Latest Odisha News

BREAKING NEWS

Browsing Category

ଜୀବନଶୈଳୀ

୫ ହଜାର ବର୍ଷ ପୁରୁଣା ଲିପଷ୍ଟିକର ଇତିହାସ: ପୁରୁଷମାନେ ବି କରୁଥିଲେ ବ୍ୟବହାର

ଭୁବନେଶ୍ୱର: ନାରୀ ମାନଙ୍କ ସୌନ୍ଦର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ମଧ୍ୟରୁ ଲିପଷ୍ଟିକ୍ ଅନ୍ୟତମ  । ଆଜିର ଆଧୁନିକ ଯୁଗରେ ଲିପଷ୍ଟିକର ବ୍ୟବହାର ବହୁଳ ଭାବରେ ବଢିଯାଇଛି  । ନରୀମାନେ ନିଜକୁ ଆକର୍ଷଣୀୟ କରିବା ଲାଗି ଲିପଷ୍ଟିକ୍ ଲଗାଇବାକୁ ଭୁଲୁନାହାନ୍ତି  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହି…

ଆପଣ ଗ୍ରୀନ୍ ଟି ପିଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଦୈନନ୍ଦିନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆମେ ସମସ୍ତେ ଚିନ୍ତିତ। ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ରହିଛୁ। ବଢୁଥିବା ମେଦବହୁଳତା ଉପରେ ନିୟନ୍ତ୍ରଣ ପାଇବା ପାଇଁ ଲୋକମାନେ ପ୍ରାୟତଃ ଗ୍ରୀନ୍ ଟି ପିଇବା ଆରମ୍ଭ କରନ୍ତି । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ଟିରୁ ଆମକୁ କ’ଣ ଲାଭ…

ଭାଇରାଲ ଫିବର୍‌କୁ ଏଡାଇବା ପାଇଁ ଘରୋଇ ଉପଚାର

ଋତୁ ପରିବର୍ତ୍ତନଶୀଳ। ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗ ହେଉଥିବା ଦେଖିବାକୁ ମିଳେ। ବର୍ଷା ଋତୁରେ ଭାଇରାଲ ଫିବର୍ ବା ସଂକ୍ରମିତ ଜ୍ୱର ହେବାର ଆଶଙ୍କା ରହୁଛି। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ କରନ୍ତି ତେବେ ଆପଣ ଘରୋଇ ଉପଚାର ଗ୍ରହଣ କରି ଆରାମ…

ସ୍ୱାସ୍ଥ୍ୟ ପାଇଁ ହିତକର ପାନ, ଜାଣନ୍ତୁ ଏହାର ଉପାଦେୟତା..

ଭୁବନେଶ୍ଵର: ପାନ ପତ୍ର ସମସ୍ତ ଭାରତୀୟଙ୍କ ଘରେ ବ୍ୟବହୃତ ହୋଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପାନ ସମସ୍ତଙ୍କର ପସନ୍ଦ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶୁଭ କାମ ଆରମ୍ଭ ରେ ହେଉଥିବା ପୂଜାରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ । ଏହା ଔଷଧୀୟ ଗୁଣରେ ଭରପୁର…

ବର୍ଷାଦିନେ ନିଅନ୍ତୁ ପାଦର ଯତ୍ନ, ଜାଣନ୍ତୁ ଘରୋଇ ଉପାୟ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ବର୍ଷାଦିନେ ମାଟି କାଦୁଅ, ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି ବଢ଼ିଯାଏ । ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ ସମୟ ରହିବା କାରଣରୁ ପାଦ ଗନ୍ଧ ହେବା ସହ ପାଣିଖାଇବା, ଫଙ୍ଗାଲ ଇନ୍‌ଫେକ୍ସନ ବି କେତେକଙ୍କଠାରେ ଦେଖା ଦେଇଥାଏ।…

ଆଜି ଜାତୀୟ ହସ୍ତତନ୍ତ ଦିବସ, ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଜାତୀୟ ହସ୍ତତନ୍ତ ଦିବସ। ସ୍ୱଦେଶୀକୁ ଆପଣାଇ ବିଦେଶୀର ବ୍ୟବହାର କମ୍ କରିବା ଏବଂ ହସ୍ତତନ୍ତର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଛି ଏ ଦିବସ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫…

ଆଲମଣ୍ଡ ଖାଇବାକୁ ଭଲପାଆନ୍ତି କି? ଜାଣନ୍ତୁ ଏହାର ଫାଇଦା..

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ଭାବରେ ଆଲମଣ୍ଡ ସମସ୍ତେ ଖାଇ ଥାଆନ୍ତି ଏବଂ ଏହା ସସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଲମଣ୍ଡ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ ? ମିନେରାଲ, ଭିଟାମିନ୍‌ ଏବଂ ଫାଇବରରେ ଭରପୁର ଥିବା ବାଦାମ ଦିନକୁ ୪-୫ଟି ଖାଇବା…

ବର୍ଷାଦିନେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ ଏହାର ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷା ଋତୁରେ ଅଧିକ କେଶ ସମସ୍ୟା ଦେଖାଯାଇଥାଏ। କାହିଁକି ନା ବର୍ଷାରେ କେଶ ଓଦା ହେବା କାରଣରୁ କେଶ ମୂଳରୁ ଦୁର୍ବଳ ହୋଇଯାଇଥାଏ। ଯେଉଁଥିପାଇଁ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ । ଏହି ସମସ୍ୟାକୁ ଦୂର କରିବାକୁ ହେଲେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଜାଣନ୍ତୁ…

ଡେଙ୍ଗୁ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ପତ୍ର, ଜାଣନ୍ତୁ ଏହାର ଔଷଧୀୟ ଗୁଣ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅମୃତ ଭଣ୍ଡା ବହୁତ ଉପକାରୀ । କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ଦେଇଥାଏ । ତାହା ଖୁବ କମ୍ ଲୋକେ ଜାଣନ୍ତି। ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରର ଜୁସ୍‌ ପିଇବାକୁ ଅଭିଜ୍ଞବ୍ୟକ୍ତି ମାନେ ପରାମର୍ଶ ଦେଇଥାନ୍ତି। କାରଣ ଅମୃତଭଣ୍ଡା…

କଞ୍ଚା ଖାଆନ୍ତୁ ଏହି ୫ଟି ଫଳ: ସ୍ୱାସ୍ଥ୍ୟ ପାଇଁ ଦ୍ୱିଗୁଣ ଲାଭଦାୟକ

ଓଡିଶା ସମ୍ବାଦ ବ୍ୟୁରୋ: କଞ୍ଚା ଫଳଗୁଡିକରେ ପାଚିଲା ଫଳ ଅପେକ୍ଷା ଅଧିକ ଡାଇଟରୀ ଫାଇବର ଧାରଣ କରିଥାଏ । ତେଣୁ ଯଦି ଆପଣ ଓଜନ ହ୍ରାସ ପାଇଁ ଯୋଜନା କରୁଛନ୍ତି କିମ୍ବା ହଜମ ସମସ୍ୟା ଭୋଗୁଛନ୍ତି, ତେବେ ଏହି କଞ୍ଚା ଫଳଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ । ଆମ୍ବ, ଅମୃତଭଣ୍ଡା, ସେଓ, କଦଳୀ ଓ…