Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଷ୍ଟିମ୍‌ କରି ଫେରାଇ ଆଣନ୍ତୁ ତ୍ୱଚାର ପୁରୁଣା ସୁନ୍ଦରତା

କର୍ମକ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ତ୍ୱଚାର ଯତ୍ନ ନେବାକୁ ପ୍ରାୟ ସମସ୍ତେ ଭୁଲି ଯାଆନ୍ତି । ଫଳରେ ତ୍ୱଚା ଶୁଷ୍କ ପଡିଯାଇଥାଏ, ସେଥିରେ ଯେତେ ପରିମାଣରେ କ୍ରିମ ବା ମଶ୍ଚରାଇଜର ଲଗାଇଲେ ମଧ୍ୟ ମୁହଁରେ ସେହି ଚମକ ପୁନଃ ଫେରି ଆସେ ନାହିଁ । ତେବେ କିନ୍ତୁ ଷ୍ଟିମ୍‌ ଜରିଆରେ ଆପଣ ସହଜରେ ନିଜର…

ରୋଷେଇ ଘର ସଫା ରଖିବାର ସହଜ ଉପାୟ . . .

ରୋଷେଇ ଘର ସଫାସୁତୁରା ରଖିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଅନେକ ଲୋକ ରୋଷେଇ କରିବା ସମୟରେ ରୋଷେଇ ଘର ସଫା କରି ଦିଅନ୍ତି ଆଉ କିଛି ରୋଷେଇ କରିସାରିବା ପରେ ସଫା କରନ୍ତି। କିନ୍ତୁ କିଛି କିଛି ଲୋକ ଜମାରୁ ରୋଷେଇ ଘର ସଫା କରନ୍ତି ନାହିଁ, ଯାହା ଫଳରେ ରୋଷେଇ ଘର ଅପରିଷ୍କାର ହୋଇଥାଏ ।…

କିପରି ରହିବେ ଫୁଡ଼ ପଏଜନିଂ ଠାରୁ ଦୂରରେ, ଜାଣନ୍ତୁ

ବର୍ଷାଦିନ ଆରମ୍ଭ ହୋଇଗଲା । ଏହି ଦିନରେ ଦୂଷିତ ଖାଦ୍ୟ ଏବଂ ପାଣି ସଂସ୍ପର୍ଶରେ ଆସିଲେ ଫୁଡ୍‌ ପଏଜନିଂ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏପରିକି ଏହି ସମସ୍ୟା ଗୁରୁତର ହେଲେ ମେଡିକାଲ ଯିବାକୁ ମଧ୍ୟ ପଡିପାରେ । ଏହାଠାରୁ ନିଜକୁ କିପରି ଦୂରେଇ ରଖିବେ ସେ ସମ୍ପର୍କରେ ଜାଣନ୍ତୁ କିଛି…

ବର୍ଷା ଦିନରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ, ପାଖ ମାଡ଼ିବନି ରୋଗ

ଖରା ଦିନିଆ ଗରମରୁ ନିସ୍ତାର ପାଈଁ ସମସ୍ତେ ବର୍ଷାକୁ ଚାତକ ପରି ଚାହିଁ ରହିଥାନ୍ତି । ବର୍ଷା ଆସିଲେ ଆଶ୍ବସ୍ଥି ସହ ଅନେକ ରୋଗକୁ ଡାକି ଆଣିଥାଏ। ଏହି ଋତୁକୁ ସଙ୍କ୍ରମଣ ଋତୁ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଏହି ଦିନରେ ଲୋକମାନେ ଥଣ୍ଡା, ଜ୍ୱର ଆଦି ବିଭିନ୍ନ ରୋଗରେ ପୀଡିତ…

ଜାଣନ୍ତୁ, ରୂପି ସମସ୍ୟାରୁ କିପରି ପାଇବେ ମୁକ୍ତି…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ବେଳେବେଳେ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ କୁଣ୍ଡେଇ ମଧ୍ୟ ହୋଇଥାଏ । ଏଥିରୁ ବର୍ତ୍ତିବା ଲାଗି କିଛି ଘରୋଇ ଟିପ୍ସ୍…

ଅନେକ ରୋଗରୁ ରକ୍ଷାକରେ ‘ଲେମ୍ବୁପାଣି’

ଲେମ୍ବୁପାଣିର ନିୟମିତ ବ୍ୟବହାର ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ହଜମ ପକ୍ରିୟା ମଧ୍ୟ ଠିକ୍ ରହିଥାଏ । ଲେମ୍ବୁପାଣି ମଧ୍ୟ ଶରୀରର ପି.ଏଚର ସ୍ତରକୁ ସନ୍ତୁଳିତ ରଖେ। ସାଇଟ୍ରସ ଫଳମାନଙ୍କରେ ଭିଟାମିନ-ସି ପ୍ରଚୁର ପରିମାଣରେ ଭରି ରହିଥାଏ । ଏହାଦ୍ୱାରା ଶରୀରରେ…

କେଶ ପାଇଁ ଦେଶୀ ଘିଅ . . .

ସାଧାରଣତଃ ଘିଅ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ । ପ୍ରାୟ ସମସ୍ତେ ଘିଅକୁ ଖାଦ୍ୟ ଓ ପୂଜା ସାମଗ୍ରୀରେ ବ୍ୟବହାର କରିଥିବେ! କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଦେଶୀ ଘିଅ ମାଲିସ କଲେ କେଶ ଶୀଘ୍ର ବଢିଥାଏ ଓ ମଜବୁତ ହୋଇଥାଏ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ…

ମଧୁମେହକୁ ଭଲ କରିବ ମେଥି

ସାଧାରଣତଃ ଆମେମାନେ ମେଥିକୁ ରୋଷେଇ ଘରେ ବ୍ୟବହାର କରୁ । କିନ୍ତୁ ଏହା ବ୍ୟତୀତ ମେଥିରେ ଭରି ରହିଛି ଔଷଧୀୟ ଗୁଣ । ଏଥିରେ ମ୍ୟାଗ୍ନେସିୟମ୍, ଫସ୍‌ଫରସ୍‌ ଓ ଭିଟାମିନ୍‌ ବି-୬ ପରି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି…

କ୍ୟାନସରରୁ ରକ୍ଷାକରେ ତୁଳସୀ !

ଅନେକ ଲାଭଯୁକ୍ତ ଗୁଣରେ ଭରପୂର ତୁଳସୀ ବୃକ୍ଷକୁ ଜଡିବୁଟିର ରାଣୀ ବୋଲି କୁହାଯାଏ । ତୁଳସୀ ଏପରି ଏକ ବୃକ୍ଷ, ଯାହାର ଚେର, କାଣ୍ଡ, ପତ୍ର ଓ ମଞ୍ଜିକୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ଏହାର ଆଧ୍ୟାତ୍ମିକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଶାସ୍ତ୍ରରେ ତୁଳସୀ…

କାଙ୍କଡର ଫାଇଦା ବିଷୟରେ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ସବୁଜ ପନିପରିବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ସେବନ ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇବା ପାରିବେ । କିନ୍ତୁ ଏପରି କିଛି ପରିବା ରହିଛି, ଯାହାକୁ ସେବନ କରିବା ଦ୍ୱାରା ଆପଣ ବହୁତ ଜଲଦି ପରିଣାମ ପାଇପାରିବେ । ସେହିପରି ଏକ ପରିବା ହେଉଛି କାଙ୍କଡ । କେତେକ ଜାଗାରେ…