Latest Odisha News

BREAKING NEWS

Browsing Category

ବ୍ୟାଡ଼ମିଣ୍ଟନ୍‌

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରୁ ବିଦା ହେଲେ ସାତ୍ୱିକ-ଚିରାଗ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଶନିବାର ଭାରତ ପାଇଁ ନୈରାଶ୍ୟର ଦିନ ଥିଲା । ଅଣସିଡେଡ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ସେମିଫାଇନାଲରେ ପରାଜିତ ହୋଇଛନ୍ତି । ସେମାନେ ମାଲେସିଆର ଆରୋନ ଚିୟା ଓ ସୋ ବୁଇ ୟିକ୍ ୨୧-୧୮, ୨୧-୧୮ରେ ଭାରତୀୟ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସିନ୍ଧୁ ବିଦା, ସେମିରେ ସାତ୍ୱିକ-ପୋନପ୍ପା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି । ଆୟୋଜକ ଦେଶର ରାଚନୋକ ଇନଟାନନ ୨୧-୧୩, ୨୧-୯ ଗେମରେ ବିଜୟୀ ହୋଇଥିଲେ । ତେବେ ମିକ୍ସଡ ଡବଲ୍ସରେ ଭାରତର ସାତ୍ୱିକ ସାଇରାଜ ଓ ଅଶ୍ୱୀନ ପୋନପ୍ପା…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: କ୍ୱାର୍ଟରରେ ପିଭି ସିନ୍ଧୁ

ବ୍ୟାଙ୍କକ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ଥାଇଲାଣ୍ଡ ଓପନ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ମାଲେସିଆର ସେଲଭାଦୁରାୟ କିସୋନାଙ୍କୁ ୨୧-୧୦, ୨୧-୧୨ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସରେ ଏଚଏସ ପ୍ରଣୟ ମାଲେସିଆର ଲିଉ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସାଇନାଙ୍କ ଅଭିଯାନ ଶେଷ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଗୁରୁବାର ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାରମୁରୁଙ୍ଗଫାନ୍‌ଙ୍କ ନିକଟରୁ ସେ ୨୩-୨୧, ୧୪-୨୧ ଓ ୧୬-୨୧ରେ ପରାଜିତ ହୋଇଥିଲେ ।…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ପ୍ରିକ୍ୱାର୍ଟରରେ ସାଇନା

ବ୍ୟାଙ୍କକ:ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ସାଇନା ନେହ୍ୱାଲ ଚମତ୍କାର ପ୍ରଦର୍ଶନ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସାଇନା ମାଲେସିଆର କିସୋନା ସେଲଭାଡରେଙ୍କକୁ ୨୧-୧୫, ୨୧-୧୫ରେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ ସେ…

୧୦ ମାସ ପରେ ସାଇନା, ସିନ୍ଧୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ୧୦ ମାସ ପରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଉଛି । ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ସୋମବାର ବ୍ୟାଙ୍କକରେ ଜାନୁୟାରୀଠାରେ ଆରମ୍ଭ ହେବାକୁ ଯାଉଥିବା ୩ଟି ଟୁର୍ଣ୍ଣାମେଂଟ ପାଇଁ ଖେଳାଳି ଚୟନ କରିଛି…

ଅବସର ନେଇ ପିଭି ସିନ୍ଧୁଙ୍କ ଟୁଇଟ, କଭି ହାଁ କଭି ନାଁ

ମାଡ୍ରାସ: ସୋମବାର ଭାରତର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ତାଙ୍କ ପ୍ରଶଂସକଙ୍କୁ ବଡ ଝଟକା ଦେଇଥିଲେ । ପରେ ଅବଶ୍ୟ ସବୁ କିଛି ଠିକ୍ ହୋଇଯାଇଥିଲା । ଆସନ୍ତୁ ଜାଣିବା ଘଟଣା କଣ ? ଅଲିମ୍ପିଆନ୍ ପିଭି ସିନ୍ଧୁ ସୋମବାର ସକାଳେ ଟୁଇଟ କରିଥିଲେ ଆଇ ରିଟାୟର । ବାସ୍ ପ୍ରଶଂସକମାନେ ନିରାଶ ହେବା ସହ…

ମାଲଡିଭ୍‌ସରେ ମଉଜ କରୁଛନ୍ତି ସାଇନା-କାଶ୍ୟପ

ମାଲେ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ ପାରୁପଲ୍ଲୀ କାଶ୍ୟପ ମାଲଡିଭ୍‌ସରେ ମଉଜ କରୁଛନ୍ତି । ଭାରତର ଏହି ଲୋକପ୍ରିୟ ଖେଳ ଯୋଡି ପ୍ରେମରେ ପଡିବାଠାରୁ ବିବାହ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାର ରହିଛନ୍ତି । ବିବାହ ପରେ ନିଜ ପତିଙ୍କ ସହ ସାଇନା ଛୁଟି କଟାଉଛନ୍ତି ।…

ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ କରୋନା ପଜିଟିଭ

ହାଇଦ୍ରାବାଦ: ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ ଓ ଫିଜିଓଥେରାପିଷ୍ଟ କିରଣ ସି କରୋନା ପଜିଟିଭ ଥିବା ଜଣାପଡିଛି । ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଚାଲିଥିବା ରାଷ୍ଟ୍ରୀୟ ବ୍ୟାଡମିଂଟନ ଶିବିରରେ ଏମାନେ ଯୋଗ ଦେଇଥିଲେ । ସେଠାରେ କରାଯାଇଥିବା କୋଭିଡ-୧୯ ଟେଷ୍ଟରେ ଉଭୟ ପଜିଟିଭ ଥିବା ଜଣା…

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ…