Latest Odisha News
Browsing Category

ସ୍ୱାସ୍ଥ୍ୟ

ଏହି ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ, ନଚେତ୍ ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍

ମସ୍ତିଷ୍କ ହେଉଛି ଆମ ଶରୀରର ସବୁଠାରୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯଦି ଏହା କୌଣସି ପ୍ରକାରେ ପ୍ରଭାବିତ ହୁଏ, ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ଦେଖାଯାଏ। ଆମର ମସ୍ତିଷ୍କ ଏକ ଉପାୟରେ କମ୍ପ୍ୟୁଟରର ଭୂମିକା ଗ୍ରହଣ କରେ, ଯାହା ସମଗ୍ର ଶରୀରକୁ ନିର୍ଦ୍ଦେଶ ଦେବା ପାଇଁ କାର୍ଯ୍ୟ…

ଦୈନିକ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ?

ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା କରିବା । ଚାଟ୍-ପକୁଡି କିମ୍ବା ଭଜା ହୋଇଥିବା ମସଲାଯୁକ୍ତ ଖାଦ୍ୟ ଅତ୍ୟନ୍ତ…

ଭଲ ନିଦ ହେଉ ନାହିଁକି ? ଆପଣାନ୍ତୁ ଏହି ସ୍ଲିପିଂ ହ୍ୟାକ୍ସ

ରାତିରେ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ। ଅତିକମରେ ଦୈନିକ 8 ଘଣ୍ଟା ଶୋଇଲେ ଶରୀର ସୁସ୍ଥ ରହେ। ଏହାସହ ଆପଣଙ୍କ ମନ ବି ସୁସ୍ଥ ରହେ। କିନ୍ତୁ ମୁଣ୍ଡରେ ଚିନ୍ତା, ଡିପ୍ରେସନରେ ରହିଲେ ଆପଣ ଶୋଇବାକୁ ଯେତେ ଚେଷ୍ଟା କରନ୍ତୁ କୌଣସି ସୁଫଳ ମିଳେ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଶୋଇବା…

ମାନସିକ ଅବସାଦ କେମିତି ଦୂର କରିବେ ?

ଓଡିଶା ସମ୍ବାଦ ବ୍ୟୁରୋ: ଡିପ୍ରେସନରୁ ବାହାରିବା ପାଇଁ ଉତ୍ତମ ଔଷଧ ହେଉଛି ମେଡିଟେସନ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ଅନେକଙ୍କ ଠାରେ ଷ୍ଟ୍ରେସ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖାଦେଇଥାଏ । ଚାପରୁ ମୁକ୍ତି ପାଇବା…

ଫ୍ୟାଟି ଲିଭର ସମସ୍ୟା ଥିଲେ ଏହି ଉପାୟ କରନ୍ତୁ !

ଓଡିଶା ସମ୍ବାଦ ବ୍ୟୁରୋ: ଫ୍ୟାଟି ଲିଭର ଅର୍ଥାତ୍ ଆପଣଙ୍କ ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଯିବା। ଅଧିକାଂଶ କ୍ଷେତ୍ରରେ ଫ୍ୟାଟି ଲିଭରର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ଫ୍ୟାଟି ଲିଭର୍ ସମସ୍ୟା ଥିଲେ ସୁସ୍ଥ ଖାଦ୍ୟ ଖାଇବା ଜରୁରୀ। ଆପଣ ଏପରି…

ଦୈନିକ ୧୦ ହଜାର ଷ୍ଟେପ ଚାଲନ୍ତୁ, କ୍ୟାନସର ଭଳି ମାରାତ୍ମକ ରୋଗ ଭୟରୁ ନିର୍ଭୟ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନକୁ ୩୦ମିନିଟ୍ ଚାଲିବା, ଯୋଗ ଓ ଜିମ୍ ଯିବା ସହ ସମାନ। କିନ୍ତୁ ଆପଣ ଜାଣନ୍ତିକି ପ୍ରତିଦିନ ଚାଲିବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ। ସିଡନୀ ୟୁନିଭରସିଟି ଏବଂ ଅଷ୍ଟ୍ରେଲିଆର ସାଉଥ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଦୈନିକ…

ଅଧିକ ‘ସେଓ’ ଖାଉଛନ୍ତି କି?

ଓଡ଼ିଶା ସମ୍ବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ସବୁଠୁ ଭଲ ଔଷଧ ହେଉଛି ଚିନ୍ତାମୁକ୍ତ ରହିବା। କିନ୍ତୁ ଭଲ ଖାଦ୍ୟ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନଯୁକ୍ତ ଖାଦ୍ୟ ଆପଣଙ୍କ ଚେହେରା, ମାନସିକ ଶାନ୍ତି ଓ ଶରୀରର ବିଭିନ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଫଳ ରେ…

ଭୋଜନ ପରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରନ୍ତି ଅସୁସ୍ଥ !

ଓଡିଶା ସମ୍ବାଦ ବ୍ୟୁରୋ: ଭୋଜନ ପରେ ତୁରନ୍ତ ଗାଧୋଇବାକୁ ଯାଆନ୍ତି କି ? ଯଦି ଏପରି କରନ୍ତି ତେବେ ଏଥିପ୍ରତି ରୁହନ୍ତୁ ସାବଧାନ। କାରଣ ଆୟୁର୍ବେଦ ଅନୁଯାୟୀ ଭୋଜନ କରିବା ପରେ ତୁରନ୍ତ ସ୍ନାନ କରିବା ଉଚିତ୍ ନୁହେଁ। ଏହି କାରଣରୁ, ହଜମ ସମ୍ବନ୍ଧୀୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ତେବେ…

ପ୍ରତିଦିନ ତିନି ଟଙ୍କାରେ କିପରି ଫିଟ୍ ରହିବେ ଜାଣନ୍ତୁ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତିଟି ଭାରତୀୟ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି । କିଏ ଆଚାର କରି ଖାଏ ତ ଆଉ କିଏ ଲେମ୍ବୁ ସରବତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଲେମ୍ବୁର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଲେମ୍ବୁ ବା କାଗେଜି ଔଷଧୀୟ…

ନିରୋଗ ରହିବାର ଏକମାତ୍ର ଉପାୟ ‘ଅଦା ମିଶ୍ରିତ କ୍ଷୀର’ ସେବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଦା ପଡିଥିବା ଚା' ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ । ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ ।…