Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କଦଳୀଫୁଲ ଭଲ କରିବ ମଧୁମେହ !

ଭୁବନେଶ୍ୱର: ମଧୁମେହ ରୋଗୀଙ୍କ ପାଇଁ କଦଳୀଫୁଲ ଏକ ବରଦାନ ସଦୃଶ। କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍‌ ହୁଏ। ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ସମସ୍ୟାର…

‘ସ୍ତନ କର୍କଟ’ ଲାଗି ସଚେତନତା: ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ‘ୱାକାଥନ୍’ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ଅକ୍ଟୋବର ମାସରେ ସାରା ଦେଶରେ ଅନୁଷ୍ଠିତ ହେଉଛି ‘ସ୍ତନ କର୍କଟ ସଚେତନତା ମାସ’ । ଏହି ଅବସରରେ ରବିବାର ଦିନ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ ପକ୍ଷରୁ ମହିଳାମାନଙ୍କ ‘ସ୍ତନ କର୍କଟ’ ରୋଗର ସଚେତନତା ସୃଷ୍ଟି ଲାଗି ଏକ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନକୁ…

ସଫଳତାର ସହିତ ଶେଷ ହେଲା ‘ପିଙ୍କାଥନ୍’, ସଚେତନତା ଲାଗି ୫ କିଲୋମିଟର ଦୌଡ଼ିଲେ ମହିଳା

ଭୁବନେଶ୍ୱର: ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଲାଗି ରବିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି ‘ପିଙ୍କାଥନ୍’ । ଏହି ୫ କିଲୋମିଟର୍ ବ୍ୟାପୀ ମାରାଥନ୍ ଦୌଡ଼ରେ ପ୍ରାୟ ୧୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ସବୁବର୍ଗର ମହିଳାମାନେ କିପରି ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ଅନ୍ୟ…

୮୦ ପ୍ରତିଶତ ଆତ୍ମହତ୍ୟା ରୋକାଯାଇପାରିବ: ଡ଼ଃ ସୁରଜିତ ସାହୁ

ଭୁବନେଶ୍ୱର: ମାନସିକ ଚାପ, ଆତ୍ମହତ୍ୟା ଭଳି ଚିନ୍ତାଧାରା, ପରିବାର ଏବଂ ବନ୍ଧୁଙ୍କର ସହଯୋଗ ନ ମିଳିବା, ଏକୁଟିଆ ରହିବା, ବେରୋଜଗାରୀ, ଡ୍ରଗ୍ସ ଓ ମାଦକଦ୍ରବ୍ୟ ସେବନ ଦ୍ୱାରା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଥାଏ । ଆତ୍ମହତ୍ୟା କରିବା ପୂର୍ବରୁ ରୋଗୀ ନିକଟରେ ଅନେକ ବିପଦପୂର୍ଣ୍ଣ ଲକ୍ଷଣ…

ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର; ଗୀତ ଦୂର କରିବ ରକ୍ତଚାପ ସମସ୍ୟା !

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ବା ହାଇପର୍ ଟେନସନ୍ ଆଜିର ସମୟରେ ଏକ ଗମ୍ଭୀର ସମସ୍ୟା ଭାବେ ଆଗକୁ ଆସିଛି । ରକ୍ତଚାପ ବୃଦ୍ଧି ଯୋଗୁଁ ହୃଦରୋଗ, ବୃକକ୍ ସମସ୍ୟା ଭଳି ଅନେକ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ। ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକେ ବଡ଼ବଡ଼ ଡାକ୍ତର ଦେଖାଇ ଔଷଧ ଖାଇବା…

ଓଜନ କମାଇବାରେ ରାମବାଣ ପରି କାମ କରେ ଧନିଆ ପାଣି !

ଭୁବନେଶ୍ୱର: ଥରେ ଓଜନ ବଢ଼ିଗଲେ ତାକୁ କମ୍ କରିବା ବହୁତ ମୁସକିଲ କାମ ହୋଇଥାଏ। କିନ୍ତୁ ଲୋକମାନେ ନିଜ ଶରୀରକୁ ଠିକ୍ ସେପକୁ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯଥା-ଏକ୍ସରସାଇଜ୍‌, ଡାଏଟିଂ, ଫାଷ୍ଟିଂ, ଯୋଗ ଇତ୍ୟାଦି। ଯଦି ଆପଣ ସହଜରେ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଏବଂ ବେଲି…

ପେଟର ଚର୍ବି କମାଇବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ଯୋଗାସନ !

ଭୁବନେଶ୍ୱର: ଆଜିର ସମୟରେ ଖାଦ୍ୟପେୟ ମଣିଷର ଶାରୀରିକ ଗଠନକୁ ବଦଳିଦେଉଛି। ପେଟରେ ଚର୍ବି ବଢ଼ିବା ସମସ୍ୟା ଆଜିର ପିଢ଼ିର ମୁଖ୍ୟ ସମସ୍ୟା ଭାବେ ଆଗକୁ ଆସିଛି । ଯଦି ଆପଣଙ୍କ ବଢୁଥିବା ପେଟକୁ ନେଇ ଆପଣ ଚିନ୍ତିତ ରହିଛନ୍ତି ତେବେ ଏହି ଯୋଗ ଆସନକୁ ନିୟମିତ ଭାବେ ଅଭ୍ୟାସ କରିବା ଦ୍ୱାରା ବହୁତ…

ପର୍ସରେ ରଖନ୍ତୁ ଏହିସବୁ ଜିନିଷ, ରହିବ ନାହିଁ ଧନର ଅଭାବ !

ଭୁବନେଶ୍ୱର:ବାସ୍ତୁଶାସ୍ତ୍ର ଅନୁଯାୟୀ କେତୋଟି ସରଳ ଉପାୟକୁ ମାନି ଚଳିଲେ ଘରେ ଧନଧାନ୍ୟର ଅଭାର ଆଦୌ ହୋଇନଥାଏ। ବ୍ୟବହାର କରୁଥିବା ପର୍ସ ବା ବ୍ୟାଗରେ ଏହିସବୁ ଜିନିଷକୁ ସ୍ଥାନ ଦେଲେ ଅର୍ଥାଭାବ ଦେଖାଯାଏ ନାହିଁ ବୋଲି ବସ୍ତୁବିଦ ମାନେ ମତ ଦିଅନ୍ତି । *ବାସ୍ତୁଶାସ୍ତ୍ର ଅନୁସାରେ ମା’…

ମେହେନ୍ଦି ରଙ୍ଗ ଗାଢ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଖାସକରି ଝିଅମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମେହେନ୍ଦି ଭିନ୍ନ ଏକଭୂମିକା ଗ୍ରହଣ କରିଥାଏ । ଆଜିକାର ସମୟରେ ବାହାଘର ତଥା ପର୍ବପର୍ବାଣୀ ସମୟରେ ଖୋଜା ପଡିଥାଏ ମେହେନ୍ଦିର । ମେହେନ୍ଦି ଲଗାଇବା ପରେ ଏହାର ରଙ୍ଗ କେତେ ଗାଢ ହେଉଛି, ସେନେଇ ବେଶ୍ ଆଗ୍ରହ ରହିଥାନ୍ତି ଝିଅ ଓ…

ଥାଇରଏଡ୍ ଗ୍ରନ୍ଥିରୁ ବାହାରିଲା ଟ୍ୟୁମର, ସମ୍ ହସ୍ପିଟାଲରେ ନୂଆ ପଦ୍ଧତିର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ସଫଳତା । ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଗଳାରେ ଥିବା ଥାଇରଏଡ ଗ୍ରନ୍ଥିରୁ ବାହାର କଲେ ଟ୍ୟୁମର୍ । ଇଏନ୍ଟି ଆଣ୍ଡ ସ୍କଲ…