Latest Odisha News

BREAKING NEWS

Browsing Category

କ୍ରିକେଟ

ସବୁ ଗଣିତ ଭୁଲ କରିଦେଲା ଟିମ୍ ଇଣ୍ଡିଆ: ଅଷ୍ଟ୍ରେଲିଆରେ କ୍ରମାଗତ ସିରିଜ ଜିତିବାରେ ଏସିଆରେ ପ୍ରଥମ, ଧୋନୀ ଏବଂ…

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛି । କେହି କେବେ ଭାବି ନ ଥିଲେ ୩୬ରେ ଅଲଆଉଟ ହୋଇଥିବା ଟିମ୍ ବିଶ୍ୱର ଶକ୍ତିଶାଳୀ ଟିମକୁ ତାର ମାଟିରେ ଧୂଳି ଚଟାଇବ ବୋଲି । ଯୁବ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ସବୁ ସମୀକ୍ଷକଙ୍କ ଗଣିତ ଭୁଲ କରି ନିଜକୁ…

ଏସିଆ କପରୁ ଓହରିବ ଭାରତ !

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ଆଗ୍ରହ ରଖିଥିବା କ୍ରିକେଟ ପ୍ରଶଂସକଙ୍କୁ ପୁନର୍ବାର ନିରାଶ ହେବାକୁ ପଡିବ । ରିପୋର୍ଟ ମୁତାବକ ଶ୍ରୀଲଙ୍କାରେ ଚଳିତ ବର୍ଷ ହେବାକୁ ଥିବା ଏସିଆ କପ୍‌ରୁ ଭାରତ ଓହରିଯିବା ନେଇ ଚିନ୍ତା କରୁଛି । ବିସିସିଆଇ ଦ୍ୱିପାକ୍ଷିକ ସିରିଜ ଉପରେ…

ନଟରାଜନଙ୍କ ନୋ ବଲ ନେଇ ସନ୍ଦେହ ବ୍ୟକ୍ତ କଲେ ୱାର୍ଣ୍ଣେ

ବ୍ରିସବେନ୍‌: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ଫଳରେ କଙ୍ଗାରୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ବିଭିନ୍ନ ପ୍ରକାର ମାନସିକ ଚାପ ଭାରତୀୟ ଖେଳାଳିଙ୍କ ଉପରେ ପକାଇବାରେ ଲାଗିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ…

ମହାନ ସ୍ପିନର ଚନ୍ଦ୍ରଶେଖର ଡାକ୍ତରଖାନାରେ ଭର୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ସ୍ପିନର ଭାଗବତ ଚନ୍ଦ୍ରଶେଖର ସ୍ୱାସ୍ଥ୍ୟାବସ୍ଥା ଭଲ ନ ରହିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ୭୫ ବର୍ଷୀୟ ଚନ୍ଦ୍ରଶେଖର ହଠାତ୍ କଥା କହି ପାରି ନ ଥିଲେ ଏବଂ ପଡି ଯାଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା…

୪ର୍ଥ ଟେଷ୍ଟରେ ୧୧୦ ବର୍ଷର ରେକର୍ଡ ଭାଙ୍ଗିଲେ ୱାଶିଂଟନ ସୁନ୍ଦର

ବ୍ରିସବେନ୍‌: ଚଳିତ ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟରେ ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତନ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫୪ ରନର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆର ପ୍ରଥମ…

ଆସନ୍ତୁ ଜାଣିବା ୱାଶିଂଟନ ସୁନ୍ଦର ନାମ ପଛରେ ଥିବା କାହାଣୀ ବିଷୟରେ…

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ କ୍ରିକେଟ ଟେଷ୍ଟରେ ଅଲରାଉଣ୍ଡ ପ୍ରଦର୍ଶନରେ ମନ ଜିଣିଛନ୍ତି ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ୱାଶିଂଟନ ସୁନ୍ଦର । ରବିଚନ୍ଦ୍ରନ ଅଶ୍ୱିନ ଆଘାତପ୍ରାପ୍ତ ହେବା ପରେ ତାଙ୍କୁ ୪ର୍ଥ ଟେଷ୍ଟରେ ଖେଳିବା ପାଇଁ ସୁଯୋଗ ମିଳିଥିଲ । ସେ ଏହାକୁ ହତଛଡା ନ କରି…

୧୪ ବର୍ଷ ପରେ ପାକିସ୍ତାନରେ ପଂହଚିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌

ଲାହୋର: ୧୪ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନରେ ଶନିବାର ପଂହଚିଛି । ୨୦୦୭ରେ ଦଳ ଶେଷ ଥର ପାକିସ୍ତାନ ଗସ୍ତରେ ଯାଇଥିଲା । ସେ ସମୟରେ ଭ୍ରମଣକାରୀ ଦଳ ୧-୦ରେ ସିରିଜ ଜିତିଥିଲା । ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ୨୦୦୯ରେ…

ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ କମିଲା, ମୁମ୍ବାଇ ଇଣ୍ଡିଆନ୍ସର ଫାଇଦା

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ଏଥି ଯୋଗୁ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ପ୍ରଭାବିତ ହୋଇଥିଲା । ୨୦୧୯ ତୁଳନାରେ ଏହା ୨୨ ପ୍ରତିଶତ ତଳକୁ ଖସି ଆସିଛି । ୨୦୧୯ରେ ଏହାର ଭାଲ୍ୟୁ ୪୭ହଜାର କୋଟି ଥିବା ବେଳେ ଏଥର ୩୨ ହଜାର…

ସୟେଦ ମୁସ୍ତାକ ଅଲି ଟ୍ରଫିରେ ଖେଳିଲେ ସଚିନଙ୍କ ପୁଅ ଅର୍ଜୁନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଶୁକ୍ରବାର ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ସିନିୟର କ୍ରିକେଟ ଟିମ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିଛନ୍ତି । ଏହି ମ୍ୟାଚରେ ସେ ଗୋଟିଏ ଉଇକେଟ ହାସଲ କରିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିଲା । ସେ ୩ ଓଭର…

ପଦାର୍ପଣ ଟେଷ୍ଟରେ ନଟରାଜନଙ୍କ ଚମତ୍କାର ପ୍ରଦର୍ଶନ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍‌:ବ୍ରିସବେନରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ଉଇକେଟ ବିନିମୟରେ ୨୭୪ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳୁଥିବା ଟି.ନଟରାଜନ ଚମତ୍କାର ବୋଲିଂ ପ୍ରଦର୍ଶନ କରି…