Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଅତ୍ୟଧିକ ମସଲା ଜନିତ ଖାଦ୍ୟ ଶରୀରକୁ ମଧ୍ୟ ଦେଇଥାଏ ଫାଇଦା, କିନ୍ତୁ ଧ୍ୟାନରେ ରଖନ୍ତୁ ଏହି କଥା

ଭୁବନେଶ୍ଵର: ସାଧାରଣତଃ ଆମକୁ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତର ମନା କରିଥାଆନ୍ତି । କାରଣ ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଆମ ଶରୀରକୁ ହାନୀ ପହଞ୍ଚାଇଥାଏ । ସେଥିପାଇଁ ଆମେ ପ୍ରାୟତଃ ଆମର ସ୍ଵାସ୍ଥ୍ୟ କଥା ଭାବି ମସଲା ଯୁକ୍ତ ଖାଦ୍ୟ ଖାଇନଥାଉ । ତେବେ କଣ ଆପଣ ଜାଣିଛନ୍ତି କି ମସଲା ଯୁକ୍ତ…

ଏହି ରୋଗରେ ପୀଡିତ ଥିଲେ ଖାଆନ୍ତୁ ନାହିଁ ଅଣ୍ଡା, ନଷ୍ଟ ହୋଇପାରେ ଶରୀରର ଏହି ଅଙ୍ଗ

ଭୁବନେଶ୍ଵର: ସାଧାରଣତଃ ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଅଣ୍ଡାରେ ପ୍ରୋଟିନ୍ ଭରପୁର ପରିମାଣରେ ଥାଏ । ଅଣ୍ଡାକୁ ପ୍ରୋଟିନର ସବୁଠାରୁ ଉତ୍କୃଷ୍ଟ ଉତ୍ସ ବୋଲି କୁହାଯାଏ । ଅଣ୍ଡାକୁ ଯେ କେବଳ ଜଳଖିାଆରେ ଖିଆ ଯାଏ ତାହା ନୁହେଁ, ଅଣ୍ଡାକୁ ଲଞ୍ଚ୍ ଓ ଡିନର୍ ରେ ମଧ୍ୟ…

ମହିଳାମାନେ ଖାଆନ୍ତୁ କଞ୍ଚା ଅମୃତଭଣ୍ଡା, ଏହି ସବୁ ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ: କଞ୍ଚା ଅମୃତଭଣ୍ଡା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସେହିପରି ପାଚିଲା ଅମୃତଭଣ୍ଡା ମଧ୍ୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷକରି ମହିଳାମାନେ କଞ୍ଚା ଅମୃତଭଣ୍ଡା ଖାଇବା ଜରୁରୀ । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଯେତିକି ସ୍ୱାଦିଷ୍ଟ ତାହା…

ଶୀତଦିନେ ଆପଣଙ୍କର ବି ଓଠ ଫାଟୁଛି କି? ତେବେ ଏପରି ନିଅନ୍ତୁ ଓଠର ଯତ୍ନ

ଭୁବନେଶ୍ଵର: ପ୍ରାୟତ ଶୀତ ଋତୁରେ ଓଠ ଫାଟିବା ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ । ବାସ୍ତବରେ ଶୀତଋତୁ ଆସିବା ମାତ୍ରେ ଆମେ ଜଳର ବ୍ୟବହାରକୁ କମ୍ କରିଦେଉ । ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠରେ…

ଉପକାରୀ ପିସ୍ତା ବାଦାମ, ବଡ ଠୁ ବଡ ରୋଗର ବି ହୁଏ ସମାଧାନ

ଭୁବନେଶ୍ଵର: ସାଧାରଣତଃ ଲୋକମାନେ ଡ୍ରାଏ ଫୁଟ୍ ରେ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ଡ୍ରାଏ ଫ୍ରୁଟ୍ ମଧୁମେହର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଡ୍ରାଏ ଫ୍ରୁଟ୍ ଖାଇବା ଉଚିତ୍ ।…

ଅଧିକ ମାତ୍ରାରେ ଆଳୁର ସେବନ ହୋଇପାରେ କ୍ଷତିକାରକ, ଜାଣନ୍ତୁ କିପରି…

ଭୁବନେଶ୍ଵର: ଆମେ ପ୍ରତିଦିନ ଖାଦ୍ୟରେ ଆଳୁର ବ୍ୟବହାର କରିଥାଉ । ଖାଉଥିବା ପ୍ରତ୍ୟକ ଖାଦ୍ୟରେ ଆଳୁ ପଡିଥିଲେ ତ କଥା ସରିଲା । ସେ ଛୁଆ ହୁଅନ୍ତୁ କିମ୍ବା ବୟସ୍କ । ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ଆଳୁ । କିନ୍ତୁ ଆଳୁର ଅତ୍ୟଧିକ ସେବନ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । କହିବାକୁ ଗଲେ,…

ଶରୀରକୁ ସୁସ୍ଥ ରଖେ ନାଲି କାଇ ଚଟଣୀ; କେବଳ ଓଡ଼ିଶାରେ ମିଳୁଛି…

ଭୁବନେଶ୍ଵର: ଆପଣ କେବେ କାଇ ଚଟଣୀ ଖାଇଛନ୍ତି କି? ନିକଟରେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କୁରୁକୁଟିକୁ ମିଳିଥିଲା GI ମାନ୍ୟତା । ଏହାକୁ ନାଲି ପିମ୍ପୁଡି ଚଟଣୀ କିମ୍ବା କାଇ ପିମ୍ପୁଡି ଚଟଣୀ ମଧ୍ୟ କୁହାଯାଏ । ଜଙ୍ଗଲଜାତୀୟ ଦ୍ରବ୍ୟ ମଧ୍ୟରୁ ଏହା ଅନ୍ୟତମ । କାରଣ ଏହି…

ମୂଲ୍ୟ ଯେପରି ଗୁଣ ବି ସେପରି, ସ୍ଵାସ୍ଥ୍ୟ ପାଇଁ ରାମବାଣ କେସର

ଭୁବନେଶ୍ଵର: ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରୁ ସାଫ୍ରନ୍ ବା କେସର ହେଉଛି ଏକ ସୁଗନ୍ଧିତ ଫୁଲର ଏକ ଛୋଟ ଅଂଶ ଯାହାର ବାସ୍ନା ମହୁ ପରି ହୋଇଥାଏ । ଆମ ଦେଶରେ ଏହା ବ୍ୟାପକ ଭାବରେ ଚାଷ କରାଯାଏ । ବାଇଗଣୀ ରଙ୍ଗର ଏହି ଫୁଲ ଶରତର ଆରମ୍ଭରେ ୧୦-୨୫ ସେମି ଉଚ୍ଚରେ ବଢ଼ିଥାଏ । କେସର ହେଉଛି…

ଗୋଟେ ଚାମଚ ମେୟୋନିଜ୍ ରେ ଅଛି ଏତିକି ତେଲ…. ଯଦି ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ଦେଖିବାକୁ ଧଳା ଏବଂ ସ୍ଵାଦରେ ଖଟା ମିଠା ଲାଗୁଥିବା ମେୟୋନିଜ୍ ଆଜିକାଲି ଯୁବପିଢିଙ୍କର ପ୍ରଥମ ପସନ୍ଦ । ଅନେକ ଫାଷ୍ଟଫୁଡ୍ ଖାଦ୍ୟରେ ମେୟୋନିଜ୍ ବହୁଳ ଭାବରେ ବ୍ୟବହୃତ ହୁଏ । ଆଜିକାଲି ସାଣ୍ଡୱିଚ୍, ପିଜା, ପାସ୍ତା, ବର୍ଗର, ଚିଲି ଆଳୁ ଇତ୍ୟାଦିରେ ମେୟୋନିଜ୍ ବ୍ୟବହାର କରାଯାଏ |…

ଆଚାର ଖାଇବାକୁ ଭଲ ପାଆନ୍ତି କି ? କ୍ଷତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଯଦି ଭାରତକୁ ଆଚାର ଦେଶ କୁହାଯାଏ ତେବେ ବୋଧହୁଏ ଭୁଲ୍ ହେବନାହିଁ । କାରଣ ଏଠାରେ ସମସ୍ତ ପ୍ରକାରର ଆଚାର ସବୁ ସମୟରେ ବହୁ ସହଜରେ ମିଳିଯାଏ । ଯାହାକୁ ଲୋକମାନେ ବେଶ୍ ସରାଗରେ ସବୁ ସମୟରେ ଖାଇବାରେ ଖୋଜିଥାଆନ୍ତି । ବେଳେ ବେଳେ ଏପରି ମଧ୍ୟ ଦେଖିବାକୁ ମିଳେ ଯେ ଅନେକ ଲୋକ ଗାଁ ରୁ…