Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଚିକିତ୍ସାର ଫାଇନାଲ ଷ୍ଟେଜରେ ଇରଫାନ ଖାନ, କହିଲେ “ଲାଗୁଛି ଆଉ କିଛି ମାସ ଭିତରେ ମରିଯିବି”

ଆସନ୍ତା କାଲି ରିଲିଜ ହେବ ବଲିଉଡ଼ ଅଭିନେତା ଇରଫାନ ଖାନଙ୍କ ନୁଆ ସିନେମା ‘କାରୱାଁ’ । ଏହି ସିନେମା ରିଲିଜ ହେବାକୁ ନେଇ ଦର୍ଶକଙ୍କ ମନରେ ବେଶ ଆଗ୍ରହ ରହିଥିବା ବେଳେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଇରଫାନ ବର୍ତମାନ ଲଣ୍ଡନରେ ଅଛନ୍ତି ଏବଂ ତାଙ୍କୁ ହୋଇଥିବା ରୋଗ…

ରବିବାର ଦିନ ସୂର୍ଯ୍ୟ ଉପାସନା କରନ୍ତୁ, ସମ୍ପୂର୍ଣ୍ଣ ବଦଳିଯିବ ଭାଗ୍ୟ

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…

ହେପାଟାଇଟିସ୍ ବି ରୋଗ କ୍ଷେତ୍ରରେ ଅଜ୍ଞତା ହିଁ ସବୁଠାରୁ ଚିନ୍ତାର କାରଣ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଭାରତ ସ୍କାଉଟ ଏବଂ ଗାଇଡ଼ସର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ନୋବେଲ୍ ବିଜେତା ପ୍ରଫେସର ସାମୁଏଲ ବ୍ଲୁମବର୍ଗ ହେପାଟାଇଟିସ ଭାଇରସର ଆବିଷ୍କାର କରିବା ସହିତ…

କୃଷି କ୍ଷେତ୍ରରେ ଚାକିରିର ଯଥେଷ୍ଟ ସୁଯୋଗ ରହିଛି – ବିଶିଷ୍ଟ କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟ

ଭୁବନେଶ୍ୱର : କୃଷି ବିଜ୍ଞାନ ପାଠ୍ୟକ୍ରମକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଉଭୟ ସରକାରୀ ସଂସ୍ଥା ସହିତ ବିଭିନ୍ନ ସଂସ୍ଥା ଏବଂ ଗବେଷଣା ପ୍ରତିଷ୍ଠାନରେ ଚାକିରିର ସୁଯୋଗ ରହିଥିବା କହିଛନ୍ତି ବିଶିଷ୍ଟ କୃଷି ବିଶେଷଜ୍ଞ…

କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ଯାଆଁଳା ଭାଇ ଘରକୁ ଫେରିବେ: ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଚିକିତ୍ସିତ ହେଉଥିବା ଯାଆଁଳା ଶିଶୁ ଜଗା-କାଳିଆଙ୍କୁ ଭେଟିଛନ୍ତି । ବର୍ତ୍ତନମାନ ଜଗା-କାଳିଆ ଓଡ଼ିଶା ଫେରିବେ ନାହିଁ, କାଳିଆ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କଲେ ଦୁଇ…

ବିରଳ ଚକ୍ଷୁ ଚିକିତ୍ସା: କ୍ୟାପିଟାଲ ହସ୍ପିଟାଲରେ ଶତାୟୁଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ଭୁବନେଶ୍ୱର : ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ଼ କରିଛି । ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହିତ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇପାରିଛି । ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ ଚକ୍ଷୁରେ…

ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି: ରାତି ୮ଟାରୁ ଦର୍ଶନ ବନ୍ଦ, ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ଆଡ଼ପମଣ୍ଡପରେ ଅନୁଷ୍ଠିତ ହେଉଥିବା ବନକଲାଗି ନୀତି ହେଉଛି । ଭକ୍ତମାନେ ସାହାଣମେଲା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଆଡ଼ପମଣ୍ଡମରେ ସମସ୍ତ ସକାଳ ନୀତି ସୂଚାରୁରୂପେ ଚାଲିଛି । ଇତିମଧ୍ୟରେ ଭୋର୍ ୫ଟା ସମୟରେ ମଙ୍ଗଳଆଳତୀ, ସକାଳ ୬:୩୦ରେ…

ପ୍ରବଳ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୁରୁପ୍ରୀୟା ସେତୁ ଉଦଘାଟନ ସ୍ଥଗିତ ହେଲା

ମାଲକାନଗିରି : ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ ନବନିର୍ମିତ ଗୁରୁପ୍ରୀୟା ସେତୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜୁଲାଇ ୧୮ ତାରିଖ ଦିନ ଉଦଘାଟିତ ହେବାକୁ ଥିଲା । କିନ୍ତୁ ପ୍ରତିକୂଳ ପାଗ ତଥା ପ୍ରବଳ ବର୍ଷା ଯୋଗୁଁ ଏହି ଉଦଘାଟନ କାର୍ଯ୍ୟକ୍ରମ…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂରତି, ରଥରୁ ପହଣ୍ଡିରେ ଝୁଲି ଝୁଲି ଗଲେ ମହାପ୍ରଭୁ

ପୁରୀ : ମହାପ୍ରଭୁ ବଡ଼ଭାଇ ଓ ସାନଭଉଣୀ ସହିତ ରଥରେ ବୁଲୁଛନ୍ତି । ଶନିବାର ଦିନ ରତ୍ନବେଦୀରୁ ବାହାରି ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ଶ୍ରୀଜଗନ୍ନାଥ । ଭାଇ ଭଉଣୀ ଗୁଣ୍ଡିଚା ମନ୍ଦିର ସହଳ ପହଞ୍ଚି ଯାଇଥିଲେ ମଧ୍ୟ ସାନଭାଇ ଶ୍ରୀଜଗନ୍ନାଥ ବଳଗଣ୍ଡି ଛକରେ…

ଭୁବନେଶ୍ୱର: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଶନିବାର ରାତିରେ ରାସ୍ତାରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ରେଲୱେ କ୍ରସିଂ ନିକଟସ୍ଥ ରାସ୍ତାରେ ରଘୁନାଥନଗରର ୨୫ ବର୍ଷୀୟ ଯୁବକ ଟିଟନକୁ କିଛି ଯୁବକ ପିଟିପିଟି ହତ୍ୟା କରିଛନ୍ତି । ତେବେ ବଚସାରୁ…