିବି ହାରିବ, ଦେଶ ଜିତିବ…

ଯକ୍ଷ୍ମା ବା ଟିବି, ଆପଣ ନିଶ୍ଚିତ ଶୁଣିଥିବେ । ଆଉ ଏକଥା ବି ଜାଣିନିଅନ୍ତୁ, ଭାରତରେ ଦୈନିକ ପ୍ରାୟ ୧୨୦୦ ଲୋକଙ୍କ ଜୀବନ ନେଉଛି ଏହି ଯକ୍ଷ୍ମା । ଧନୀଠୁ ଗରୀବ, ଶିକ୍ଷିତଠୁ ଟିପ ଦିଆ ବ୍ୟକ୍ତି ବିଶେଷ କାହାକୁ ବାଛ ବିଚାର କରେନି ଯକ୍ଷ୍ମା । ଗୋଟେ ଦୁର୍ଗମ ଗାଁର କଥା । ରଶ୍ମୀ କୁ ମନେ ମନେ…

କରୋନା: ଭାଇରସ ସଂକ୍ରମଣର ୪ଟି ପର୍ଯ୍ୟାୟ କ’ଣ ? କେଉଁ ଚରଣରେ ହୁଏ ଅଣାୟତ୍ତ ?

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୧ରେ ପହଞ୍ଚିଲାଣି ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ୫୪୮ଟି ଜିଲ୍ଲାକୁ ଲକଡାଉନ କରାଯାଇଛି । କରୋନାଭାଇରସ ଭୟାବହ ଆଡକୁ ଗତି କରୁଛି । ତେବେ ଏହି ମହାମାରୀର ୪ଟି…

ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ଖୋଲାଯାଇଥିବା ଘୋଷଣା କରାଯାଇଛି । ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ମହାନଗର ନିଗମ ସହଯୋଗରେ…

କରୋନା ବିରୋଧରେ ଲଢେଇ; ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଲାଗି ଲାଭଦାୟକ ଏହି ୩ଟି ପ୍ରାଣାୟାମ !

ଭୁବନେଶ୍ୱର: ଘାତକ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିତାନ୍ତ ଜରୁରୀ । ବିଭିନ୍ନ କଞ୍ଚା ପରିବା ତଥା ଫଳମୂଳ ଭୋଜନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରେ । ଏତଦ୍ ବ୍ୟତୀତ କିଛି ପ୍ରାଣାୟାମ କରିବା ଦ୍ୱାରା ଶରୀରର ରୋଗ…

କରୋନା: ସାମ୍ପ୍ରଦାୟିକ ସଂକ୍ରମଣ କ’ଣ ? ଭାରତ ମହାମାରୀର କେଉଁ ଚରଣରେ ଅଛି ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ଘାତକ ପାଲଟିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ହଜାର ଟପିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଅନୁସାରେ, ସାମ୍ପ୍ରଦାୟିକ ସଂକ୍ରମଣ(କମ୍ୟୁନିଟି ଟ୍ରାନ୍ସମିସନ) ହେଉଛି…

ମାସ୍କ ପିନ୍ଧିବା ବେଳେ ଏହି ସବୁ ଜରୁରୀ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ କବଳରେ ସାରା ବିଶ୍ୱ । କରୋନା ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ସମସ୍ତଙ୍କୁ ଆହୁରି ସାବଧାନତା ଅବଲମ୍ବନ କରିବାକୁ ପଡିବ । ମାସ୍କକୁୁ କେବଳ ପିନ୍ଧି ଦେଲେ ହେବନି, ଏହାର ସଠିକ ଢ଼ଙ୍ଗ ଜାଣିବା…

ଅଜାଣତରେ ଏହି ଭୁଲ ଯୋଗୁଁ ଦ୍ରୁତ ଗତିରେ ବ୍ୟାପୁଛି କରୋନା; ଜାଣନ୍ତୁ ଓ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ସହ ଲଢ଼ିବା ପାଇଁ ପ୍ରତ୍ୟେକ ଲୋକ ପ୍ରସ୍ତୁତି କରୁଛନ୍ତି । ନିଜକୁ ଭାଇରସ ଦାଉରୁ ରକ୍ଷା କରିବା ପାଇଁ ସାନିଟାଇଜର ଓ ମୁହଁରେ ମାସ୍କର ବ୍ୟବହାର କରୁଛନ୍ତି । ଏହାପରେ ମଧ୍ୟ ଆମେ ପ୍ରତିଦିନ ଏମିତି କିଛି ଭୁଲ କରୁଛେ, ଯାହା ଭାଇରସକୁ ସହଜରେ ସଂକ୍ରମଣ କରିବାକୁ…

ହ୍ୱାଇଟ୍ ହାଉସ୍‌ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ଆମେରିକା ଉପରାଷ୍ଟ୍ରପତି ଓ ପତ୍ନୀଙ୍କ ନମୁନା ପରୀକ୍ଷଣ

ୱାଶିଂଟନ୍‌: ବିଶ୍ୱର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଆମେରିକା ରାକ୍ଷ୍ରପତିଙ୍କ ହ୍ୱାଇଟ୍ ହାଉସ୍‌ରେ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣା ପଡିବା ପରେ ଉଭୟ ପେନ୍ସ ଓ ତାଙ୍କ…