Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଦିଲ୍ଲୀ ଭଳି ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀ ସବୁଠାରୁ ପ୍ରଦୂଷଣ ଜନିତ ସହର ଭାବେ ପରିଗଣିତ ହୋଇସାରିଛି । ୱାର୍ଲଡ ହେଲଥ ଅର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଅତି ସଙ୍କଟଜନକ । ତେବେ ଦୀପାବଳି ପରର ଅବସ୍ଥା ନକହିବା ଭଲ । ବାୟୁ…

ଏହି ଘରୋଇ ଉପଚାର ମାଧ୍ୟମରେ ଭଲ କରନ୍ତୁ ଆଜ୍ମା ରୋଗ !

ଭୁବନେଶ୍ୱର: ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଲେ ଆରମ୍ଭ ହୁଏ ଆଜ୍ମା ଗୋଗୀଙ୍କ କଷ୍ଟ। ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଯେ କୌଣସି ବୟସର…

ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !

ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ । କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି…

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ…

ସାବଧାନ ! ରାତିରେ ନଖାଇ ଶୋଉଥିଲେ ହୋଇପାରେ ଏହିସବୁ ରୋଗ

କୌଣସି କାରଣ ବଶତଃ ଆପଣ ଯଦି ରାତିରେ ନଖାଇ ଶୋଉଛନ୍ତି , ଆଉ ଏହା ଆପଣଙ୍କ ପାଇଁ ନୀତିଦିନିଆ କଥା ହୋଇଗଲାଣି, ତେବେ ବେଳ ଥାଉ ଥାଉ ସାବଧାନ ହୋଇ ଜାଆନ୍ତୁ । ଜାଣି ରଖନ୍ତୁ ଏହା ଦ୍ୱାରା କଣ ସବୁ ରୋଗ ହୋଇଥାଏ: ୧) ଶୋଇବାରେ ଅସୁବିଧା ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ…

ଦୀପାବଳି ଲାଗି ‘ସୋଆ ବର୍ଣ୍ଣ ସେଣ୍ଟର୍’ ପକ୍ଷରୁ ଖୋଲିଲା ୨୪ ଘଣ୍ଟିଆ ଜରୁରୀ ସେବା…

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍ରେ ଘରକୁ ସଜ୍ଜିତ କରିଥାନ୍ତି । ତେବେ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ହେବାର ଅନେକ ସମ୍ଭାବନା ରହିଥାଏ । ଧନଜୀବନ ପ୍ରତି ଅନେକ…

‘କୃତ୍ରିମ ଚିନି’ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଚିନି ଠାରୁ ନିଜକୁ ଦୂରେଇ ରଖିବା ପାଇଁ କିଛି ଲୋକ କୃତ୍ରିମ ଚିନି ମାନେ 'ଆର୍ଟିଫିସିଆଲ ସୁଗାର' ବ୍ୟବହାର କରୁଥିବାରୁ ଦେଖିବାକୁ ମିଳୁଛି । ଏହାକୁ ସେମାନେ ଉତ୍ତମ ବିକଳ୍ପ ବୋଲି ଧରିନେଇଥାନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏହି କୃତ୍ରିମ ଚିନି…

କଦଳୀଫୁଲ ଭଲ କରିବ ମଧୁମେହ !

ଭୁବନେଶ୍ୱର: ମଧୁମେହ ରୋଗୀଙ୍କ ପାଇଁ କଦଳୀଫୁଲ ଏକ ବରଦାନ ସଦୃଶ। କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍‌ ହୁଏ। ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ସମସ୍ୟାର…

‘ସ୍ତନ କର୍କଟ’ ଲାଗି ସଚେତନତା: ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ‘ୱାକାଥନ୍’ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ଅକ୍ଟୋବର ମାସରେ ସାରା ଦେଶରେ ଅନୁଷ୍ଠିତ ହେଉଛି ‘ସ୍ତନ କର୍କଟ ସଚେତନତା ମାସ’ । ଏହି ଅବସରରେ ରବିବାର ଦିନ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ ପକ୍ଷରୁ ମହିଳାମାନଙ୍କ ‘ସ୍ତନ କର୍କଟ’ ରୋଗର ସଚେତନତା ସୃଷ୍ଟି ଲାଗି ଏକ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନକୁ…

ସଫଳତାର ସହିତ ଶେଷ ହେଲା ‘ପିଙ୍କାଥନ୍’, ସଚେତନତା ଲାଗି ୫ କିଲୋମିଟର ଦୌଡ଼ିଲେ ମହିଳା

ଭୁବନେଶ୍ୱର: ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଲାଗି ରବିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି ‘ପିଙ୍କାଥନ୍’ । ଏହି ୫ କିଲୋମିଟର୍ ବ୍ୟାପୀ ମାରାଥନ୍ ଦୌଡ଼ରେ ପ୍ରାୟ ୧୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ସବୁବର୍ଗର ମହିଳାମାନେ କିପରି ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ଅନ୍ୟ…