Latest Odisha News
Browsing Category

ସ୍ୱାସ୍ଥ୍ୟ

ଏମିତି ନିଅନ୍ତୁ କିଡନୀର ଯତ୍ନ, ଦୁରେଇ ରହିବ ସବୁ ସମସ୍ୟା

ଭୁବନେଶ୍ୱର: ମଣିଷ ଶରୀରରେ ଦୁଇଟି କିଡନୀ ରହିଛି । ଯାହା ଶରୀରର ଫିଲଟର ପରି କାର୍ଯ୍ୟ କରିଥାଏ ଏବଂ ଏହା ରକ୍ତ ବିଶୋଧନ କରି ଅନାବଶ୍ୟକ ଉପାଦାନକୁ ମଧ୍ୟ ବାହାର କରିଦେଇଥାଏ । ଏହା ଶରୀରର ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେଣୁ କିଡନୀର ଯତ୍ନ…

ଜଙ୍କ୍ ଫୁଡ୍ ଖାଇଖାଇ ଏବେ ଆଉ ଦେଖି ଶୁଣି ପାରୁନାହାନ୍ତି

ଦଶ ବର୍ଷ ଧରି କେବଳ ଜଙ୍କ୍ ଫୁଡ୍ ମୋହରେ ପଡିଥିଲେ । ଆଉ ଏବେ ଆଉ ଦେଖିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି । ବ୍ରିଟେନର ଜଣେ ୧୭ବର୍ଷ ବୟସର ନାବାଳକ ନିଜର ଦୃଷ୍ଟି ଏବଂ ଶ୍ରବଣ ଶକ୍ତି ହରାଇ ବସିଛନ୍ତି । ଗତ ୧୦ବର୍ଷ ଧରି ସେ ପ୍ରତିଦିନ ଖାଉଥିଲେ କେବଳ ଚିପସ୍, କ୍ରିସପସ୍, ହ୍ୱାଇଟ୍ ବ୍ରେଡ୍…

ଏହି ଘରୋଇ ଚିକିତ୍ସା ଦ୍ୱାରା ଚୁଟକିରେ ଭଲ ହୋଇଯିବ ‘ରକ୍କା’

ଭୁବନେଶ୍ୱର: ଦେହରେ କୌଣସି ଜାଗାରେ ପବନ ଅଟକିଗଲେ ତାହାକୁ ରକ୍କା କହନ୍ତି । ଆମ ଶୋଇବାର ଭଙ୍ଗି ବେଳେବେଳେ ଆମ ମାଂସପେଶୀ ଉପରେ ପ୍ରଭାବ ପକାଏ । ଅଜାଣତରେ ହେଲେ ମଧ୍ୟ ଅଧିକ ସମୟ ଧରି ଏପରି ଶୋଇଲେ ଉକ୍ତ ଅଙ୍ଗ ରକ୍କା ହୋଇଯାଏ । ଏହା ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ। ତେବେ କଣ ରହିଛି ଏହାର…

ପ୍ରତିଦିନ ଖାଆନ୍ତୁ ଗୁଜୁରାତି, ଦୁରେଇ ରହିବ ଏହିସବୁ ସମସ୍ୟା

ଭୁବନେଶ୍ୱର: ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ରହିଥାଏ ଗୁଜୁରାତି। କେତେବେଳେ ଏହାକୁ ଚା ବନାଇବାରେ ତ କେତେବେଳେ ତରକାରୀରେ ବ୍ୟବହାର କରାଯାଇଥାଏ । ବେଳେବେଳେ ଏହାକୁ ମାଉଥଫ୍ରେସନର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ କଣ ଆପଣ ଜାଣନ୍ତି, ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇବା…

ଶାରୀରିକ ବ୍ୟାୟାମରୁ ଦୂରରେ ଭୁବନେଶ୍ୱରର ୫୯ ପ୍ରତିଶତ ଲୋକ: ସର୍ଭେ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ । ତେବେ ରାଜଧାନୀ ବାସୀ ଶାରୀରିକ ଭାବେ ଚଂଚଳ ନୁହଁନ୍ତି । ଭୁବନେଶ୍ୱରର ୫୯ ପ୍ରତିଶତରୁ ଅଧିକ ଲୋକ ନିଜ ଶାରୀରକ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ରାଜଧାନୀର ଜନସଂଖ୍ୟାର ମାତ୍ର ୧୬ ପ୍ରତିଶତ ଯୋଗାଭ୍ୟାସ…

କରନ୍ତୁ ଏହି ସବୁ କାମ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଅନେକ ରୋଗର ଉତ୍ପତି ମଧୁମେହରୁ ହିଁ ହୋଇଥାଏ । ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇ ଗଲାଣି । ଏହା ଯୋଗୁଁ ହୃଦରୋଗ କିମ୍ବା ହୃଦଘାତ ହେବାର ଅନେକ ସମ୍ଭାବନା ମଧ୍ୟ ବଢି ଯାଉଛି । ତେଣୁ ଯଥା ସମ୍ଭବ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ନିଶା, ଧୂମ୍ର ଓ ତମାଖୁ…

 ଅନେକ ରୋଗର ଉପଚାର ଅଧାକପ ଥଣ୍ଡା କ୍ଷୀର

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଖାଦ୍ୟପେୟ ଉପରେ କେହି ଗୁରୁତ୍ୱାରୋପ କରୁନାହାନ୍ତି । ଯାହାଦ୍ୱାରା ଜନ୍ମ ନେଉଛି ନାନାଦି ପ୍ରକାରର ରୋଗ । ଯେଉଁଥିରେ ମଣିଷ ପ୍ରତ୍ୟେକ ଦିନ ଘାଣ୍ଟି ହେଉଥିଲେ ମଧ୍ୟ ଏହାର ସମାଧାନ ପାଉନାହିଁ । କିଛି ରୋଗ ସମସ୍ୟାର ଉପଚାର ଆମ ଚାରିପାଖରେ ରହିଥିଲେ…

ଖାଲି ଖାଦ୍ୟ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ ପୋଦିନା

ଭୁବନେଶ୍ୱର: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପୋଦିନକୁ ବ୍ୟବହାର କରାଯାଏ ! ଆମେ ଆଜି ଆପଣଙ୍କୁ କହିବୁ ପୋଦିନା କିପରି…

ସୁସ୍ଥ ରହିବାର ମନ୍ତ୍ର ଶୀଘ୍ର ଶୁଅନ୍ତୁ ଓ ଶୀଘ୍ର ଉଠନ୍ତୁ

ଭୁବନେଶ୍ୱର: ପିଲାଦିନୁ ପଢି ଆସିଛେ ସ୍ୱାସ୍ଥ୍ୟ ହିଁ ଅମୁଲ୍ୟ ସମ୍ପଦ । କିନ୍ତୁ ଆଜିକାଲି ଲୋକଙ୍କର ଜୀବନଶୈଳୀ ଦେଖି ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ ହେଉନଥିବା ପରି ମନେ ହେଉଛି । ବିଳମ୍ବରେ ଶୋଇବା ଓ ବିଳମ୍ବରେ ଉଠିବା ଦ୍ୱାରା ବ୍ୟକ୍ତିର ଦିନଚର୍ଯ୍ୟା ଖରାପ ହେବା ସହ ବିଭିନ୍ନ ରୋଗରେ…

ଏକାଧିକ ରୋଗର ଗୋଟିଏ ସମାଧାନ ‘ଡ଼ାଳିମ୍ବ’

ଭୁବନେଶ୍ୱର: ଡ଼ାଳିମ୍ବ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଡାକ୍ତରମାନେ ମଧ୍ୟ ଦୈନନ୍ଦିନ ଜୀବନରେ ଡ଼ାଳିମ୍ବ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଜାଣନ୍ତୁ ଏହି ଫଳ ସେବନ କରିବା ଦ୍ବାରା ଶରୀରରେ କେଉଁ ଲାଭ ମିଳିଥାଏ... -ଖାଦ୍ୟ ଖାଇବାକୁ ଇଛା ହେଉନଥିଲେ ଡ଼ାଳିମ୍ବକୁ ମିଶ୍ରି ସହ…