Latest Odisha News

BREAKING NEWS

Browsing Category

କ୍ରିକେଟ

ଚହଲଙ୍କ ବାପା ଏବଂ ମାଆଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ବାପା ଏବଂ ମାଆ କରୋନା ସଂକ୍ରମିତ ହୋଇଛନ୍ତି । ଚହଲଙ୍କ ପତ୍ନୀ ଧନଶ୍ରୀ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ପାପା(ଶ୍ୱଶୁର)ଙ୍କ ଅବସ୍ଥା ଖରାପ ହେବାକୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମାଆ…

୨୬ ବର୍ଷ ପରେ ଆଶେଜ ସିରିଜର ଶେଷ ମ୍ୟାଚ ସିଡନୀ ବଦଳରେ ପର୍ଥରେ ଖେଳାଯିବ

ସିଡନୀ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁଚର୍ଚ୍ଚିତ ଆଶେଜ କ୍ରିକେଟ ସିରିଜରେ ୨୬ ବର୍ଷରେ ପ୍ରଥମ ଥର ପାଇଁ ଶେଷ ମ୍ୟାଚ ସିଡନୀ ବଦଳରେ ପର୍ଥରେ ଖେଳାଯିବ । ୯ ଡିସେମ୍ବରରୁ ବ୍ରିସବେନରୁ ଏହି ସିରିଜ ଆରମ୍ଭ ହେବ । ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ, ସିଡନୀ ଓ ପର୍ଥରେ ୫ଟି ଯାକ ଟେଷ୍ଟ…

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଦିଲ୍ଲୀ:ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ । ଯଦି କରୋନା ପଜିଟିଭ ବାହାରିବ ତେବେ ଜୁନ୍ ୨ରେ ଥିବା ଇଂଲଣ୍ଡ ଗସ୍ତରୁ ବିଦା ହୋଇଯିବ । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଥିରେ ଲାଗିଛି ରୋକ୍ । ଆଉ ଏନେଇ ବିସିସିଆଇ ପକ୍ଷରୁ ମଧ୍ୟ କଡା ପଦକ୍ଷେପ ନିଆଯାଇଛି । ଖେଳାଳି…

ଅଭ୍ୟାସ କରୁଥିବା ବେଳେ ଚାଲିଗଲା ୨୪ ବର୍ଷୀୟ କ୍ରିକେଟର ଜୀବନ !

ଲଣ୍ଡନ: ଇଂଲଣ୍ଡର ଯୁବ ଖେଳାଳି ଜୋଶୁଆ ଡାଉନୀଙ୍କ ଅକସ୍ମାତ ମୃତ୍ୟୁ କ୍ରିକେଟ ଦୁନିଆକୁ ସ୍ତବ୍ଧ କରି ଦେଇଛି । ଇଂଲିଶ କାଂଉଟି କ୍ଲବ ନଟ୍ଟିଂହାମଶାୟର ପକ୍ଷରୁ ଖେଳୁଥିବା ଏହି ୨୪ ବର୍ଷୀୟ ଖେଳାଳି ଅଭ୍ୟାସ ସେଶନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କେହି କିଛି ଭାବିବା ପୂର୍ବରୁ ସେ ତଳେ…

ସ୍ମୃତି ମାନ୍ଧନାଙ୍କ ସମେତ ଫୋଡା ଖାଇଲେ ଆଉ କିଛି କ୍ରିକେଟର

ମୁମ୍ବାଇ: ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ସ୍ମୃତି ମାନ୍ଧନା ମଙ୍ଗଳବାର କରୋନା ଭ୍ୟାକ୍ସିନ ନେଇଛନ୍ତି । ତାଙ୍କ ବ୍ୟତୀତ ପୁରୁଷ ଟିମର ଯଶପ୍ରୀତ ବୁମରାହ, ଦୀନେଶ କାର୍ତିକ, ଦୀପକ ଚାହର ଓ ସିଦ୍ଧାର୍ଥ କୌଲ ମଧ୍ୟ ଟୀକା ନେଇଛନ୍ତି । ପ୍ରଶଂସକମାନଙ୍କୁ ଟୀକା ନେବା ସହ କରୋନା ପ୍ରତି ସତର୍କ…

ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଡା ହେଲା କଟକଣା

ନୂଆଦିଲ୍ଲୀ: କରୋନାର ପ୍ରକାପ ଦେଖିବା ପରେ ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଟକଣାକୁ ଆହୁରି କଡା କରାଯାଇଛି । ବିସିସିଆଇ ଓ ନ୍ୟୁଜିଲାଣ୍ଡ ବୋର୍ଡଙ୍କୁ କରୋନା ପ୍ରୋଟୋକଲ ମାନିବା ପାଇଁ ନିର୍ଦ୍ଦେଶ ଦେଇଛି । ଭାରତୀୟ ଟିମ୍ ପ୍ରଥମେ…

ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତ କରିବ । ଦଳ ସେଠାରେ ୫ ଟି୨୦ ଏବଂ ୩ ଦିନିକିଆ ମ୍ୟାଚ ଖେଳିବ । ଏଥିରେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଏବଂ ଇଂଲଣ୍ଡ ଗସ୍ତରେ ଯାଇଥିବା ଖେଳାଳିମାନେ ସାମିଲ ହେବେ ନାହିଁ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି । ଏହାର…

ଆଇପିଏଲ ବଳକା ମ୍ୟାଚ କରିବା ପାଇଁ ବିସିସିଆଇ ନିକଟରେ କଣ ରହିଛି ବିକଳ୍ପ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଆଇପିଏଲ-୨୦୨୧ ଅଧାରୁ ବନ୍ଦ କରିବା ପାଇଁ ବିସିସିଆଇ ବାଧ୍ୟ ହୋଇଥିଲା । ଏବେ ଆଇପିଏଲର ଏହି ବଳକା ମ୍ୟାଚ ଆୟୋଜନ କରିବା ନେଇ ଇଂଲଣ୍ଡ, ୟୁଏଇ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଗ୍ରହ ପ୍ରକାଶ କରିଛନ୍ତି । ଏବେ ବି ଆହୁରି ୨୯ ମ୍ୟାଚ ଖେଳାଯିବା ବାକି ରହିଛି । ଗତ…

ଇଂଲଣ୍ଡ ଗସ୍ତରେ କଡା କଟକଣାରେ ରହିବେ ଟିମ୍ ଇଣ୍ଡିଆ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏବେ କରୋନା ତାର କରାଳ ରୂପ…

ପେସ ବୋଲର ପ୍ରସିଦ୍ଧ କରୋନା ସଂକ୍ରମିତ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ପ୍ରିସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ । ସେ କୋଲକାତାର ୪ର୍ଥ ଖେଳାଳି ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଙ୍ଗାଲୋରରେ ନିଜ ଘରେ ସେ ଆଇସୋଲେଶନରେ ରହିଛନ୍ତି ।…