Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ହାଡ଼କୁ କିପରି ରଖିବେ ମଜବୁତ ?

ଏକ ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ରହିବା ଅତ୍ୟନ୍ତ ଜରୁରୀ। ରୋଗ ପ୍ରତିରୋଧକ ଶକ୍ତି ଯଦି ଭଲ ଥାଏ ତେବେ ଏକ ସୁସ୍ଥ ଶରୀର ଗଠନ ହୁଏ। ଶରୀରର ବିକାଶ ପାଇଁ ହାଡ଼ର ବିକାଶ ହେବା ଜରୁରୀ। ଆଉ ଏହି ହାଡ଼କୁ ମଜବୁତ ଏବଂ ଶକ୍ତିଶାଳୀ ରଖିବା ଆପଣଙ୍କର ଦାୟିତ୍ୱ। ବିଶେଷଜ୍ଞଙ୍କ ଅନୁଯାୟୀ ହାଡ଼ ସବୁବେଳେ…

ୱାର୍ଲ୍ଡ ହାର୍ଟ ଡେ ୨୦୨୨: ଖାଦ୍ୟପାନୀୟ ନିୟନ୍ତ୍ରଣ କଲେ ହୃଦୟ ରହେ ସୁସ୍ଥ

ଓଡିଶା ସମ୍ବାଦ ବ୍ୟୁରୋ: ଆଜି ‘ୱାର୍ଲ୍ଡ ହାର୍ଟ ଡେ’। ପ୍ରତିବର୍ଷ ୨୯ ଡିସେମ୍ବରକୁ ‘ବିଶ୍ୱ ହୃଦୟ ଦିବସ’ ଭାବେ ପାଳନ କରାଯାଇଥାଏ । ହୃଦୟକୁ ସୁସ୍ଥ ରଖିବା ଏବଂ ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି। ଏବେ ଅନ୍ୟାନ୍ୟ ରୋଗ ତୁଳନାରେ…

ନିୟମିତ ଏକ ଚାମଚ ମହୁ ଦୂର କରେ ମେଦବହୁଳତା ସମସ୍ୟା

ଆପଣଙ୍କ ଓଜନ ବଢିଯାଇଛି କି? ଏଥିପାଇଁ ଆପଣ ଖୁବ ଚିନ୍ତିତ! ତେବେ ଏହି ଚିନ୍ତା ଆପଣଙ୍କ ମଟାପଣର କାରଣ ହୋଇପାରେ। ଏହା ଆମେ ନୁହେଁ ହେଲଥ୍ ଏକ୍ସପର୍ଟସ କୁହନ୍ତି। ତେବେ ଆପଣ ଓଜନ ହ୍ରାସ କରିବାକୁ ଯେକୌଣସି ଉପାୟ ଆପଣାନ୍ତୁ ନା କାହିଁକି ପ୍ରଥମେ ଚିନ୍ତା କରିବା ବନ୍ଦ କରିବାକୁ ପଡିବ। ଓଜନ ହ୍ରାସ…

ଦୈନିକ ୩ ରୁ ୪ କପ କଫି ପିଇଲେ ବଢିଥାଏ ଆୟୁଷ, ଦୂର ହୁଏ ହୃଦରୋଗ

କଫି ପ୍ରାମୀଙ୍କ ପାଇଁ ଭଲ ଖବର। ଯଦି ଆପଣ ଦିନକୁ ୨ ରୁ ୩ କପ କଫି ପିଅନ୍ତି, ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପ୍ରକାର ଚିନ୍ତା କରିବାକୁ ପଡ଼ିବ ନାହିଁ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିନକୁ ଦୁଇରୁ ତିନି କପ୍ କଫି ପିଇବା ଦ୍ୱାରା ଆୟୁଷ ବଢେ ଏବଂ ହୃଦଘାତ…

ଫଳ ସହ ସୈନ୍ଧବ ଲବଣର ବ୍ୟବହାର ହୋଇପାରେ ବିପଦଜନକ

ଚାଲିଛି ମାଆଙ୍କ ନବରାତ୍ରୀ ପୂଜା। ନଅ ଦିନ ଧରି ପୂଜା ବ୍ରତ କରି ଉତ୍ସାହର ସହ ନବରାତ୍ରୀ ପାଳୁଛନ୍ତି ଭକ୍ତ। ହେଲେ ଏହି ନଅ ଦିନ ଭକ୍ତମାନେ କେବଳ ସାକାହାରୀ ଖାଦ୍ୟ କିମ୍ବା ଫଳମୂଳ ଖାଇ ରୁହନ୍ତି। କିନ୍ତୁ ଆପଣ ଯଦି ଉପବାସ କରନ୍ତି ତେବେ ଶରୀର ପ୍ରତି ଧ୍ୟାନ ରଖିବା ଜରୁରୀ। କିଛି ଲୋକେ ଫଳ…

ଲିଭରକୁ ସୁସ୍ଥ ରଖିବ ଏହି ଖାଦ୍ୟ

ଯକୃତ ବା ଲିଭର ହେଉଛି ଆମ ଶରୀରର ଏପରି ଏକ ଆଭ୍ୟନ୍ତରୀଣ ଅଙ୍ଗ, ଯାହା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହାସହ ଓଜନ ହ୍ରାସ କରିବା ଏବଂ ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହା ଆମ ଭିତରେ ଥିବା ବର୍ଜ୍ୟବସ୍ତୁ ବାହାର କରିବା ପାଇଁ କାର୍ଯ୍ୟ କରେ। ତେଣୁ ଆମେ ଲିଭରର…

ସରକାରୀ ଚିକିତ୍ସାଳୟରେ ବିଶୃଙ୍ଖଳା ରୋକିବାକୁ ଜିଲାପାଳ, ଏସ୍‌ପିଙ୍କୁ ସ୍ବାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର: ସମ୍ବଲପୁର ସମେତ ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ରୋଗୀ ସଂପର୍କୀୟଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ଚିକିତ୍ସାଳୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ…

ସୁସ୍ଥ ରହିବାକୁ ଯାଇ ଅତ୍ୟଧିକ ଗରମ ପାଣି ପିଉଛନ୍ତି କି?

ଯେଉଁମାନେ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ଗରମ ପାଣି ପିଅନ୍ତି। ଥଣ୍ଡାରେ ଗରମ ପାଣି ପିଇବା ସମସ୍ତଙ୍କର ଅଭ୍ୟାସ। ଗରମ ପାଣି ଦ୍ୱାରା ଶରୀରକୁ ଆରମ ଲାଗେ ଏବଂ ଶରୀରକୁ ଉଷୁମ ରଖେ। କିନ୍ତୁ କିଛି ଲୋକେ ମାତ୍ରାଧିକ ଗରମ ପାଣି ପିଅନ୍ତି। ଯାହାକି ସ୍ୱାସ୍ଥ୍ୟ ପାଇଁ…

ଶୀତ ଦିନେ ଶରୀର ଯତ୍ନ ନିଅନ୍ତୁ, ନଚେତ୍ ହୋଇପାରେ ଏହି ସବୁ ରୋଗ

ଆସୁଛି ଶୀତ ଋତୁ। ସେପ୍ଟେମ୍ବର ଶେଷ ଓ ପହିଲା ଅକ୍ଟୋବରରୁ ଶୀତ ଆରମ୍ଭ ହୋଇଯାଏ। ଲୋକେ ନିଆଁ ପୁଇଁବା ଆରମ୍ଭ କରିଦିଅନ୍ତି। ସକାଳୁ ସକାଳୁ ଗରମ ଗରମ ଅଦା ଚା ଏବଂ କଫି ପିଅନ୍ତି। ତେବେ ଏହି ଶୀତ ଦିନେ ଶୀତଳ ପବନ ମନକୁ ଯେତେ ଶାନ୍ତି ଦେଇଥାଏ, ଏଥିସହ ବିଭିନ୍ନ ରୋଗ ମଧ୍ୟ ଆଣିଥାଏ। ଶୀତ ଦିନେ ରୋଗ…

ଶରୀରକୁ ସୁସ୍ଥ ରଖେ ପାନ ପତ୍ର

ପାନ ସମସ୍ତେ ଖାଇବାକୁ ଭଲପାଆନ୍ତି। ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ପାନ। ପାନକୁ ସର୍ବୋତ୍ତମ ମାଉଥ ଫ୍ରେସନର ଭାବରେ ବିବେଚନା କରାଯାଏ। ଅଧିକାଂଶ ସମୟରେ ଶୁଭ କାର୍ଯ୍ୟ ଏବଂ ପୂଜା କାର୍ଯ୍ୟରେ ପାନ ପତ୍ରର ପ୍ରୟୋଗ ହୁଏ। ଲୋକେ ଖାଦ୍ୟ ଖାଇବା ପରେ ପାନ ସେବନ କରନ୍ତି। କାରଣ ପାଟିକୁ…