Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହିସବୁ ଘରୋଇ ଉପଚାର ଦ୍ୱାରା ଠିକ କରନ୍ତୁ ଫାଟି ଯାଇଥିବା ଗୋଇଠି…

ଭୁବନେଶ୍ୱର : ଆରମ୍ଭ ହୋଇ ଗଲାଣି ଶୀତଋତୁ। ଶୀତର ଆଗମନରେ ଦେହ ହାତ ସତେ ଯେପରି ଶୁଷ୍କ ହୋଇଯାଏ। ଶୀତ ପ୍ରଭାବରୁ ଅଧିକାଂଶ ଲୋକଙ୍କର ପାଦ ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଅଧିକ ଫାଟିବା ଯୋଗୁ ଅନେକ ସମୟରେ ରକ୍ତ ବାହାରିବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଏଥିରୁ ରକ୍ଷା ପାଇବା…

ଜାଣନ୍ତୁ, କିପରି ଦୂର କରିବେ କ୍ୟାଲସିୟମ ଅଭାବ ଜନିତ ସମସ୍ୟା

ଭୁବନେଶ୍ୱର: ଆମ ଶରୀରରେ କ୍ୟାଲସିୟମର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶେଷ କରି ହାଡ଼ ଓ ଦାନ୍ତକୁ ମଜବୁତ ରଖିବା ପାଇଁ କ୍ୟାଲସିୟମ ଅନେକ ମାତ୍ରାରେ ସହାୟକ ହୋଇଥାଏ । ଏହାଛଡାକ୍ୟାଲସିୟମ୍ ମାଂସପେଶୀ ସଞ୍ଚାଳନ, ରକ୍ତ ସଞ୍ଚାଳନ, ଏନଜାଇମ୍, ହରମୋନଜନୀତ କାର୍ଯ୍ୟକଳାପ ସଠିକ୍ ଭାବେ…

ଓଜନ କମାଇବ ଧନିଆ !

ଭୁବନେଶ୍ୱର: ମୋଟାପଣ ଏବଂ ଓଜନ ବଢିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଏବଂ ଏକ୍ସରସାଇଜର ସାହାରା ନେଇଥାନ୍ତି । ଜିମ୍ ଯାଇ ଏକ୍ସରସାଇଜ ଏବଂ ଡାଏଟିଙ୍ଗ କରିବା ଦ୍ୱାରା ମଧ୍ୟ ମୋଟାପଣ କମିନଥାଏ । ଆସନ୍ତୁ ଜାଣିବା ଘର ତିଆରି ଏକ ପାନୀୟ…

ଶୀତଦିନେ ନିୟମିତ ଖାଆନ୍ତୁ କମଳା, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୀତଦିନରେ କମଳା ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ ସି ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କର୍କଟ ଠାରୁ ମଧୁମେୟ ରୋଗର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ ଶୀତଦିନେ କମଳା କିପରି…

ମଧୁମେହ ପାଇଁ ରାମବାଣ ଏହି ଜୁସ !

ଭୁବନେଶ୍ୱର: ମନୁଷ୍ୟ ଶରୀରରେ ଇନସୁଲିନ ହରମୋନର ପରିମାଣ କମ ହୋଇଗଲେ ଡାଇବେଟିସ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବା ସମ୍ପର୍କରେ କହିବାକୁ ଯାଉଛୁ ଯାହା ଇନସୁଲିନ ଭଳି ପୋଷକ ତତ୍ତ୍ୱରେ ଭରି ରହିଥାଏ ଓ ଡାଇବେଟିସ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତାହା ହେଉଛି କଲରା।…

କ୍ରୋଧ ନିୟନ୍ତ୍ରଣ କରିବାର ସରଳ ଉପାୟ

ଭୁବନେଶ୍ୱର: କଣ ଆପଣ କଥା କଥାରେ ରାଗନ୍ତି ? କେବେ ନିଜ ଲୋକଙ୍କ ଉପରେ ରାଗି ତାଙ୍କ ମନ ଦୁଃଖ କରିଛନ୍ତି ? କେବେ ନିଜର ରାଗ ପାଇଁ ନିଜ କାମ ଖରାପ କରିଛନ୍ତି ? ଯଦି ଆପଣଙ୍କ ଏହି ରାଗ ଆପଣଙ୍କ ଜୀବନରେ କିଛି ବ୍ରେକ୍ ଲଗାଇଦେଇଛି । ତେବେ ତଳେ ଦିଆଯାଇଥିବା ଏହି ଟିପ୍ସ ଆପଣାନ୍ତୁ, ଆଉ ନିଜ ରାଗ…

ଶୀତଦିନେ ଖଜୁରୀ ଖାଇଲେ ମିଳେ ଏହିସବୁ ଫାଇଦା, ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନେ ଖାଇବା ପିଇବାରେ ଅଧିକ ଧ୍ୟାନ ରଖିବାକୁ ପଡ଼ିଥାଏ। ଥଣ୍ଡା,କାଶ,ଜ୍ବର,ଗଳା ସଂକ୍ରମଣ ଆଦି ସାଧାରଣ ସମସ୍ୟା ଶୀତଦିନେ ଦେଖାଯାଇଥାଏ। ଏଥିପାଇଁ ଏହିଦିନରେ ଗରମ ତତ୍ତ୍ବ ଥିବା ଜିନିଷ ଖାଇବା ଉଚିତ୍। ଏଥିପାଇଁ ଖଜୁରୀ ଏବଂ ଶୁଖିଲା ଖଜୁରୀସବୁଠୁ ଉତ୍କୃଷ୍ଟ ଫଳ ଅଟେ।…

ବାରମ୍ବାର ସବୁକଥା ଭୁଲିଯାଉଛନ୍ତି କି? ତେବେ ଆପଣାନ୍ତୁ ଏହି ୮ଟି ଉପାୟ…

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଯଦି ଆପଣ ବାରମ୍ବାର କୌଣସି କଥା ଭୁଲିଯାଉଛନ୍ତି, ତେବେ ଏହି ସମସ୍ୟା ସମାଧାନ ଲାଗି ଏହିସବୁ ଉପାୟ ଆପଣେଇ ନିଅନ୍ତୁ । ୧. ବ୍ୟାୟାମ: ବ୍ୟାୟାମ ସ୍ୱସ୍ଥ୍ୟପକ୍ଷେ ବହୁତ ହିତକର । ବ୍ୟାୟାମ କରିବା ସମୟରେ ଆମ କୋଶିକା ସବୁ ନିଜନିଜ ଭିତରେ ସମ୍ପର୍କ ଯୋଡିହୋଇଯାଏ ଓ…

ଅନଲାଇନରେ ଡେଟିଂ କରୁଛନ୍ତି କି ? ଭୁଲରେ ବି କରନ୍ତୁନି ଏହି କାମ…

ଭୁବନେଶ୍ୱର: କଥାରେ ଅଛି ବାପା ମାଆକୁ ଛାଡିଦେଲେ ସବୁକିଛି ଅନଲାଇନ । ଛୁଞ୍ଚି ଠାରୁ ଡାମ୍ଫଣ ହେଉ ଅବା ସାଇକେଲ ଠାରୁ ଉଡାଯାହାଜ ସବୁକିଛି ଘରେ ବସି ଅର୍ଡ଼ର୍ କରି ପାଇଯାଉଛନ୍ତି । ସେହିପରି ଲୋକମାନଙ୍କ ସହ ସମ୍ପର୍କ ଯୋଡିବା ହେଉ ଅବା ଜୀବନସାଥି ଚୟନ ସବୁକିଛି ଅନଲାଇନରେ । ଆଜିକାଲି ଯୁବପିଢୀକୁ…

ମାଣବସା ଗୁରୁବାରର ପ୍ରମୁଖ ଭୋଗ ମଣ୍ଡା ପିଠାର ପ୍ରସ୍ତୁତି ପ୍ରଣାଳୀ ଜାଣନ୍ତୁ

ଭୁବନେଶ୍ୱର: ଆଜି ମାର୍ଗଶିର ମାସର ପ୍ରଥମ ଗୁରୁବାର । ଏହିଦିନଟି ମହାଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ନାନାଦି ଫଳମୂଳ ପିଠାପଣା ଦେଇ ଓଡ଼ିଆ ଘରର ଗୃହିଣୀ ମାନେ ମାର୍ଗଶିର ମାସ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତି । ତେବେ ଯେତେ ଫଳମୂଳ ଲାଗି ହେଲେ ସୁଦ୍ଧା ମାଆଙ୍କ ପ୍ରିୟ…