Latest Odisha News
Browsing Category

କ୍ରିକେଟ

ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସେହ୍ୱାଗ, ହରଭଜନ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ପ୍ରଶଂସକ ଯେଉଁ ଭଳି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ତାହା ଗ୍ରହଣୀୟ ନୁହେଁ…

ପୁନର୍ବାର ସିରାଜଙ୍କୁ ଟାର୍ଗେଟ କଲେ ଅଷ୍ଟ୍ରେଲୀୟ ଦର୍ଶକ, ପୋଲିସର କାର୍ଯ୍ୟାନୁଷ୍ଠାନ

ସିଡନୀ: ଚଳିତ ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆର କେତେକ ଦର୍ଶକ ଉଦ୍ଦେଶ୍ୟମୂଳକ ଭାବେ ମହମ୍ମଦ ସିରାଜଙ୍କୁ ଟାର୍ଗେଟ କରିଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିରାଜଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ କରିଛନ୍ତି କେତେକ ଦର୍ଶକ । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ସିରାଜ ଏ…

ଜାଡେଜା ୬ ସପ୍ତାହ ଖେଳିବେନି, ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିପାରନ୍ତି

ସିଡନୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆଘାତପ୍ରାପ୍ତ ହୋଇଥିଲେ । ଏହା କେତେ ଗୁରୁତର ଜାଣିବା ପାଇଁ ସେମାନଙ୍କ ଆଘାତ ସ୍ଥାନର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟରେ ଜାଡେଜାଙ୍କ ବୁଢ଼ା ଆଙ୍ଗୁଳି…

ପନ୍ତ, ଜାଡେଜା ଆଘାତପ୍ରାପ୍ତ: ସ୍କାନିଂ ରିପୋର୍ଟକୁ ଅପେକ୍ଷା

ସିଡନୀ: ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳର ଦୁଇ ଷ୍ଟାର ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ସ୍କାନ ରିପୋର୍ଟକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି ।…

ସିରାଜଙ୍କୁ ମାଙ୍କଡ କହିଲେ ଅଷ୍ଟ୍ରେଲିଆ ଦର୍ଶକ

ସିଡନୀ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଶଂସକ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ଦେଇଛନ୍ତି । ଏପରି କି ସେ ଫିଲ୍ଡିଂ କରୁଥିବା ବେଳେ କିଛି ଦର୍ଶକ ତାଙ୍କୁ ଏବଂ ଯଶପ୍ରୀତ ବୁମରାଙ୍କୁ ଗାଳିମନ୍ଦ କରିଥିଲେ । ଏପରି କି ଜଣେ…

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ଦୃଢ଼ ବ୍ୟାଟିଂ: ପୁକୋଭିସ୍କି, ଲାବୁସଚାଗନେଙ୍କ ଅର୍ଦ୍ଧଶତକ

ସିଡନୀ: ଏଠାରେ ବୁଧବାର ଆରମ୍ଭ ହୋଇଥିବା ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥିତିରେ ରହିଛି । ଷ୍ଟମ୍ପ୍ସ ଅପସାରଣବେଳକୁ ଘରୋଇ ଦଳ ୨ ଉଇକେଟ ବିନିମୟରେ ୧୬୬ ରନ ସଂଗ୍ରହ କରି ନେଇଛି । ୱିଲ ପୁକୋଭିସ୍କି, ମାର୍ନସ ଲାବୁସଚାଗନେ ଆକର୍ଷଣୀୟ…

ଜାତୀୟ ସଙ୍ଗୀତ ଗାଉଥିଲାବେଳେ କାହିଁକି କାନ୍ଦିଥିଲେ ସିରାଜ ?

ଭୁବନେଶ୍ୱର: ସିଡନୀରେ ଖେଳିବା ପୂର୍ବରୁ ଚର୍ଚ୍ଚାରେ ରହିଥିଲେ ଭାରତୀୟ କ୍ରିକେଟ୍ ଦଳର ଦୃତ ବୋଲର୍ ମହମ୍ମଦ ସିରାଜ । ଅଷ୍ଟ୍ରେଲିଆ ବିରୋଧରେ ଆଜିଠୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିଲାବେଳେ ସିରାଜ ପ୍ରଥମ ୱିକେଟ୍ ଅକ୍ତିଆର କରିଥିଲେ । ତେବେ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ…

କୋହଲି, ପାଣ୍ଡ୍ୟାଙ୍କ କରୋନା କଟକଣା ଭାଙ୍ଗିଥିବା ଅଭିଯୋଗର ସତ୍ୟ ସାମ୍ନାକୁ ଆସିଲା

ସିଡନୀ: ଅଷ୍ଟ୍ରେଲିଅ ଗଣମାଧ୍ୟମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କରୋନା ପ୍ରୋଟୋକଲ ଭାଙ୍ଗିଥିବା ଖବର ପ୍ରକାଶିତ ହୋଇଥିଲା । ଏଥିନେଇ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ମଙ୍ଗଳବାର ସେମାନଙ୍କ ବିରୋଧରେ ଆସିଥିବା…

ସୌରଭ ଗାଙ୍ଗୁଲି ସୁସ୍ଥ, ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ

କୋଲକାତା:ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଉଡଲାଣ୍ଡ ମେଡିକାଲର କାର୍ଡିଆକ ସର୍ଜନ ଡାକ୍ତର ଦେବୀ ସେଟ୍ଟୀ ହସି କରି କହିଛନ୍ତି…

ନୂତନ ବର୍ଷରେ ନୂଆ ରେକର୍ଡ: ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ରୁତ ୭୦୦୦ ରନ କଲେ ୱିଲିୟମସନ

ହାମିଲଟନ: ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ନୂଆ ବର୍ଷ ଅବସରରେ ନିଜ ନାମରେ ଆଉ ଏକ ନୂତନ ରେକର୍ଡ ଯୋଡିଛନ୍ତି । ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ପକ୍ଷରୁ ସବୁଠାରୁ ଦ୍ରୁତ ୭୦୦୦ ରନ କରିବାର କୀର୍ତିମାନ ସ୍ଥାପନ କରିଛନ୍ତି । ପାକସ୍ତାନ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ସେ ବ୍ୟକ୍ତିଗତ…