Latest Odisha News

BREAKING NEWS

Browsing Category

କ୍ରିକେଟ

ରାହୁଲଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୩୩୭ ରନର ଟାର୍ଗେଟ

ପୁଣେ:ଚଳିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୩୩୭ ରନର ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ କେଏଲ ରାହୁଲଙ୍କ ଶତକ(୧୦୮) ଏବଂ ଅଧିନାୟକ ବିରାଟ କୋହଲି(୬୬) ଓ ଋଷଭ ପନ୍ତଙ୍କ(୭୭) ଅର୍ଦ୍ଧଶତକ ସହାୟତାରେ ୫୦ ଓଭରରେ ୬ ଉଇକେଟ ବିନିମୟରେ ୩୩୬…

ଆଘାତ ସମସ୍ୟା ଯୋଗୁୂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ଶ୍ରେୟାଶ

ପୁଣେ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଶ୍ରେୟାଶ ଓହରିବା ଫଳରେ ଟିମ୍ କମ୍ବିନେଶନରେ ବାଧା ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି । ଏପରି କି ଶ୍ରେୟାଶ ଆଇପିଏଲର କିଛି ମ୍ୟାଚ…

ପୁଣେ ଦିନିକିଆରେ ବିରାଟ ସେନାର ବିଜୟ ହିରୋ ନବାଗତ କ୍ରୁନାଲ୍-ପ୍ରସିଦ୍ଧି

ପୁନେ: ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କଲେ ଭାରତୀୟ ଖେଳାଳି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ବିରାଟ ସେନା ବିଜୟରୁ ଅଭିଯାନ ଆରମ୍ଭ କରିଛି । ଟସ୍ ହାରିଥିବା ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟରେ ୩୧୭ରନ୍…

ଘରୋଇ ମାଟିରେ ଦ୍ରୁତ ୧୦,୦୦୦ ରନ କଲେ କୋହଲି

ପୁଣେ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଘରୋଇ ମାଟିରେ ଦ୍ରୁତ ୧୦୦୦୦ ରନ ସଂଗ୍ରହ କରିଛନ୍ତି । ୧୯୫ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ଏଥିସହ ସେ…

ଗବର ଶତକରୁ ବଂଚିତ, ଇଂଲଣ୍ଡ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ

ପୁଣେ:ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୧୭ ରନ କରିଥିଲା । ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ…

ମିଶନ୍ ଓ୍ୱାନ୍ ଡେ: ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ପୁଣେ: ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ କବଜା ପରେ ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ । ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । କରୋନା ଯୋଗୁ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ମୈଦନାକୁ…

ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ: ପ୍ରି-କ୍ୱାର୍ଟରରେ ଓଡିଶା ଭେଟିବ ପଣ୍ଡିଚେରୀକୁ

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ପ୍ରି-କ୍ୱାର୍ଟରରେ ପଣ୍ଡିଚେରୀକୁ ଭେଟିବ । ୫ ଲିଗ୍ ମ୍ୟାଚରୁ ପ୍ରଥମରୁ ଝାଡଖଣ୍ଡ ନିକଟରୁ ପରାଜିତ ହେବା ପରେ ଓଡିଶା ପ୍ରଭାବୀ ପ୍ରଦର୍ଶନ କରି କ୍ରମାଗତ ୪ ମ୍ୟାଚରେ ବିଜୟୀ ହୋଇଥିଲା । ହାଇଦ୍ରାବାଦ, ତ୍ରିପୁରା,…

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ ୨୩ ମାର୍ଚ୍ଚରୁ : ବିଶ୍ୱର ଏକ ନମ୍ବର ଟିମ୍ ହେବା ପାଇଁ ଟିମ୍ ଇଣ୍ଡିଆ ନିକଟରେ ସୁଯୋଗ

ପୁଣେ: ଟି୨୦ ସିରିଜରେ ଚମତ୍କାର ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ୨୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ୨୩, ୨୬ ଓ ୨୮ ମାର୍ଚ୍ଚରେ ୩ଟି ଯାକ ଦିନିକିଆ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ…

ଟିମ୍ ଇଣ୍ଡିଆ ଦଣ୍ଡିତ

ଅହମ୍ମଦାବାଦ: ୫ମ ଟି୨୦ରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ୩-୨ରେ ସିରିଜ ହାତେଇ ନେଇଛି । ତେବେ ଅନ୍ତିମ ଦିନିକିଆରେ ଧିମା ବୋଲିଂ ହାର ନେଇ ଟିମ୍ ଇଣ୍ଡିଆ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛି । ଜରିମାନା ବାବଦକୁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ…

ଆସନ୍ତୁ ଜାଣିବା ଭାରତ-ଇଂଲଣ୍ଡ ଟି୨୦ ସିରିଜର ୧୨ ରେକର୍ଡ ବିଷୟରେ

ମେଟେରା: ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ବିଜୟ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ଆସନ୍ତୁ ଜାଣିବା ଏହି ସିରିଜରେ ୧୨ଟି ରେକର୍ଡ ବିଷୟରେ- ୧.ବିରାଟ କୋହଲି ଅଧିନାୟକ ଭାବେ ସର୍ବାଧିକ ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ କେନ…