Latest Odisha News

BREAKING NEWS

Browsing Category

କ୍ରିକେଟ

ଦିଲ୍ଲୀର ବୋଲିଂରେ ଧରାସାୟୀ ହେଲା ଚେନ୍ନାଇ, ୪୪ ରନରେ ବିଜୟୀ ହେଲା ଡିସି

ଦୁବାଇ: ଆଇପିଏଲ ୨୦୨୦ରେ ଦ୍ୱିତୀୟ ଥର ପାଇଁ ହାରିଲା ଚେନ୍ନାଇ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୪୪ ରନରେ ହାରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଟସ୍ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ…

ଆଇପିଏଲ ମହାସମର: ଚେନ୍ନାଇକୁ ୧୬ ରନରେ ହରାଇଲା ରାଜସ୍ଥାନ

ସାରଜା : ଆଇପିଏଲ ମହାସମାରୋହର ଚତୁର୍ଥ ଦିନରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୬ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦୁଇ ଅଭିଜ୍ଞ ଖେଳାଳି ଆଜି ରାଜସ୍ଥାନରେ ସାମିଲ ନ ଥିଲେ ସୁଦ୍ଧା ଆଇପିଏଲ ୨୦୨୦ରେ ନିଜର ପ୍ରଥମ ମ୍ୟାଚରେ ହିଁ କମାଲ ଦେଖାଇଛି ଦଳ । ଟସ୍ ଜିତି ବୋଲିଂ ନିଷ୍ପତ୍ତି…

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ…

ଆଇପିଏଲ ୨୦୨୦: ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେନି ଜୋସ୍ ବଟଲର୍!!

ୟୁଏଇ: ରବିବାର ଦିନ ରାଜସ୍ଥାନ ରୟାଲ୍ସ ୱିକେଟ୍ କିପର ଜୋସ୍ ବଟଲର୍ ନିଶ୍ଚିତ କରିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଦଳର ଓପନିଂ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନାହିଁ । କାରଣ ସେ ତାଙ୍କ ବାଧ୍ୟତାମୂଳକ କ୍ବାରାଣ୍ଟାଇନ ଅବଧିରେ ରହିବେ। ବଟଲର ତାଙ୍କ ପରିବାର ସହିତ ୟୁଏଇରେ…

ଆଇପିଏଲ ୨୦୨୦ର ଉଦଘାଟନୀ ମ୍ୟାଚ : ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍‌

ଆବୁଧାବି: ଫଟାଫଟ୍ କ୍ରିକେଟର ମହାସମର ଆଇପିଏଲ ୨୦୨୦ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବାଜିମାତ୍ କରିଛି ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଆଜି ଅନୁଷ୍ଠିତ ହୋଇଥିବା ଉଦଘାଟନୀ ମ୍ୟାଚରେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଦଳ ୫ ୱିକେଟରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଧୂଳି…

ଚେନ୍ନାଇ ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ

ଆବୁଧାବି:ଆଇପିଏଲର ୧୩ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ୧୬୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଟସ୍ ଜିତି ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ମୁମ୍ବାଇ ସୌରଭ ତିୱାରୀ ଓ କ୍ୱିଂଟନ ଡି କକ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ…

ଆଇପିଏଲ ଆଉ କିଛି ସମୟ ପରେ: ଚେନ୍ନାଇ ସୁପର କିଙ୍ଗ୍‌ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟା୩୦ରେ ଆଇପିଏଲର ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ପ୍ରଶଂସକମାନେ ଦୀର୍ଘ ଦିନ ପରେ ପଡିଆରେ ମହେନ୍ଦ୍ର ସିଂ ଧୋନୀଙ୍କୁ…

କେତେ ଅଲଗା ଏଥରର ଆଇପିଏଲ, ଉତ୍କଣ୍ଠା ଆଉ ରୋମାଂଚରେ ମନ ଭରିବ ତ !

ପୁରୀ: ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯିବ ଇଣ୍ଡିଆନ ପ୍ରିମିୟର ଲିଗ୍ । ଚେନ୍ନାଇ ସୁପର କିଙ୍ଗ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ହେବ । ଯୁବ ପିଢ଼ୀକୁ ଉତ୍କଣ୍ଠା ଓ ରେ।।ମଂଚ ଯୋଗାଇ ଆସିଥିବା ଏହି ଆଇପିଏଲ ଏଥର କରୋନା ମହାମାରୀ କବଳରେ ପଡିଛି । ନିୟମ ସବୁ ବଦଳି ଯାଇଛି ।…

ବଦଳି ଯାଇଛନ୍ତି ସଚିନଙ୍କ ପୁଅ ଅର୍ଜୁନ, ଭାଇରାଲ ହେଉଛି ସିକ୍ସ ପ୍ୟାକ ଶରୀର ସେଲ୍ଫି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ଏବେ ଚର୍ଚ୍ଚାରେ । ଅର୍ଜୁନ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ସହ ୟୁଏଇରେ ରହିଛନ୍ତି । ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍ ନିଲାମରେ ତାଙ୍କ ନାମ ସାମିଲ ହୋଇ ନ ଥିଲା । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଟିମ୍…

ଏହି ଖେଳାଳି ହେଉଛନ୍ତି ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସର ଶ୍ରେଷ୍ଠ ୧୦ ରନ ସ୍କୋରର

ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍) ପ୍ରିମିୟର୍ ଫ୍ରାଞ୍ଚାଇଜ୍ ଆଧାରିତ ଏକ ଟୁର୍ନାମେଣ୍ଟ , ଯାହା ୨୦୦୮ ରୁ ହୋଇଆସୁଛି । ବ୍ୟାଟ୍ସମ୍ୟାନ୍ ସବୁବେଳେ ଛୋଟ ଫର୍ମାଟରେ ନିଜ ଦବଦବା ଜାହିର କରିଆସୁଛନ୍ତି ଏବଂ ଏଠାରେ ଆମେ ବର୍ଷ ବର୍ଷ ଧରି ଆଇପିଏଲର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ…