Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ମଧୁମେହ ପାଇଁ ରାମବାଣ ଏହି ଜୁସ !

ଭୁବନେଶ୍ୱର: ମନୁଷ୍ୟ ଶରୀରରେ ଇନସୁଲିନ ହରମୋନର ପରିମାଣ କମ ହୋଇଗଲେ ଡାଇବେଟିସ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବା ସମ୍ପର୍କରେ କହିବାକୁ ଯାଉଛୁ ଯାହା ଇନସୁଲିନ ଭଳି ପୋଷକ ତତ୍ତ୍ୱରେ ଭରି ରହିଥାଏ ଓ ଡାଇବେଟିସ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତାହା ହେଉଛି କଲରା।…

ଶୀତଦିନେ ଖଜୁରୀ ଖାଇଲେ ମିଳେ ଏହିସବୁ ଫାଇଦା, ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନେ ଖାଇବା ପିଇବାରେ ଅଧିକ ଧ୍ୟାନ ରଖିବାକୁ ପଡ଼ିଥାଏ। ଥଣ୍ଡା,କାଶ,ଜ୍ବର,ଗଳା ସଂକ୍ରମଣ ଆଦି ସାଧାରଣ ସମସ୍ୟା ଶୀତଦିନେ ଦେଖାଯାଇଥାଏ। ଏଥିପାଇଁ ଏହିଦିନରେ ଗରମ ତତ୍ତ୍ବ ଥିବା ଜିନିଷ ଖାଇବା ଉଚିତ୍। ଏଥିପାଇଁ ଖଜୁରୀ ଏବଂ ଶୁଖିଲା ଖଜୁରୀସବୁଠୁ ଉତ୍କୃଷ୍ଟ ଫଳ ଅଟେ।…

ବାରମ୍ବାର ସବୁକଥା ଭୁଲିଯାଉଛନ୍ତି କି? ତେବେ ଆପଣାନ୍ତୁ ଏହି ୮ଟି ଉପାୟ…

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଯଦି ଆପଣ ବାରମ୍ବାର କୌଣସି କଥା ଭୁଲିଯାଉଛନ୍ତି, ତେବେ ଏହି ସମସ୍ୟା ସମାଧାନ ଲାଗି ଏହିସବୁ ଉପାୟ ଆପଣେଇ ନିଅନ୍ତୁ । ୧. ବ୍ୟାୟାମ: ବ୍ୟାୟାମ ସ୍ୱସ୍ଥ୍ୟପକ୍ଷେ ବହୁତ ହିତକର । ବ୍ୟାୟାମ କରିବା ସମୟରେ ଆମ କୋଶିକା ସବୁ ନିଜନିଜ ଭିତରେ ସମ୍ପର୍କ ଯୋଡିହୋଇଯାଏ ଓ…

ମୁହଁରୁ ଦୂର ହୋଇଯିବ ସବୁ ଦାଗ, ଜାଣନ୍ତୁ କେମିତି !

ଭୁବନେଶ୍ୱର: ପୁଦିନା ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ପୁଦିନାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ କାରଣରୁ ଏହା ତ୍ୱଚାରେ ଥିବା ଦାଗ ଦୂର କରିବାରେ ରାମବାଣ ସଦୃଶ କାମକରିଥାଏ। ସ୍କିନ୍‌ ନ୍ୟୁଟ୍ରିଶନ ପାଇଁ: ପୁଦିନା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ରର…

ଜାଣନ୍ତୁ, ‘କପାଳଭାତି ପ୍ରାଣାୟାମ’ର ଅଦ୍ଭୁତ ଉପକାରିତା…

ଭୁବନେଶ୍ୱର: ମହାନ ହିନ୍ଦୁ ସାଂସ୍କୃତିକ ଚେତନା ଅନୁଯାୟୀ ଯୋଗ କରିବା ହିଁ ଏକ ପ୍ରକାରର ଜୀବନଦର୍ଶନ । ଯୋଗ ସମସ୍ତ ମନୁଷ୍ୟ ଲାଗି ଏକପ୍ରକାର ଜୀବନ ପଦ୍ଧତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଦ୍ୱାରା ବାଧିମୁକ୍ତ ହୋଇ ମଣିଷ ସୁସ୍ଥଜୀବନ ଯାପନ କରିପାରିବ । ନିୟମିତ ଯୋଗ ତଥା ପ୍ରାଣାୟାମ କରିବା…

ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଆଜିର ସମାଜକୁ ମୋବାଇଲ ଯେପରି ତାସହ ଏକ ଅଦୃଶ୍ୟ ଫାଶରେ ବାନ୍ଧି ରଖିଛି । ଏହାର ବ୍ୟବହାର ଜୀବନକୁ ଯେତିକି ସରଳ କରୁଛି ସ୍ୱାସ୍ଥ୍ୟ ପାଇଁ ସେତିକି ହାନି କାରକ ସାବ୍ୟସ୍ତ ହେଉଛି । ଏକ ସର୍ଭେରୁ ଜଣାପଡିଛି କି ବଡ ସହରଗୁଡିକର ଅଧିକାଂଶ ଲୋକ (ପାଖାପାଖି ୨ ଭାଗରୁ ୩ ଭାଗ)…

ଶୀତ ଦିନରେ ଏହିପରି ନିଅନ୍ତୁ ତ୍ୱଚାର ଯତ୍ନ…

ଭୁବନେଶ୍ୱର: ଶୀତ ଦିନ ଆସିବା ମାତ୍ରେ ଆମ ତ୍‌ବଚା ଶୁଷ୍କ ହୋଇ ରୁକ୍ଷ ଦେଖାଯାଏ । ତ୍ୱଚାକୁ ସତେଜ ରଖିବା ପାଇଁ ଶୀତ ଦିନେ ଏହିପରି ନିଅନ୍ତୁ ନିଜ ତ୍ୱଚାର ଯତ୍ନ... କେବଳ ଉଷୁମ ପାଣିରେ ଗାଧୋଇବା ଓ ମଇଶ୍ଚରାଇଜର ଲଗାଇବା ଦ୍ୱାରା ତ୍ୱଚାର କେୟାର ହୁଏ ନାହିଁ । ନିଜ ତ୍ୱଚାକୁ ସତେଜ ରଖିବାକୁ…

ସମ୍ ଡାକ୍ତରଙ୍କ ଆଉ ଏକ କଷ୍ଟସାଧ୍ୟ ଅସ୍ତ୍ରୋପଚାର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ଜସିପୁର ଅଂଚଳର ଜନୈକା ୪୨ ବର୍ଷୀୟା ମହିଳାଙ୍କର ବେଶ କିଛି ମାସ ଧରି…

ଲିମକା ରେକର୍ଡ଼ରେ ସ୍ଥାନ ପାଇଲା ‘ଯାଆଁଳା ଶିଶୁ ଜଗା-କାଳିଆ’ଙ୍କ ବିରଳ ଅସ୍ତ୍ରୋପଚାର !

କଟକ/ଭୁବନେଶ୍ୱର: ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପ୍ରଖ୍ୟାତ ନ୍ୟୁରୋସର୍ଜରୀ ଡ଼ାକ୍ତର ଅଶୋକ କୁମାର ମହାପାତ୍ର ୨୦୧୭ରେ ଦିଲ୍ଲୀ ଏମସଠାରେ ସମ୍ପନ୍ନ କରିଥିଲେ । ଏହି ବିରଳ ଅସ୍ତ୍ରୋପଚାର ଲିମକା ବୁକ୍ସ ଅଫ ରେକର୍ଡ଼ସରେ ସ୍ଥାନ ପାଇଛି । ଏହି କଷ୍ଟସାଧ୍ୟ ଅପରେସନ ୧୨୫ ଜଣ…

ଶୀତଦିନ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ବଡିଲୋସନ

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ଶୀତ ଲହର । ଧୀରେଧୀରେ ଶୀତ ବଢିବ ସହ ଶୀତଦିନ ସହ ଜଡିତ ସମସ୍ୟା ମାନ ମଧ୍ୟ ଆରମ୍ଭ ହେବାର ଲାଗେ। ଶୀତଦିନେ ମୁଖ୍ୟ ସମସ୍ୟା ହେଉଛି ରୁକ୍ଷ ତ୍ୱଚା । ସାଧାରଣତଃ ଥଣ୍ଡା ପାଗରେ ତ୍ୱଚା ଶୁଷ୍କ ହୋଇଯାଏ । ଯାହାକୁ ମୁଲାୟମ ରଖିବା ପାଇଁ ଆମେ ବଜାରରେ ମିଳୁଥିବା…